ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ସବ୍ୟସଚୀ ମିଶ୍ର ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଜଣେ ମହାନ୍ କଳାକାର ଏହି ଠାରେ ଆମେ ଆଜି ଆପଣ ମାନଙ୍କୁ ସବ୍ୟସଚୀ ମିଶ୍ର ଙ୍କ ଲାଇଫ୍ ଷ୍ଟାଇଲ୍ ଘର ଗାଡୀ ଏବଂ ଏମିତି ସଂମ୍ପତୀ ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ଏଠାରେ କହିବା ପାଇଁ ଚାହିଁବୁ । ଆପଣ ମାନଙ୍କୁ ଆରମ୍ଭ ରୁ କହିବୁ କି ସବ୍ୟସଚୀ ମିଶ୍ର ଙ୍କ ଜନ୍ମ ସମ୍ବଲପୁର ର ବୁର୍ଲା ରେ ହୋଇ ଥିଲା । ଆଉ ଆପଣ ମାନେ ଜାଣି ନ ଥିବେ ତାଙ୍କ ବାପା ସୁରେନ୍ଦ୍ର ପ୍ରଶାଦ୍ ମିଶ୍ର ଜଣେ ଆଇ ଏସ୍ ଅଫିସର ଅଟନ୍ତି । ଏବଂ ତାଙ୍କର ମାଆ ଡକ୍ଟର ସୁଷମା ମିଶ୍ର ଅଟନ୍ତି ।
ସବ୍ୟସଚୀ ମିଶ୍ର ଙ୍କ ଜଣେ ଭାଈ ରହିଛନ୍ତି ସେ ଜଣେ ଟେଲିକମ୍ ଇଞିନିୟର୍ । ସବ୍ୟସଚୀ ମିଶ୍ର ବି ଇଞିନିୟରିଂ କରି ଥିଲେ । ହେଲେ ତାଙ୍କୁ ସେହି ଥିରେ ମନ ଲାଗି ନ ଥିଲେ ଏବଂ ପରେ ଇନଫୋସିସ୍ ରେ ଚାକିରୀ କୁ ଛାଡି ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ମନ ବଳେଇ ଥିଲେ । ସେହି ସମୟ ରେ 2002 ମସିହା ହୋଇ ଥିବା ବେଳେ ସେ ଛୋଟ ରୁ ବଡ ହେବେ ବୋଲି ଭାବି ଥିଲେ ସେହି ସମୟ ରେ ସେ ପ୍ରଥମେ ଆଲବମ୍ ଅଭିନେତା ହୋଇ ଥିଲେ 2002 ରୁ 2005 ମସିହା ଯାଏ ସେ ଏମିତି ହିଁ ଆଲବମ୍ ରେ କାମ କରୁ ଥିଲେ ତା ପରେ ହରପଟ୍ଟନାୟକ ତାଙ୍କ ମଧ୍ୟ ରେ ଗୋଟିଏ ଟେଲେଣ୍ଟ କୁ ବାହାର କରି ଥିଲେ ଏବଂ ତାଙ୍କୁ ଓଲିଉଡ କୁ ଆଣି ଥିଲେ ।
ସବ୍ୟସଚୀ ମିଶ୍ର ଙ୍କ ପ୍ରଥମ ଫିଲ୍ମ ପାଗଳ ପ୍ରେମୀ ରହି ଥିଲା । ଏହା ହିଟ୍ ହେବା ପରେ ସେ ସପନ ର ସୈଦାଗର ଫିଲ୍ମ ରେ କାମ କରି ଥିଲେ । ସବୁ ବେଳେ ସେ ନିଜର ସଫଳତା ର କ୍ରେଡିଟ୍ ହରପଟ୍ଟନାୟକ ଙ୍କୁ ଦିଅନ୍ତି । ତା ପର ଠାରୁ ସେ ଆଜି ଯାଏ 40 ଟି ଫିଲ୍ମ କରି ସାରିଛନ୍ତି । ସେ ଓଡ଼ିଆ ଫିଲ୍ମ ସହିତ ତେଲୁଗୁ ଏବଂ ବେଙ୍ଗଲୀ ଫିଲ୍ମ ବି କରିଛନ୍ତି । ସବ୍ୟସଚୀ ମିଶ୍ର ଙ୍କ ସଂମ୍ପତୀ ବିଷୟ ରେ କହିବା ତେବେ ତାଙ୍କର ମୂଖ୍ୟ ଆୟ ର ସ୍ରୋତ ହେଲା ବ୍ରାଣ୍ଡ ପ୍ରୋମସନ୍ । ଏମିତି ରେ ସେହି ଥିରେ ସେ କେବେ 5 ଲକ୍ଷ ତ କେବେ 1 କୋଟି ବି ନେଇ ଥାନ୍ତି ।
ଆପଣ ମାନେ ସବ୍ୟଙ୍କୁ ବହୁତ ସମୟ ରେ ବ୍ରାଣ୍ଡ ର ପ୍ରୋମସନ୍ କରୁ ଥିବାର ଦେଖି ଥିବେ । ଆଉ ଆପଣ ମାନେ ଜାଣି ଥିବେ IPL ଟିମ୍ ଡେକେନ୍ ଚାର୍ଜସି୍ ର ବ୍ରାଣ୍ଡ ଆମ୍ବାସସେଟର ହେଲେ ସବ୍ୟସଚୀ ମିଶ୍ର । ସବ୍ୟସଚୀ ମିଶ୍ର ଙ୍କ ବହୁତ ବଡ ଘର ରହିଛି କଟକ ରେ ଏହା ସହିତ ତାଙ୍କ ପାଖରେ ବହୁତ ଗୁଡିଏ ଲଗଜୋରୀ କାର୍ ରହିଛି । ଏହା ସହିତ ତାଙ୍କ ପାଖରେ ବହୁତ ଗୁଡିଏ ବ୍ରାଣ୍ଡ ର ବାଇକ୍ ବବି ରହିଛି ।
ଆଉ ସେ ଗୋଟିଏ ଓଡ଼ିଆ ଫିଲ୍ମ କରିବା ପାଇଁ 4 ରୁ 20 ଲକ୍ଷ ଟଙ୍କା ଡିମାଣ୍ଡ କରି ଥାନ୍ତି । ତେବେ ତାଙ୍କର ସଂମ୍ପର୍ଣ୍ଣ ସଂମ୍ପତୀ ର ଆକଳନ 25 ରୁ 30 କୋଟି ହେବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।