ଦେଖନ୍ତୁ ଓଡ଼ିଆ ସିରିଏଲର ହିରୋଇନ୍ ମୋହନା ଓରଫ୍ ଛନ୍ଦିତା ଘରେ ରହି କଣ କରୁଛନ୍ତି, ଦେଖନ୍ତୁ ଭିଡ଼ିଓ

chand

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବର୍ତମାନ ସମୟରେ ପ୍ରତ୍ଯେକ ଦେଶ ବାସୀ ମାନେ ଏହି କୋରନା କୁ ନେଇ ବହୁତ ପରିମାଣ ରେ ଚିନ୍ତା ରହି ଥିବା ବେଳେ କେନ୍ଦ୍ର ସରକାର ଏବଂ ନିଦ୍ଧେଶ କୁ କିଛି ଲୋକ ମାନେ ପାଳନ କରୁ ଥିବା ବେଳେ କିଛି ଲୋକ ମାନେ ଏମିତି ବି ରହିଛନ୍ତି ଯେଉଁ ମାନେ ଏହାକୁ ପାଳନ କରୁ ନାହାଁନ୍ତି । ସେମିତି ରେ ଦେଶ ରେ ବର୍ତମାନ ସମୟରେ ଦେଶ ରେ ଏବଂ ରାଜ୍ୟ ରେ କୋରନା ରୋଗୀ ଙ୍କ ଚିହ୍ନଟ ହେବା ଆରମ୍ଭ ହୋଇ ସାରିଛି । ତେବେ ଏମିତି ମଧ୍ୟ ରେ ସରକାର ଙ୍କ ନିୟମ କ୍ରମେ ଘରେ ହିଁ ରହିବା ପାଇଁ ଆଦେଶ ଦିଆ ଯାଉଛି ଜାହାକି ଏହାର ଗୋଟିଏ ବହୁତ ବଡ ଔଷଧ ହେବ । ସେମିତି ବେଳେ ଆମେ ଆମର ଓଲିଉଡ ଇଣ୍ଡଷ୍ଟ୍ରୀ ର କଥା କହିବା ତେବେ ବର୍ତମାନ ସମୟ ରେ ସବୁ ଅଭିନେତା ଏବଂ ଅଭିନେତ୍ରୀ ମାନେ ଘରେ ରହିଛନ୍ତି ।

chandi

ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଆପଣ ମାନଙ୍କ ସିରିଏଲ ଜଗତ ଜଣେ ନାୟିିକା ଙ୍କ ବିଷୟରେ କହିବା ପାଇଁ ଚାହିଁବୁ ଜାହାଙ୍କ ଗୋଟିଏ ଭିଡ଼ିଓ ଏହି ଦିନ ରେ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହୋଇ ଥିବାର ଦେଖିବା ପାଇଁ ମିଳିଛି । ଏଠାରେ ସେ ଘରେ ରହି ବର୍ତମାନ ସମୟ ରେ ମାନେ ଲକ୍ ଡାଉନ୍ ପିରିୟଡ୍ ରେ କଣ କରୁଛନ୍ତି ସେହି ବିଷୟ ରେ ସେ ସେହି ଭିଡ଼ିଓ ରେ କହିଛନ୍ତି । ଆମେ ଜାହାଙ୍କ କଥା କହୁଛି ସେ ହେଲେ ଓଡ଼ିଆ ସିରିଏଲର ହିରୋଇନ୍ ମୋହନା ଓରଫ୍ ଛନ୍ଦିତା ।

chanditaa

ଏହି ଦିନ ରେ ସେ ଭିଡ଼ିଓ ରେ କହିଛନ୍ତି କି । ଆପଣ ମାନେ ନିଶ୍ଚିତ ଭାବେ ତାଙ୍କୁ ଅଭିନୟ କରୁଥିବାର ଦେଖି ଥିବେ ହେଲେ ନିଜର ସାଧାରଣ ଲାଇଫ୍ ରେ ଆପଣ ମାନେ କେବେ ବି ଦେଖି ନ ଥିଲେ ଏବଂ ତା ପରେ ସେ ନିଜର ଫେନ୍ ମାନଙ୍କୁ ଘରେ ସବୁ ସ୍ଥାନ ରେ ବୁଲିବୁଲି ନିଜର ଘର ଦେଖେଇବା ସହିତ ସେ ତାଙ୍କ ପାଇଁ କଳା ଚା, ପ୍ରସ୍ତୁତ କରୁ ଥିବାର ଦେଖିବା ପାଇଁ ମିଳି ଥିଲେ । ତଥା ବର୍ତମାନ ସମୟ ରେ ଯେଉଁ ପରି ଭାବେ ଲକ୍ ଡାଉନ୍ ପରିସ୍ଥିତି ରହିଛି ସେମିତି କ୍ଷେତ୍ର ରେ ଆପଣ ମାନଙ୍କୁ ଘରେ କେମିତି ରହିବା କଥା ସେ ସେହି ଭିଡ଼ିଓ ରେ ଦେଖେଇବା ପାଇଁ ଚାହିଁଛନ୍ତି । ତେବେ ତାଙ୍କର ଏମିତି ଗୋଟିଏ ଭିଡିଓ ଫେନ୍ ମାନଙ୍କୁ ବହୁତ ପସନ୍ଦ ଆସିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *