ବଡ ଖବର , ଷ୍ଟେଟ ବ୍ୟାଙ୍କରେ ଆକାଉଣ୍ଟ ଥିଲେ ନିଶ୍ଚୟ ପଢନ୍ତୁ ଏହି ଖବର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ତେବେ ଆପଣ ମାନଙ୍କ ପାଇଁ କିଛି ଦମ୍ ଦାର୍ ଖବର ରହିଛି ଆପଣ ମାନେ ଏହି ଖବର କି ଜାଣିବା ପାଇଁ ସଂମ୍ପର୍ଣ୍ଣ ଭାବେ ପୋଷ୍ଟ କୁ ପଢନ୍ତୁ ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରିବେ । ତେବେ ପ୍ରଥମ ଖବର ଟି ଜାହା ଆସୁଛି ଆପଣ ମାନେ 3 ମାସ ରୋକି ପାରିବେ ଲୋନ EMI ଏହି ଦିନ ରେ ଅର୍ଥ ବ୍ୟବସ୍ଥା ର ସଂଙ୍କଟ କୁ ଦେଖି ରିଜର୍ଭ ବ୍ୟଙ୍କ ରିଟେଲ ଲୋନ୍ ର EMI ଭରିବା ପାଇଁ ଦୁଇ ମାସ ର ଅବଧି ଦେଇଛି । ତେବେ ଏହିଥି ପାଇଁ ଆପଣ ମାନେ ଯଦି ଏହି EMI କୁ ଟାଳିବା ପାଇଁ ଚାହାଁନ୍ତି ତେବେ ଆପଣ ମାନଙ୍କୁ ବ୍ୟଙ୍କ ଦ୍ୱାରା ପଠା ଜାଇ ଥିବା ଏସେମେସ୍ ରେ YES ଲେଖି ପଠେଇବା ପାଇଁ ପଡିବ । ତେବେ ଏହି ମେସେଜ୍ ଆଶିବ ର 5 ଦିନ ମଧ୍ୟ ରେ ସେହି ଗ୍ରାହକ ନିଜର ରିପ୍ଲାୟ ଦେଇ ପାରିବେ ।

SBII

ଯଦି କୈଣସି ଗ୍ରାହକ କିଛି ବି ଆବଶ୍ୟକତା କରୁ ନାହିଁ ତେବେ ଏହି ଠାରେ କିଛି ବି ରିପ୍ଲାୟ ଦେବାର ଦରକାର ନାହିଁ । ତେବେ ଏହା ପର ଖବର ଟୁ ହେଲା SBI ଗ୍ରାହକ ଙ୍କୁ ବଡ ଝଟ୍କା ଏବେ କମିଲା FDI ସୁଧ ର ହାର ଦେଶ ର ସବୁଠୁ ବଡ ବ୍ୟାଙ୍କ SBI ଏହି ଦିନ ରେ FD ର ସୁଧ ହାର ହ୍ରାସ ନ କରିବା କୁ ନେଇ ନିସ୍ପତି ନେଇଛି । ସେହି ପରି ନୂଆ ଦର ବୁଧ ବାର ଠାରୁ ଆରମ୍ଭ ହୋଇଛି । ଆଉ ଅନ୍ୟ ଖବର ଟି ହେଲା ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ରେ ହିତାଧିକାରୀ ଙ୍କୁ 1.78 ଲକ୍ଷ ମ୍ୟଟ୍ରିକ୍ ଟର୍ନ ର ଡାଲି ବଣ୍ଟନ କରା ଜାଇଛି । ସେହି ପ୍ରଧାନ ମନ୍ତ୍ରୀ କିଶାନ୍ ସମନ୍ଧିତି ଯୋଜନା ରେ 9.67 କୋଚଟି କୃଷକ କୁ 19 ହଜାର 50.44 କୋଟି ଟଙ୍କା ମଧ୍ୟ ପ୍ରଦାନ ହୋଇ ସାରିଛି ।

modi

ଏବଂ ସେଷ ଖବର ଟି ହେଲା କାଳିଆ ଯୋଜନା ର ଅନଲାଇନ୍ ଆପ୍ଲାୟ କୁ ନେଇ ଏମିତି କି ଆପଣ ମାନେ ଜାଣି ଥିବେ କାଳିଆ ଯୋଜନା ରେ ବହୁତ ସାରା ଲୋକ ମାନଙ୍କୁ ପଇସା ମିଳି ସାରିଛି । ଏମିତି ରେ ଏହି ଯୋଜନା କୁ ଆପ୍ଲାୟ କରିବା ପାଇଁ ଅଫଲାଇନ୍ ଏବଂ ଅନ୍ୟ ଅନଲାଇନ୍ ର ସୁବିଧା ମଧ୍ୟ ଦିଆ ଜାଇ ଥିଲା ହେଲେ ଏହା ପରେ ବନ୍ଦ ହୋଇ ସାରି ଥିଲା ହେଲେ ଏବେ ଏହା ପୁଣଇ ଥରେ ଜୁଲାଇ ମାସ ର ପ୍ରଥମ ସପ୍ତାହ ରୁ ହିଁ ଅନଲାଇନ୍ ଆପଣ ମାନେ ଆପ୍ଲାୟ କରି ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *