ସଲମାନ ଖାନଙ୍କ ସମ୍ପତ୍ତି କେତେ ଜାଣି ଆଶ୍ଚର୍ଯ୍ୟ ହେବେ |

sallm

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ସଲମାନ୍ ଖାନ୍ ବଲିଉଡ ର ସବୁଠୁ ଧନୀ ଅଭିନେତା । ସାରା ଭାରତ ରେ ତାଙ୍କର କୋଟି କୋଟି ଫେନ୍ ରହିଛନ୍ତି । ଏଠାରେ ଆପଣ ମାନଙ୍କର ନିଶ୍ଚିତ ଭାବେ ଜାଣିବା ପାଇଁ ଇଚ୍ଛା ହେଉ ଥିବ କି ତାଙ୍କର ସଂମ୍ପତୀ କେତେ ଆମେ ଆପଣ ମାନଙ୍କୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବୁ । ସେ ମାସକୁ କେତେ କୋଟି ଟଙ୍କା ଆୟ କରନ୍ତି ସେହି ବିଷୟ ରେ ବି ଆପଣ ମାନଙ୍କୁ କହିବୁ ।

salman

ତେବେ ପ୍ରଥମ କଥା ଟି ହେଲା ସଲମାନ ଖାନ୍ ଙ୍କ ବାପା ସଲିମ୍ ଖାନ୍ ଙ୍କ ଦୁଇଟି ସ୍ତ୍ରୀ ରହିଛି । ଏବଂ ପ୍ରଥମ ସ୍ତ୍ରୀ ନାମ ହେଲା ସୁଶିଳା ଯିଏ ହିନ୍ଧୁ ଏବଂ ଦ୍ୱତୀୟ ସ୍ତ୍ରୀ ହେଲେନ୍ ଯିଏ କି ଏକ ଖ୍ରୀଷ୍ଟୀଆନ୍ ମହିଳା ଅଟନ୍ତି । ତେବେ ତାଙ୍କର ଆୟ ମଧ୍ୟ ରେ ବିଙ୍ଗ୍ ହ୍ୟୁମନ୍ ବୋଲି କମ୍ପାନୀ ରହିଛି ସାର୍ଟ ପ୍ୟଣ୍ଟ ଆସି ଥାଏ ସେହି ଥିରେ ଆୟ ହେଉ ଥିବା ସବୁ ଟଙ୍କା କୁ ସେ ଗରିବ ଲୋକ ମାନଙ୍କ ପାଇଁ ହିଁ ଦେଇ ଥାନ୍ତି ଆଜି ଯାଏ ସେ ପ୍ରାୟ 2 ହଜାର କୋଟି ର ଦାନ କରି ସାରିଛନ୍ତି । ସଲମାନ ଙ୍କ ଘର ମୁମ୍ବାଇ ର ବେଣ୍ଡ୍ରା ରେ ରହିଛି । ଆଉ ସଲମାନ ବାହା ନ ହେଲେ ମଧ୍ୟ କେହି ନା କେହି ତାଙ୍କର ଗାର୍ଲ ଫ୍ରେଣ୍ଡ ରହି ଥାନ୍ତି ।

salman-khan

ବର୍ତମାନ ସମୟ ରେ ତାଙ୍କର ଗାର୍ଲ ଫ୍ରେଣ୍ଡ ରହିଛନ୍ତି ଲୁଲିଆ ଭାନ୍ତି । ଏବେ ତାଙ୍କର ସଂମ୍ପତୀ ବିଷୟ ରେ କହିବୁ ସେ ବହୁତ ଗୁଡିଏ ବ୍ରାଣ୍ଡ ର ପ୍ରୋମସନ ରୁ 80 ରୁ 100 କୋଟି ନିଅନ୍ତି । ଏବଂ ରିଆଲିଟି ସୋ ରୁ ବି ସେ ଏମିତି ଟଙ୍କା ନେଇ ଥାନ୍ତି । ସେ ଗୋଟିଏ ଫିଲ୍ମ ପାଇଁ 100 ରୁ 150 କୋଟି ଟଙ୍କା ନିଅନ୍ତି । ଏବଂ ଏବେ ତାଙ୍କର ଗୋଟିଏ ପ୍ରୋଡ୍କସନ୍ ହାଉସ୍ ରହିଛି ଯେଉଁ ଠାରେ ଜାହା ଆୟ ହେଲେ ସବୁ ତାଙ୍କର ତାଙ୍କର ସବୁ ସଂମ୍ପତୀ ହେଲା 2 ହଜାର 4 ଶହ 75 କୋଟି ଟଙ୍କା ରହି ଥିବାର ଜଣା ପଡିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *