ଆଜି, ଏହି ଆର୍ଟିକିଲ୍ ମାଧ୍ୟମରେ, ଆମେ କିଛି ଆକର୍ଷଣୀୟ ପତ୍ରିକା ଜ୍ଞାନ ଏବଂ ପ୍ରତିଯୋଗିତା ପରୀକ୍ଷାରେ ପଚରାଯାଇଥିବା ପ୍ରଶ୍ନଗୁଡ଼ିକ ସହିତ ଆପଣଙ୍କ ନିକଟକୁ ଆସିଛୁ, ଯାହାର ସୂଚନା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | କାରଣ ଯଦି ଆପଣ ଭବିଷ୍ୟତରେ କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅଂଶଗ୍ରହଣ କରନ୍ତି, ତେବେ ଆପଣଙ୍କୁ ଏହି ପ୍ରଶ୍ନ ପଚରାଯାଇପାରେ ଏବଂ ଭବିଷ୍ୟତରେ ଆପଣ ନିଶ୍ଚିତ ଭାବରେ କିଛି କାମ ପାଇବେ | ଏହି ପ୍ରଶ୍ନଗୁଡିକ ଜାଣିବା ଦ୍ୱାରା, ଆପଣଙ୍କର ସାଧାରଣ ଜ୍ଞାନ ମଧ୍ୟ ବୃଦ୍ଧି ପାଇବ | ଏହି କାରଣଗୁଡିକ ପାଇଁ, ସେମାନଙ୍କର ସୂଚନା ଆପଣଙ୍କ ପାଇଁ ଆବଶ୍ୟକ | ତେବେ ଡେରି ନ କରି ଆସନ୍ତୁ ଜାଣି ନେବା ସେହି ପ୍ରଶ୍ନ ଗୁଡିକୁ ,
ଆସନ୍ତୁ ଜାଣିବା ସେହି ପ୍ରଶ୍ନ ଗୁଡିକୁ
1: କେବେ ବଡ ହୋଇ ଥାଏ ତ କେବେ ଛୋଟ ହୋଇ ଥାଏ । ହେଲେ 12 ମାସ ରେ 12 ଥର ମରି ଜନ୍ମ ନେଇ ଥାଏ ? ଏହାର ଉତ୍ତର ହେଲା ଜହ୍ନ ପ୍ରତି ଅମାବାସ୍ୟା ରେ ଦେଖା ଯାଏ ନାହିଁ ।
2: ମହିଳା ମାନେ ଗୋଟିଏ ଦିନ ରେ କେତେଟି ଶବ୍ଦ କରି ଥାନ୍ତି ? ଗୋଟିଏ ଦିନ ରେ ମହିଳା ମାନେ ପ୍ରାୟ 20 ହଜାର ରୁ ଅଧିକ ଶବ୍ଦ କରି ଥାନ୍ତି । ହେଲେ ପୁରୁଷ ମାନେ 7 ହଜାର ଶବବ୍ଦ କରି ଥାନ୍ତି ।
3 : ଗୋଟିଏ ଝିଅ କୁ ମା ହେବାର ସୁଖ ଆନନ୍ଦ କିଏ ଦେଇ ଥାଏ ? ତାର ନିଜ ସନ୍ତାନ ହିଁ ଏମମିତି ଅନୁଭଭୂତି କରେଇ ଥାଏ ।
4 : ପୁଅ ମାନଙ୍କ କେଉଁ ମାଂସଳ ଅଙ୍ଗ ନ ଥିଲେ ସେମାନେ ଝିଅ ମାନଙ୍କୁ ପ୍ରେମ କରି ପାରିବେ ନାହିଁ ? ହୃଦୟ ପିଣ୍ଡ . ବା ହାର୍ଟ । ଆପଣ ପୁଣି ଅଲଗା କିଛି ଭାବିଲେ କି ।
5 : କାହାକୁ ଆପଣ ମାନେ କାଟି ତ ପାରିବେ ହେଲେ ଯେତେ ଚେଷ୍ଟା କରିଲେ ଆପଣ ଖଣ୍ଡ ବିଖଣ୍ଡିତ କରି ପାରିବେ ନାହିଁ ? ଏହାର ଉତ୍ତର ହେଲା ସମୟ ।
ଏବଂ ସେଷ ରେ ଆପଣ ମାନଙ୍କ ପାଇଁ ଗୋଟିଏ ପ୍ରଶ୍ନ ରହିଛି । ପ୍ଲାଷ୍ଟିକ ଚାଉଳ କେଉଁ ଦେଶ ରେ ଅଧିକ ପରିିମାଣ ରେ ତିଆରି ହୋଇ ଥାଏ ? ଏହାର ଉଉତ୍ତ ଆମକୁ କମେଣ୍ଟ ରେ କହିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।