ମଗଣା ଗ୍ୟାସ ପାଇଁ ଦ୍ବୀତୀୟ କିସ୍ତିରେ ଆସିବ ଏତେ କମ ପଇସା , ଜାଣନ୍ତୁ ଆସିବ କେତେ

gass

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ନିଶ୍ଚତ ଭାବେ ଏହି କଥା ଜାଣି ଥିବେ କିଛି ଦିନ ତଳେ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଲଞ୍ଚ ହୋଇ ଥିଲା କି ଆପଣ ମାନଙ୍କୁ ତିନୋଟି ଫ୍ରୀ ସିଲିଣ୍ଡର ମିଳିବ ବୋଲି । ଆଉ ଏହି ମଧ୍ୟରେ ବହୁତ ସାରା ଲୋକ ମାନଙ୍କୁ ପ୍ରଥମ ଇନଷ୍ଟଲ ମେଣ୍ଟ ମିଳି ସାରିଛି ଏବଂ ସବୁ ଲୋକ ମାନେ ଏହି ସିଲିଣ୍ଡରର ଲାଭ ଉଠେଇ ସାରିଛନ୍ତି । ଏବଂ ଏବେ ପାଳି ରହିଛି ଦ୍ୱତୀୟ ସିଲିଣ୍ଡର ଏହି ସିଲିଣ୍ଡର କେବେ ମିଳିବ ଏବଂ କେତେ ଟଙ୍କା ଆସିବ ।

gas-cylinn

କାରଣ ନା ଆପଣ ମାନେ ଜାଣିଛନ୍ତି ଏହି ଦିନ ରେ ସିଲିଣ୍ଡର ର ଦାମ୍ ମଧ୍ୟ କମି ଜାଇଛି । ତେବେ ଆପଣ ମାନଙ୍କୁ ନୂଆ ପଇସା କେତେ ଟଙ୍କା ଆସିବ ଏବଂ କେତେ ତାରିଖ ରେ ଆସିବ ସେହି ବିଷୟ ରେ ଆମେ ଆପଣ ମାନଙ୍କୁ କହିବୁ । ପ୍ରଥମେ ତ ଗରିବ ଲକ୍ୟାଣ ଯୋଜନା ରେ ଯେଉଁ ମାନଙ୍କ ଉଜ୍ୱଳା ରହିଛି ସେମାନଙ୍କୁ ତିନୋଟି ସିଲିଣ୍ଡର ଫ୍ରୀ ମିଳିବା କଥା । ପ୍ରଥମ ଇନଷ୍ଟଲ ମେଣ୍ଟ ରେ 744 ଟଙ୍କା ଏବଂ କାହାକୁ 750 ଟଙ୍କା ଏହି ଭିଳି ମିଳି ଥିଲା । ତେବେ ବର୍ତମାନ ସମୟ ରେ ଦ୍ୱତୀୟ ସିଲିଣ୍ଡର ପାଇଁ ଜାହାକି ପଇସା ମିଳିବା ମଧ୍ୟ ଆରମ୍ଭ ହୋଇ ସାରିଲାଣୀ ।

gas-price

ତେବେ ଆପଣ ମାନଙ୍କୁ ମିଳିଛି କି ନାହିଁ କମେଣ୍ଟ ରେ ଜଣେଇବେ । ହେଲେ ଆପଣ ମାନଙ୍କୁ ସୂଚନା ଦେବୁ କି ଦ୍ୱତୀୟ ସିଲିଣ୍ଡର ର ପଇସା କାହାକୁ ଆସୁଛି 592 ଟଙ୍କା ଏବଂ ଏଠାରେ ଆପଣ ମାନେ ଦ୍ୱତୀୟ ଏକାଉଣ୍ଟ ର ପଇସା ଆପଣ ମାନେ ଚାହିଁଲେ ଚେକ୍ କରି ପାରିବେ । ଆଉ ଯେଉଁ ମାନଙ୍କୁ ଏଠାରେ ଟଙ୍କା ଆସି ନାହିଁ ତେବେ ସେମାନଙ୍କୁ ଏହି ମାସ ର ଆଗୁଆ ବି ବୁକିଂ କରିଲେ ସେମାନଙ୍କୁ ନିଶ୍ଚିତ ଭାବେ ମିଳି ଯିବ । ଏଠାରେ କହି ରଖିବୁ କି ଆପଣ ମାନଙ୍କ ର ଯଦି ଏହି ଟଙ୍କା ଆସି ଥାଏ ତେବେ ଆପଣ ମାନେ ନିଶ୍ଚିତ ଭାବେ ଆମକୁ କମେଣ୍ଟ କରନ୍ତୁ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *