ସିଦ୍ଧାନ୍ତ ଓ ରଚନା କାହିଁକି ବାହା ହେଲେନି , ଫିଟିଲା ଏହା ପଛର ଗୁମର

sid

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ରଚନା ବାନାର୍ଜି ଏବଂ ସିଦ୍ଧାନ୍ତ ମହାପାତ୍ର ଙ୍କୁ ଆପଣ ମାନେ ଜାଣି ଥିବେ ଏମାନଙ୍କ ଯୋଡି ଙ୍କୁ କେହି କେବେ ବି ଭୁଲି ପାରିବେ ନାହିଁ । ଯେତେ ୟଙ୍ଗ ଷ୍ଟାର ଏବଂ କୋପୁଲ ଆସିଲେ ମଧ୍ୟ ସେମାନଙ୍କ ସଂମ୍ପର୍କ ପରି ହୋଇ ପାରିବ ନାହିଁ । ଏହି ଦୁଇ ଜଣଙ୍କ ଯୋଡି ଯେତେ ସୁନ୍ଦର ସେମାନଙ୍କ ପ୍ରେମ ସଂମ୍ପର୍କ ବି ଥିଲା ବହୁତ ସୁନ୍ଦର , ତେବେ ସେହି ବିଷୟ ରେ ଆପଣ ମାନଙ୍କୁ କହିବା ପାଇଁ ଆସିଛୁ ।

sidhantaa

ଓଲିଉଡ ରେ ବିଭିନ୍ନ ସିନେମା ରେ ହିରୋଇନ୍ ରଚନା ବାନାର୍ଜି ଏବଂ ହିରୋ ସିଦ୍ଧାର୍ଥ ମହାପାତ୍ର । ସେହି ସମୟ ରେ ଏମିତି ଗୋଟିଏ ଯୋଡି ରହି ଥିଲେ ଜାହାଙ୍କୁ ମିୟୁଜିକାଲ୍ ଯୋଡି ବୋଲି ମଧ୍ୟ ସେହି ସମୟ ରେ କୁହା ଜାଉ ଥିଲା ଏବଂ ସେହି ସମୟ ରେ ସେମାନଙ୍କ ଯୋଡିଙ୍କୁ କେହି ବି ଭାଙ୍ଗି ପାରି ନାହାଁନ୍ତି । ସେମିତି କ୍ଷେତ୍ର ରେ ସେହି ସମୟ ରେ ଏମାନଙ୍କ ଯୋଡି ଏତେ ପରିମାଣ ରେ ହିଟ୍ ହୋଇ ଥିଲା କି ଆଜିର ଦିନ ରେ ବି ଦର୍ଶକ ମାନେ ଏମାନଙ୍କ ଯୋଡି କୁ ଭୁଲି ପାରୁ ନାହାଁନ୍ତି । ଏହି ମଧ୍ୟ ରୁ କଣ୍ଡେଇ ଆଖିରେ ଲୁହ ଫିଲ୍ମ ରୁ ଏମାନଙ୍କ ପ୍ରେମ ସଂମ୍ପର୍କ ଆରମ୍ଭ ହୋଇ ଥିଲା । ଏବଂ ପରେ ଏମାନେ ଦୁଇ ଜଣ ବିବାହ ବନ୍ଧନ ରେ ଆବଦ୍ଧ ହୋଇ ଥିଲେ ।

ହେଲେ ପରେ ଦୁଖଃ ର ବିଷୟ ଏହା ରହି ଥିଲା କି ଏମାନଙ୍କ ବିବାହ ହେବା ପରେ 2004 ମସିହା ରେ ହିଁ ଏମାନଙ୍କର ଡିଭର୍ସ ହୋଇ ଜାଇ ଥିଲା । ଏବଂ ପରେ ଏମାନଙ୍କ ଦୁହିଁଙ୍କ ଡିଭର୍ସ ହେବା ପରେ ପରେ ରଚନା ବାନାର୍ଜି କଲିକତା ଚାଲି ଜାଇ ଥିଲେ । ଏବଂ ସେହି ସମୟ ରେ ସିଦ୍ଧାର୍ଥ ମହାପାତ୍ର ଦିତ୍ୱିୟ ମରେଜ୍ କରି ଥିଲେ ମାମା ମିଶ୍ର ଙ୍କୁ । ପରେ ରଚନା ମଧ୍ୟ କଲିକତା ରେ ପ୍ରବାଳ ବାସ ଙ୍କୁ ବିବାହ କରି ଥିବାର ଦେଖିବା ପାଇଁ ମିଳି ଥିଲେ ।

sidhaa

ସତ କହିବା ପାଇଁ ଗଲେ ଏହି ଦୁହିଁଙ୍କ ଅନ୍ ସ୍କିର୍ନ୍ ଲଭ୍ ଷ୍ଟୋରୀ କିନ୍ତୁ ଅଫ୍ ସ୍କିର୍ନ୍ ରେ ଚାଲି ପାରି ନାହିଁ । ତେବେ ଏହି ଦିନ ରେ ରଚନା 2020 ରେ ପୁଣି ଓଡ଼ିଶା ଆସି ଥିଲେ ଏବଂ ଏହି ସମୟ ରେ ବହୁତ ଭିଡିଓ ଭାଇରଲ ମଧ୍ୟ ହୋଇ ଥିଲା ଆପଣ ମାନେ ଦେଖି ଥିବେ । ଏବଂ ଆଗାମୀ ସମୟ ରେ ଏମାନେ ପୁଣି ଫିଲ୍ମ ରେ କାମ କରିବେ ବୋଲି ଜାହା ସୂଚନା ରହିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *