ବାସ୍ତବରେ, ଟେଲିଭିଜନ୍ ଶୋ CID ର ଦୟାଙ୍କ ପତ୍ନୀ ଏମିତି ହଟ ଓ ସେକ୍ସି ଦେଖା ଜାଆନ୍ତି , ଦେଖନ୍ତୁ ତାଙ୍କର ଫଟୋ !

patii

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଟିଭି ର CID ସୋ ଲୋକ ମାନଙ୍କର ସବୁଠୁ ପ୍ରସିଦ୍ଧ ସୋ ବୋଲି ମନା ଜାଇ ଥାଏ । ଏବଂ ତାର କଳାକାର ମାନଙ୍କୁ ଲୋକ ମାନେ ଆଜି ବି ପସନ୍ଦ କରନ୍ତି । ଏହି ମଧ୍ୟ ରୁ ଗୋଟିଏ ଅଭିନେତା ହେଲେ ଦୟା ଯେକି ଜଣେ ଇନ୍ସପେକ୍ଟଟ ର ରୋଲ କରୁ ଥିଲେ । ତେବେ ବହୁତ ଲୋକ ମାନେ ଏହି ଦୟା ଙ୍କ ବିଷୟ ରେ ବହୁତ କମ୍ ଜାଣି ଥିବେ କହି ଦେବୁ କି ତାଙ୍କର ଅସଲ ନାମ ହେଲା ଦୟାରାମ୍ ସେଠୀ ।

cid3

ତାଙ୍କର ଜନ୍ମ 11 ଡିସେମ୍ବର 1979 କୁ କର୍ଣ୍ଣାଟକ ରେ ହୋଇ ଥିଲା । ସେ ଜଣେ ଭାରତୀୟ ଫିଲ୍ମ ଅଭିନେତା ଅଟନ୍ତି । ସେ CID ସହିତ ଏମିତି ବହୁତ  ବଡ ସିିରିଏଲ ଏବଂ ଫିଲ୍ମ ରେ କାମ କରିଛନ୍ତି । ହେଲେ ଏହି ସବୁ ମଧ୍ୟ ରୁ ତାଙ୍କୁ ଅଧିକ ସଫଳତା CID ରୁ ହିଁ ମିଳିଛି । ଜାହାଙ୍କ ପାଇଁ ଲୋକ ମାନେ ଆଜି ବି ତାଙ୍କୁ ପସନ୍ଦ କରନ୍ତି । ଆପଣ ମାନେ ବି ତାଙ୍କୁ ପସନ୍ଦ କରନ୍ତି ହେଲେ କଣ ଆପଣ ମାନେ ତାଙ୍କର ରିୟଲ ଲାଇପ୍ ପତ୍ନୀ ଙ୍କ ବିଷୟ ରେ ଜାଣନ୍ତି କି । ଯଦି ନା ଆମେ କହି ଦେବୁ କି ତାଙ୍କର ଅସଲ ପତ୍ନୀ ଙ୍କ ନାମ ହେଲା ସମିତା ସେଠୀ । ଯିଏ ଦେଖିବା ପାଇଁ ବହୁତ ସୁନ୍ଦର ଅଟନ୍ତି ।

cid2

ଏବଂ ତାଙ୍କର ବିବାହ କୁ 10 ବର୍ଷ ହୋଇ ସାରିଛି । ଏବଂ ସେମାନଙ୍କର ଗୋଟିଏ ଝିଅ ବି ରହିଛି । ଜାହାର ନାମ ବିଭା ସେଠୀ ଅଟେ । ତେବେ ଆପଣ ମାନଙ୍କୁ ଦୟା ଙ୍କ ଅଭିନୟ କେମିତି ଲାଗେ ଆମକୁ ନିଶ୍ଚିତ ଭାବେ ଜଣେଇବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *