ଝିଅ ମାନଙ୍କର ଏହି ଅଙ୍ଗ ବଡ଼ଥିଲେ ବିବାହା ପରେ , ତାଙ୍କ ସ୍ୱାମୀ ଙ୍କର ହୁଏ ଏ ଅବସ୍ତା ?

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କହିବୁ କି ସ୍ତ୍ରୀ ମାନଙ୍କର କେଉଁ ଦୁଇଟି ଅଙ୍ଗ ବଡ ହୋଇ ଥିଲେ ସ୍ୱାମମୀ ଙ୍କୁ କରେଇ ଥାଏ କୋଟି ପତି । ତେବେ ଆଉ ମୋଟେ ବି ଡେରୀ ନ କରି ଆସନ୍ତୁ ଜାଣି ନେବା ସେହି ଦୁଇଟି ଅଙ୍ଗ କଣ । ପ୍ରଥମ ଟି ହେଲା ଗଭୀର ନାଭୀ । ଯେଉଁ ଝିଅ ମାନଙ୍କର ଗଭୀର ନାଭୀ ରହି ଥାଏ ସେମାନେ ନିଜ ସ୍ୱାମୀ ମାନଙ୍କ ପାଇଁ ବହୁତ ଲକି ହୋଇ ଥାନ୍ତି । ଏବଂ ସେମାନେ ବହୁତ ଭାଗ୍ୟ ବାନ୍ ହୋଇ ଥାନ୍ତି ବୋଲି ସାମୁଦ୍ରିକ ଶାସ୍ତ୍ର ରେ ଲେଖା ରହିଛି ।

girl

ଏମାନେ ବିବାହ କରିବା ପରେ ଶାଶୁ ଘରେ ପାଦ ଦେବା ମାତ୍ରେ ଶାଶୁ ଘର ଧନ ସଂମ୍ପତୀ ରେ ପରିପୂର୍ଣ୍ଣ ହୋଇ ଥାଏ । ଏମାନେ ମଧ୍ୟ ନିଜ ସ୍ୱାମୀ ଙ୍କ ବହୁତ ଭଲ ପାଇବା ମଧ୍ୟ ଦେଇ ଥାନ୍ତି । ଏମାନେ ସବୁ କାମ ରେ ସାଥ୍ ଦେବା ଯୋଗୁଁ ହିଁ ସ୍ୱାମୀ ମାନେ ସଫଳ ହୋଇ ଥାନ୍ତି । ଦୁଇ ରେ ହେଉଛି । ଲମ୍ବା କେଶ ସାମୁଦ୍ରିକ ଶାସ୍ତ୍ର ରେ ମନା ଯାଏ କି ଯେଉଁ ଝିଅ ମାନଙ୍କର କେଶ ଲମ୍ବା ହୋଇ ଥାଏ ସେମାନଙ୍କୁ ସତୀ ସହିତ ମାତା ସୀତା ଏବଂ ଲକ୍ଷ୍ମୀ ଙ୍କ ସହିତ ତୁଳନା କରା ଜାଇ ଥାଏ ।

girrl

ଏମାନେ ବହୁତ ସୁନ୍ଦର ହୋଇ ଥାନ୍ତି । ଏହି ପରି ଝିଅ ମାନେ ନିଜ ସ୍ୱାମୀ ପାଇଁ ବହୁତ ଭାଗ୍ୟ ଶାଳୀ ହୋଇ ଥାନ୍ତି । ତେବେ ଏହି ପରି ଝିଅ ମାନେ ଯେଉଁ ବ୍ୟକ୍ତି ଙ୍କ ଭାଗ୍ୟ ରେ ଆସି ଥାନ୍ତି ତେବେ ସେହି ବ୍ୟକ୍ତି ଙ୍କର ଭାଗ୍ୟ ସଂମ୍ପର୍ଣ୍ଣ ଭାବେ ଚମକି ଉଠି ଥାଏ । ତେବେ ଏହି ପରି ଝିଅ ମାନେ ବି ପତି ମାନଙ୍କୁ ସବୁ କାମ ରେ ସଂମ୍ପର୍ଣ୍ଣ ଭାବେ ସାହାଯ୍ୟ କରି ଥାନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣି ପାରିଲେ କି ଝିଅ ମାନଙ୍କର କେଉଁ ଦୁଇଟି ଅଙ୍ଗ ବଡ ଥିଲେ ସେମାନେ ନିଜ ପତି ଙ୍କ ପାଇଁ ଲକି ଏବଂ ଧନବତୀ ହୋଇ ଥାନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ  ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *