ଏପରି 3 ପ୍ରକାର ଝିଅଙ୍କୁ ବିବାହ କରିବେତ ଜୀବନ ସାରା ପସ୍ତେଇବେ|

narii

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଆପଣ ମାନେ ଜାଣି ଥିବେ ଆଚାର୍ଯ୍ୟ ଚାଣକ୍ୟ ନିଜର ବୁଦ୍ଧ ବଳ ରେ ହିଁ ବିଶ୍ୱ ବିଜୟୀ ହୋଇ ଥିଲେ । ତେବେ ସେମିତି ରେ ଆଚାର୍ଯ୍ୟ ଚାଣକ୍ୟଙ୍କ କଥାକୁ ଆଜିର ଦିନ ରେ ଯେଉଁ ନାରୀ ବା ପୁରୁଷ ମାନେ ମାନିଛନ୍ତି ସେମାନେ ଜିିବନ ସାରା ବହୁତ ଖୁସୀ ରେ ଜିବନ ଅତିବାହୀତ କରୁଛନ୍ତି । ଏମିତି ରେ ଆଚାର୍ଯ୍ୟ ଚାଣକ୍ୟ ଏମିତି କିଛି ନାରୀ ମାନଙ୍କ ବିଷୟ ରେ କହିଛନ୍ତି ଯେଉଁ ମାନେ ଏହି ପରି ନାରୀ ମାନଙ୍କୁ ବିବାହ କରିବେ ସେମାନେ କେବଳ ଜିିବନ ସାରା ପସ୍ଚ୍ୟତାପ କରିବେ ।

girrl

ତେବେ ଆମେ ଆଜି ଆପଣ ମାନଙ୍କୁ ସେହି ନାରୀ ମାନଙ୍କ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କଥା ହେବା । ତେବେ ସେହି ମଧ୍ୟରୁ ପ୍ରଥମ ନାରୀ ହେଲା ଯେଉଁ ନାରୀ ମାନେ ଅଧିକ ପରିମାଣ ରେ ଟଙ୍କା ପଇସା ଏବଂ ଦାମୀ ପୋଶାକ ସହିତ ସୁନା ଗହଣା କୁ ହିଁ ସବୁ ବେଳେ ପସନ୍ଦ କରି ଥାଏ । ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ସେହି ପରି ନାରୀ ଠାରୁ ସବୁ ବେଳେ ଦୂରେଇ ରହିବା ପାଇଁ ଏମାନେ ସବୁ ବେଳେ ଧନୀ ପୁରୁଷ ଙ୍କୁ ବିବାହ କରିବା ପାଇଁ ଚାହାଁନ୍ତି ।

girl

ଦୁଇ ନମ୍ବର ରେ ଆଚାର୍ଯ୍ୟ ଚାଣକ୍ୟ ଏହି କଥା କୁ ମଧ୍ୟ କହିଛନ୍ତି ଯେଉଁ ପୁରୁଷ ମାନେ କେବଳ ନାରୀ ର ସୁନ୍ଦରତା କୁ ଦେଖି ହିଁ ବିବାହ କରି ଥାନ୍ତି । ସେମାନେ ଜିବନ ସାରା ପସ୍ତେଇ ଥାନ୍ତି ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ସେମାନଙ୍କ ସୁନ୍ଦରତା ଅପେକ୍ଷା ସେମାନଙ୍କ ସଂସ୍କାର ଗୁଣ ବିଷୟ ରେ ଦେଖନ୍ତୁ । ତିନି ନମ୍ବର ହେଲା ନାରୀ ର ଚରିତ୍ର ଏବଂ ଗୁଣ । ନାରୀ ବିବାହ ପରେ ସବୁ ବେଳେ ପରିବାରରେ ସଂସ୍କର ଏବଂ ସମାଜ କୁ ବି ଏହି ପରି ଦେଖେଇବାର ରହିଛି । ତେବେ ଆଚାର୍ଯ୍ୟ ଚାଣକ୍ୟ ଙ୍କ କହିବା ଅନୁସାରେ ଯେଉଁ ନାରୀ ର ଚରିତ୍ର ଠିକ୍ ନାହିଁ ଯେଉଁ ନାରୀ ର ସ୍ୱଭାବ ଏବଂ କୁଭାଷୀ ହୋଇ ଥାନ୍ତି ସେମାନଙ୍କ ଠାରୁ ଦୂରେଇ ରୁହନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *