ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଏବେ ଏବେ ଆପଣ ମାନଙ୍କ ପାଇଁ କିଛି ଖୁସୀ ଖବର ରହିଛି ଯଦି ଆପଣ ମାନଙ୍କ ପାଖରେ SBI ରେ ଖାତା ରହିଛି ତେବେ ଆପଣ ମାନଙ୍କୁ ଏହି ବିଷୟ ରେ ନିଶ୍ଚିତ ଭାବେ ଜାଣିବା ଦରକାର । ନିଶ୍ଚତ ଭାବେ ଆପଣ ମାନଙ୍କ ପାଇଁ ଏହି ଦୁଇଟି ନିୟମ ରହିଛି ଜାହାକି ମେ 10 ରୁ ଲାଗି ହେବାକୁ ଯାଉଛି । ତା ଛଡା ଯେଉଁ ମାନେ ବରିଷ୍ଟ ନାଗରୀକ ରହିଛନ୍ତି ସେମାନଙ୍କ ପାଇଁ କିଛି ନୂଆ କିଛି ଆପଡେଟ୍ ରହିଛି ସେହି ବିଷୟ ରେ ଜାଣି ନେବା ।
ପ୍ରଥମେ ହେଲା ଦେଶ ର ସବୁଠୁ ବଡ ବ୍ୟଙ୍କ୍ SBI ଋଣ ର ଶୀମା କୁ 0.15 ପ୍ରତିଶତ କମ୍ କରି ଦେଇଛନ୍ତି । ଫଳ ରେ ସୁଧ 7.40 ପ୍ରତିଶତ ରୁ ହ୍ରାସ ପାଇ 7.25 ପ୍ରତିଶତ ହୋଇଛି । ଆଉ ଏହି ନୂଆ ନିୟମ ଆପଣ ମାନଙ୍କୁ ମେ 10 ତାରିଖ ରୁ ଦେଖିବା ପାଇଁ ମିଳି ଯିବ । ବ୍ୟଙ୍କ ରେ ଏହା ଦ୍ୱାଦଶ ଥର ହୋଇ ଥିବାରୁ ଯେଉଁ ମାନେ ଆଗରୁ ଋଣ ନେଇଛନ୍ତି ସେମାନଙ୍କ ପାଇଁ ବହୁତ ସୁବିଧା ହୋଇଛି । ସେହି ପରି ବେଳେ ଦେଶରେ ବରିଷ୍ଟ ନାଗରିକ ମାନଙ୍କ ପାଇଁ କିଛି ବିଷେଶ ଜମା ଯୋଜନା ଆରମ୍ଭ କରିଛି SBI ଏହି ଯୋଜନା ଅନୁସାରେ ବରିଷ୍ଟ ନାଗରିକ ମାନଙ୍କୁ ଅଧିକ ସୁଧ ମିଳିବ ।
ତେବେ ଏହି ଯୋଜନା ର ନାମ ହେଲା SBI ଇଇକ୍ କେୟାର ଡିପୋଜିତ୍ । ଜାହାକି ଏକ ନୂଆ ସ୍କିମ୍ ରହିଛି । ଯେଉଁ ମାନେ ବରିଷ୍ଟ ନାଗରିକ ରହିଛନ୍ତି ସେମାନେ ଯଦି ଡିପୋଜିତ୍ କରୁଛନ୍ତି ଏହି ସ୍କିମ୍ ମାଧ୍ୟମ ରେ ତେବେ ସେମାନଙ୍କୁ ଅଧିକ ସୁଧ ମିଳିବ । ଆଉ ଏହି ଯୋଜନା ଅନୁସାରେ ବରିଷ୍ଟ ନାଗରିକ ମାନଙ୍କୁ ଜମା କରିବା ସମୟୟ ରେ 5 ବର୍ଷ ରୁ ଉର୍ଧ ସମୟ ପାଇଁ ଜମା କରିବାର ପାଇଁ 0.30 ପ୍ରତିଶତ ଅଧିକ ପ୍ରିମିୟମ୍ ଦିଆ ଯିବ ।
ଜାହାକି ତାର ଯେତେ ବି ସୁଧ ରହିବ ସେହି ଥିରେ 0.30 ପ୍ରତିଶତ ଅଧିକ ସୁଧ ଦିଆ ଯିବ । ଏବଂ ତିନି ବର୍ଷ ପର୍ଯଯ୍ୟନନ୍ତ ସ୍ୱଳ୍ପ ମିଆଧି ସୁୁଧ ହାର ରେ 00.20 ପ୍ରତିଶତ ହ୍ରାସ ଆପଣ ମାନଙ୍କୁ ଦେଖିବା ପାଇଁ ମିଳି ପାରିବ । ଆଉ ଏହା ମେ 12 ତାରିଖ ରୁ ଲାଗୁ ହେବାକୁ ଯାଉଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।