ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସାମ୍ନାକୁ ଆସିଲା ଇରଫାନ୍ ଖାନ ଅନ୍ତିମ ଯାତ୍ରା ର ଫୋଟ ଏଠାରେ ସାମିଲ ହେଲେ କେବଳ ପରିବାର ଏବଂ ନିକଟ ସଂମ୍ପର୍କିୟ ବଲିଉଡ ଅଭିନେତା ଇରଫାନ୍ ଖାନଙ୍କ ଆଜି ମୁମ୍ବାଇ ଠାରେ ଦେହ ହାନ୍ତ ହୋଇଛି । ହଠାତ୍ ତାଙ୍କର ପେଟ ସଂଙ୍କର୍ମଣ ହେବାରୁ ତାଙ୍କୁ କୋକିଲା ବେନ୍ ଧିରୁ ଭାଈ ଆମ୍ବାନୀ ହସପିଟାଲ ରେ ଭର୍ତ୍ତି କରା ଜାଇ ଥିଲା । ସେଠାରେ ସେ ଚିକିତ୍ସା ଧିନ ଅବାସ୍ତା ରେ ହିଁ ସେଷ ନିଶ୍ୱସ ନେଇଛନ୍ତି ।
ସେହି ପରି ବେଳେ ଆପଣ ମାନଙ୍କୁ ସୂଚନା ଦେବୁ କି ଇରଫାନ୍ ଖାନ 2018 ରୁ ହିଁ କ୍ୟନସର ରୋଗ ରେ ପୀଡିତ ରହି ଥିଲେ । ସେହି ପରି କ୍ଷେତ୍ର ରେ ମିଡ଼ିଆ ରିପୋର୍ଟ ଅନୁସାରେ ଇରଫାନ୍ ଖାନ ଙ୍କ ପାର୍ଥିବ ଶରୀର କୁ ଡାକ୍ତରୀ ଯାଞ୍ଚ ପରେ ପରେ ହସ୍ପିଟାଲ ରୁ ସିଧା ତାଙ୍କ ବାସ ଭବନ କୁ ନିଆ ଜାଇ ଥିଲା ଏବଂ ପରେ କବର ସ୍ଥାନ କୁ ନିଆ ଜାଇ ଥିଲା ସେଠାରେ ଅପରାହ୍ନ 3 ଟା ସମୟ ରେ ତାଙ୍କର ଅନ୍ତିମ ସଂସ୍କାର କରା ଜାଇ ଥିଲା ।
ସେଠାରେ ଏବେ ତାଙ୍କର ଅନ୍ତିମ ସଂସ୍କାର ର ଫଠୋ ଏବେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାାଗିଛି । ଏହି ଅନ୍ତିମ ଯାତ୍ରା ର ଫୋଟ କୁ ମାନବ ମଙ୍ଗଲିନ୍ ନିଜର ଟୁଇଟର ଏକାାଉଣ୍ଟ ରୁ ସେୟାର କରିଛନ୍ତି । ଏହି ଠାରେ ସୂଚନା ଦିଆଛି କି ଇରଫାନ୍ ଖାନ ଙ୍କ ଅନ୍ତିମ ସଂସ୍କାର ବେଳେ କେବଳ ନିଜର ପରିବାର ଲୋକ ଏବଂ ନିଜର କେତେକ ସଂମ୍ପର୍କିୟ ମାନେ ହିଁ ଯୋଗ ଦାନ କରି ଥିଲେ ।
ତେବେ ବର୍ତମାନ ସମୟରେ ଏହି ମାହାନ କଳାକାର ଙ୍କ ବିୟୋଗ ରେ ସଂମ୍ପର୍ଣ୍ଣ ବଲିଉଡ ଶୋକ ରେ ବୁଡି ଜାଇଛି । ତେବେ ଆପଣ ମାନେ ଏହି ଅଭିନେତା ଇରଫାନ୍ ଖାନ ଙ୍କୁ କେତେ ପସନ୍ଦ କରୁ ଥିଲେ ଏବଂ ଆପଣ ମାନେ କଣ ତାଙ୍କର ଫେନ୍ ଅଟନ୍ତି କି ଆମକୁ କମେଣ୍ଟ କରନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।