ମନ୍ଦିରରେ ବାହା ହୋଇଗଲେ ଏହି ଓଡିଆ ହିରୋଇନ , ଦେଖନ୍ତୁ ଫଟୋ

baha-hel

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଏହି ଲକଡାଉନ୍ କୁ ଖାତିର୍ ନ କରି ଲୋକ ପ୍ରିୟ ଅଭିନେତା ରାକେଶ ଏବଂ ଜୁଲି ଗତ କାଲି ମନ୍ଦିର ରେ ବିବାହ କରିଛନ୍ତି । ଏମାନେ ଗତ ଦୁଇ ବର୍ଷ ପୂର୍ବ ନିର୍ବନ୍ଧ କରି ଥିବା ବେଳେ ଏହି ଦିନ ରେ ଏମାନଙ୍କ ବିବାହ ସଂମ୍ପର୍ଣ୍ଣ ହୋଇଛି । ଏମାନଙ୍କ ବିବାହ ଏହି ମେ ମାସ ରେ ହେବାକୁ ଥିବା ବେଳେ ଏମାନେ କେବଳ ଲକଡାଉନ୍ ଯୋଗୁଁ ହୋଇ ପାରି ନ ଥିଲେ । ହେଲେ ଗତ କାଲି ଏମାନେ ମନ୍ଦିର ରେ ବିବାହ ନିଜ ନିଜ ପରିବାର ଲୋକ ମାନଙ୍କ ଉପସ୍ଥିତି ରେ ସଂମ୍ପର୍ଣ୍ଣ କରିଛନ୍ତି ।

odia-bohu

ତେବେ ଏଠାରେ ଆପଣ ମାନଙ୍କୁ ସୂଚନା ଦେବୁ କି କିଛି ବର୍ଷ ପୂର୍ବ ରୁ ଜୁଲି ଏବଂ ଓଡ଼ିଆ ଅଭିେନେତା ରାକେଶ ଙ୍କ ସହିତ ପ୍ରେମ ସଂମ୍ପର୍କ ଗଢି ଉଠି ଥିଲା । ଏବଂ ସେହି ଦୁଇ ଜଣ ଙ୍କ ବିବାହ ଲକଡାଉନ୍ ପୂର୍ବ ରୁ ହିଁ ଧାର୍ଜ୍ୟ ହୋଇ ଥିଲା । ହେଲେ ଏହି ଦିନ ରେ ଲକଡାଉନ୍ ଥିବାରୁ ରାକେଶ ଏବଂ ଜୁଲି ଙ୍କର ବିବାହ ହୋଇ ପାରୁ ନାହିଁ । ତେବେ ସେହି ପରି କ୍ଷେତ୍ର ରେ ଗତ କାଲି ଜୁଲି ଏବଂ ରାକେଶ ନିଜ ଏରିଆର ର ସରପଞ୍ଚ ଏବଂ ବିଧାୟକ ଙ୍କ ଉପସ୍ଥିତି ରେ ଦୁଇ ଜଣ ମନ୍ଦିର ରେ ବିବାହ କରିଛନ୍ତି ।

odia-b

ଏହି ବିବାହ ରେ ଜୁଲି ଏବଂ ରାକେଶ ଙ୍କ ପରିବାର ରେ ସମସ୍ତେ ଉପସ୍ଥିତ ଥିଲେ । ଏବଂ ସେମାନେ କହିଛନ୍ତି କି । ଲକଡାଉନ୍ ଖୋଲିଲେ ଭୂବନେଶ୍ୱର ରେ ଗୋଟିଏ ହୋଟେଲ୍ ରେ ରିସେପ୍ସନ ହେବାରେ ରହିଛି । ତେବେ ଆପଣ ମାନଙ୍କୁ ଅଭିନେତ୍ରରୀ ଜୁଲି ଙ୍କ ଅଭିନୟ କେମିତି ଲାଗିଛି ସେହି ବିଷୟ ରେ ନିଶ୍ଚିତ ଭାବେ ଆମକୁ ଜଣେଇବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *