ସୁପରଷ୍ଟାର ବାବୁସାନ ମହାନ୍ତିଙ୍କ ଏତେ କୋଟି ଟଙ୍କାର ସମ୍ପତ୍ତି ଜାଣିଲେ ଆପଣଙ୍କ ହୋସ ଉଡିଯିବ

babusan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବୟସ ମାତ୍ର 30 ବର୍ଷ ସଂମ୍ପର୍ଣ୍ଣ ନାମ ତନ୍ମୟ ମହାନ୍ତି । ହେଲେ ଓଡିଶା ରେ ସବୁ ଲୋକ ମାନେ ତାଙ୍କୁ ବାବୁ ସାନ୍ ମହାନ୍ତି ଭାବେ ଜାଣିଛନ୍ତି । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ତାଙ୍କ ପରିବାର ତାଙ୍କ ଘର ଗାଡୀ ସହିତ କିଛି ଅଜଣା ତଥ୍ୟ ବିଷୟ ରେ ଆମେ ଆଜି ଆପଣ ମାନଙ୍କୁ ଏଠାରେ କହିବା ପାଇଁ ଆସିଛୁ । ତେବେ ଆସନ୍ତୁ ।

bab

ବାବୁସାନ୍ ମହାନ୍ତି ଙ୍କ ବାପା ଉତ୍ତମ୍ ମହାନ୍ତି ଜଣେ ଅଭିନେତା ହୋଇ ଥିଲେ ମଧ୍ୟ ତାଙ୍କୁ ସିନେମା କୁ ଆଣି ଥିଲେ ହରପଟ୍ଟନାୟକ । ତାଙ୍କର ପ୍ରଥମ ଫିଲ୍ମ ହେଲା ରୋମିଓ ଦ ଲଭର ବୟ । ସେ ଏହି ଫିଲ୍ମ ରେ ମୂଖ୍ୟ ଭୂମିକା ରେ ଅଭିନୟ କରି 2009 ମସିହା ରେ ସେ ଓଲିଉଡ କୁ ପ୍ରବେଶ କରି ଥିଲେ । ସେହି ଦିନ ଠୁ ଆଜି ଯାଏ ସେ 37 ଟି ଫିଲ୍ମ କରିଛନ୍ତି । ଏବଂ ତାଙ୍କର 38 ନମ୍ବର ଫିଲ୍ମ ଟି ବିଦ୍ୟାରାଣ ଆସିବାର ରହିଛି ।

ଆପଣ ମାନେ ଜାଣି ଥିବେ ସେ କେବଳ ଅଭିନୟ କରନ୍ତି ନାହିଁ ବରଂ ସେ ଜଣେ ଭଲ ପ୍ଲେବେକ୍ ସଙ୍ଗର ଅଟନ୍ତି । ଏବଂ 6 ଜୁଲାଇ 2014 ରେ ତାଙ୍କର ଛୋଟ ବେଳର ସାଙ୍ଗ ତୃପ୍ତି ଙ୍କୁ ବିବାହ କରି ଥିଲେ ଏବଂ ସେମାନେ ଜିଏଭି ପବ୍ଲିକ୍ ସ୍କୁଲ ରେ ସପ୍ତମ ଶ୍ରେଣୀ ରେ ଦେଖା ହୋଇ ଥିଲେ । ଏବେ ଆସନ୍ତୁ ଜାଣିବା ବାବୁସାନ୍ ମହାନ୍ତି ଙ୍କ ସମ୍ପତୀ ବିଷୟ ରେ ବାବୁସାନ୍ ଙ୍କ ପାଖରେ 60 ଲକ୍ଷ ଟଙ୍କା ର ଗୋଟିଏ ଓଡି କାର୍ ରହିଛି । ଏବଂ ତା ସହିତ 17 ଲକ୍ଷ ଟଙ୍କାର ଗୋଟିଏ ହାର୍ଲେ ଡେଭିଡସନ୍ ବାଇକ୍ ରହିଛି । ଏବଂ ତାଙ୍କର ସଂମ୍ପର୍ଣ୍ଣ ସମ୍ପତୀ ର ଆକଳନ ଯଦି ଆମେ କହିବା ତେବେ 40 କୋଟି ରୁ ଉର୍ଦ୍ଦ ଦେବ ।

babusan

ବାବୁସାନ୍ ଗୋଟିଏ ଓଡ଼ିଆ ଫିଲ୍ମ ପାଇଁ 8 ରୁ 10 ଲକ୍ଷ ଟଙ୍କା ନେଇ ଥାନ୍ତି । ଏବଂ ଗୋଟିଏ ଗୀତ ଗାଇବା ପାଇଁ ସେ 30 ରୁ 50 ହଜାର ଟଙ୍କା ନେଇ ଥାନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *