ସରକାରଙ୍କ ବଡ ଘୋଷଣା – ଟ୍ରେନ ଯାତ୍ରା ପାଇଁ ପ୍ରସ୍ତୁତ କଲେ ନୁଆ ଗାଇଡ ଲାଇନ , ଜାଣି ନିଅନ୍ତୁ

trainn

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ଏବେ ଏବେ କିଛି ବଡ ଖବର ଆସିିଚି ମାନେ ମେ 12 ତାରିଖ ରୁ ଚାଲୁ ହୋଇ ଥିିବା ଟ୍ରେନ୍ ଚଳାଚଳ ପାଇଁ କିଛି ନିୟମ ବାହାରି ଆସିଛି । ଯେଉଁ ଠାରେ ଆପଣ ମାନେ ଜାଣି ପାରିବେ କି ଆପଣ ମାନଙ୍କୁ ଟ୍ରେନ୍ ରେ ଯିବା ପାଇଁ କେତେ ସମୟ ପୂର୍ବ ରୁ ଜାଇ ଷ୍ଟେସନ ରେ ପହଁଚିବା ପାଇଁ ପଡିବ । କଣ ରହିଛି ନୂଆ ନିୟମ ଏବଂ ମାସ୍କ କେଉଁ ମାନେ ଟ୍ରେନ୍ ରେ ଯାତ୍ରା କରିବେ ସେହି ସବୁ ବିଷୟ ରେ ଆମେ ଆଜି ଆପଣ ମାନଙ୍କୁ ଏଠାରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଆସିଛୁ ।

trainnnn

ତେବେ ଆମ ପାଖରେ ରହି ଥିବା ସୂଚନା ଅନୁସାରେ ମେ 12 ତାରିଖ ଠାରୁ ଦିଲ୍ଲୀ 15 ଟି ଟ୍ରେନ୍ ଚାଲିବାର ରହିଛି । ଏହିଥି ପାଇଁ ସୋମବାର ଠାରୁ ଟିକେଟ୍ ବୁକିଂ ଆରମ୍ଭ ହୋଇ ଥିଲା । ତେବେ ଏହି ରେଳ ଯାତ୍ରା ପାଇଁ କେନ୍ଦ୍ର ସରକାର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷ ରୁ ନିର୍ଦ୍ଧେଶନାମା ଜାରୀ କରିଛନ୍ତି । ତେବେ ଏହି ରେଳ ରେ ଯାତ୍ରୀ ମାନେ ସୋସିଆଲ ଡିଷ୍ଟାନ୍ସିଂ ଏବଂ କୋନଫର୍ମ ଟିକେଟ୍ ଏବଂ ମାସ୍କ ପିନ୍ଧିବା ଜରୁରୀ ଏଟେ । ତା ପରେ ଆଉ କିଛି ନୂଆ ଗାଇଡ୍ ଲାଇନ୍ ରହିଛି ଜାହାକୁ ଆପଣ ମାନଙ୍କୁ ମାନିବା ପାଇଁ ପଡିିବ । ଟ୍ରେନ୍ କେଉଁ ଠାରୁ ଚାଲିବ ଓ କେବେ ଚାଲିବ ଓ ଏନେଇ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତ ନେବ ।

ଏଥିପାଇଁ ରେଳ ମନ୍ତ୍ରଣାଳୟ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଓ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସହ ଯୋଗାଯୋଗ କରିବ ।ଯେଉଁମାନଙ୍କର ଇ-ଟିକେଟ ନିଶ୍ଚିତ ହୋଇଛି ସେମାନଙ୍କୁ ଷ୍ଟେଶନକୁ ଆସିବାକୁ ଅନୁମତି ଦିଆଯିବ। ସେହି ପରି ବେଳେ ଆପଣ ମାନେ କେମିତି ଟିକେଟ୍ ବୁକିଂ କରିବେ ଏବଂ ଟ୍ରେନ୍ ର ଟାଇମିଂ କେତେ ବେଳେ ରହିବ ସେହି ବିଷୟ ରେ ଆପଣ ମାନେ ରେଳ ମନ୍ତ୍ରାଳୟ ରେ ପଚାରି ପାରିବେ । ଟ୍ରେନ୍ ଟାଇମିଂ ଟିକେଟ୍ ବୁକିଂ ତଥା ଷ୍ଟେସନ ରେ ଆପଣ ଟ୍ରେନ୍ ରେ କେମିତି ପ୍ରବେଶ କରିବେ ଏହି ନେଇ ମଧ୍ୟ ରେଳ ମନ୍ତ୍ରାଳୟ ନିସ୍ପତି ନେବ ।

trai

 

ଇ-ଟିକେଟ ଦାରା ଯାତ୍ରୀଙ୍କ କ୍ୟାବ ଡାଇଭରଙ୍କୁ ଅନୁମତି ମିଳିବ ।ପ୍ରତ୍ୟେକ ଷ୍ଟେଶନରେ ଯାତ୍ରୀଙ୍କ ସ୍କିର୍ନୀଙ୍ଗ କରାଯିବ।ପ୍ରତ୍ୟେକ ବଗିର ପ୍ରବେଶ ଓ ପ୍ରସ୍ଥାନ ବେଳେ ସାନିଟାଇଜରର ସୁବିଧା ଉପଲବ୍ଧ ହେବ।ସମସ୍ତ ଯାତ୍ରୀ ଉଭୟ ଷ୍ଟେଶନ ଓ ଟ୍ରେନ ଭିତରେ ମାସ୍କ ପିନ୍ଧିବା ଜରୁରୀ । ଏହି ଟ୍ରେନ୍ ଛାଡିବା ର 1 ଘଣ୍ଟା ପୂର୍ବ ରୁ ଷ୍ଟେସନ ରେ ପହଁଚିବା ବାଧ୍ୟତା ମୂଳକ ଅଟେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *