ମହିଳାମାନେ କରନ୍ତୁ ଏହି ୮ଟି କାମ – ଧନସମ୍ପତି ବଢିଚାଲିବ |

women

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କିଛି ଏମିତି କାମ ବିଷୟ ରେ କହିବା ପାଇଁ ଆସିଛୁ ଜାହାକୁ ପ୍ରତ୍ୟେକ ମହିଳା ମାନେ ସକାଳୁ ଉଠୀ କରି କରି ଥାନ୍ତି ତେବେ ସେହି ଘରେ କୁବେର ଦେବ ପ୍ରଶନ୍ନ ହୋଇ ଥାନ୍ତି । ତେବେ ଆମେ ଆଜି ଆପଣ ମାନଙ୍କୁ ସେହି କାମ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବୁ ଜାହା କହିବା ଦ୍ୱାରା ଆପଣ ମାନଙ୍କ ଧନ ସଂମ୍ପତୀ ବଢିବା ସହିତ ଆପଣ ମାନଙ୍କ ଉପରେ କୁବେର ଦେବ ପ୍ରଶନ୍ନ ହୋଇ ଥାନ୍ତି ।

jaganath

ପ୍ରଥମେ ହେଲା ପ୍ରତ୍ୟେକ ରୁମ୍ ର କୋଣ ରେ 20 ଗ୍ରାମ୍ ର ଫିଟିକିରୀ ରଖନ୍ତୁ । ଏହା ଦ୍ୱାରା ଘରେ କୈଣସି ଦସା ପଡେ ନାହିଁ । ଦୁଇ ନମ୍ବର ରେ ପୂର୍ବ ଏବଂ ଦକ୍ଷିଣ ଦିଗ କୁ ମୁଣ୍ଡ କରି ଶୋଇବା ଦ୍ୱାରା ଆୟୁସ ଏବଂ ଧନ ବଢି ଥାଏ । ଝାଡୁ ପୋଛା ଆପଣ ମାନଙ୍କୁ ଖୋଲା ରେ ରଖିବାର ନାହିଁ । କି ରଷେଇ ଘରେ ଏହାକୁ ରଖନ୍ତୁ ନାହିଁ । ପୋଛା ଲଗେଇବା ସମୟ ରେ ସେଥିରେ ପୋଛା ଅବଶ୍ୟ ଲଗାନ୍ତୁ । ଏହି ଦ୍ୱାରା ଘରେ ନାକାରାତ୍ମକ ଶକ୍ତି ରହିବ ନାହିଁ ।

ଆପଣ ମାନଙ୍କ ଘରେ କୈଣସି ପାଇପ୍ ରୁ ପାଣି ଲିକ୍ ଯେମିତି ନ କରିବା ଦରକାର । ଏହାର ବିଶେଷ ଧ୍ୟନ ରଖିବା ସହିତ ଘରେ ଚା କିମ୍ବା କ୍ଷୀର କୁ ଉତୁରିବା ପାଇଁ ଦିଅନ୍ତୁ ନାହିଁ । ଏହା ଘର ଉଉପରେ ବହୁତ ପ୍ରଭାବ ପକେଇ ଥଏ । ଆପଣ ମାନେ ମାନଶୀକ ଚିନ୍ତା ରୁ ବାହାରିବା ପାଇଁ ଘରେ ହନୁମାନ ଙ୍କ ପୂଜା କରନ୍ତୁ । ଆପଣ ମାନେ ସବୁ ଦିନ ହନୁମାନ ଚାଳିଶା ର ପାଠ କରନ୍ତୁ ।

women

ପ୍ରତ୍ଯେକ ମଙ୍ଗଳ ବାର ଦିନ କଞ୍ଚାକ୍ଷୀର ପିଲା ଉପରୁ ବୁଲେଇ କେଉଁ କୁକିର ଙ୍କୁ ଖୁଆଇଲେ ତା ଉପରେ ପଡି ଥିବା ଦୃଷ୍ଟି ନାଶ ହୁଏ । ଯଦି ଘରେ କେହି ଅନେକ ଦିନ ରୁ ବିମାର ରହିଛନ୍ତି ତେବେ ସେ ପୂର୍ବ ଦିଗ କୁ ମୁହଁ କରି ଶୋଇବା ଦରକାର । ଏବଂ ଏହା ସହିତ ନିଜ ରୁମ୍ ରେ ଗୋଟା ଲୁଣ ରଖନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *