ରିୟା ଦେଙ୍କ ସମ୍ପତ୍ତି କେତେ ଜାଣି ଆଶ୍ଚର୍ଯ୍ୟ ହେବେ | ବାପରେ ଏତେ ଅଧିକ

riya-de

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆମେ ଆଜି ଆପଣ ମାନଙ୍କୁ ଓଡ଼ିଆ ଚଳଚିତ୍ର ଜଗତର ଆଉ ଜଣେ ଚର୍ଚିତ ଅଭିନେତ୍ରୀ ରିଆ ଦେ ଙ୍କ ଜିବନୀ ଏବଂ ତାଙ୍କର ଘର ପରିବାର ସଂମ୍ପତୀ ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ । ତେବେ ଆପଣ ମାନଙ୍କୁ ସୂଚନା ଦେବୁ କି ଅଭିନେତ୍ରୀ ରିଆ ଦେ ଙ୍କ ଜନ୍ମ ବାଲେଶ୍ୱର ଜିଲ୍ଲା ରେ 1991 ମସିହା 12 ଅକ୍ଟୋବର ରେ ହୋଇ ଥିଲା । ତାଙ୍କର ଉଚ୍ଛତା 5 ଫୁଟ୍ 8 ଇଞ୍ଚ୍ । ଓଜନ 51 କେଜି ଏବଂ ବୟସ 28 ବର୍ଷ । ରିଆ ଦେ ନିଜର ଅଭିନୟ ରେ ସାରା ଓଡ଼ିଶା କୁ ମୋହିତ କରି ଦିଅନ୍ତି ।

riyaa

ସେ 2010 ରେ ପ୍ରଥମ ଓଡିଆ ଫିଲ୍ମ ପ୍ରେମ ଅଢେଇ ଅକ୍ଷର କରି ଥିଲେ । ଜାହାକି ସୁପର ଡୁପର ହିଟ୍ ହୋଇ ଥିଲା । ସେ ଆଜି ଯାଏ 17 ଟି ଓଡ଼ିଆ ଫିଲ୍ମ କରିଛନ୍ତି । ସେହି ମଧ୍ୟ ରୁ ତାଙ୍କର ଗୋଟିଏ ଫିଲ୍ମ ଇଡିଅଟ୍ ଓଡ଼ିଶା ବାହାରେ ମଧ୍ୟ ହିଟ୍ ହୋଇ ଥିଲା । ଆଉ ସେ ଓଡ଼ିଆ ଫିଲ୍ମ କୁ ଆସିବା ପୂର୍ବ ରୁ ଅର୍ଚ୍ଚିତା ଙ୍କ ପରି ଓଡ଼ିଶୀ ଡେନନ୍ସର ଥିଲେ । ଏହି ସବୁ କୁ ଛାଡି ତାଙ୍କର ହବି ହେଲା ସେ ଚାଇନିଜ୍ ଡିସ୍ ଏବଂ କୋରିଆନ୍ ଡିସ୍ ପ୍ରସ୍ତୁତ କରି ଥାନ୍ତି ।

riyaaaaa

ସେହି ପରି ବେଳେ ତାଙ୍କର ସଂମ୍ପତୀ ବିଷୟ ରେ କହିବୁ ତେବେ ବାଲେଶ୍ୱର ଜିଲ୍ଲା ରେ ତାଙ୍କର ରାଜ ଉଆସ ଭଳି ରାଜମହଲ ରହିଛି । ତାଙ୍କ ପାଖରେ ଦୁଇଟି ବାଇକ୍ ଏବଂ ତିନୋଟି କାର୍ ରହିଛି । ତାଙ୍କର ବାପା ଜଣେ ବଡ ବିଜନେସ୍ ମ୍ୟନ୍ । ଅଭିନେତ୍ରୀ ରିଆ ଦେ ଗୋଟିଏ ଓଡ଼ିଆ ଫିଲ୍ମ କରିବା ପାଇଁ 3 ରୁ 5 ଲକ୍ଷ ଟଙ୍କା ନେଇ ଥାନ୍ତି । ଏବଂ ସେ ବହୁତ ଗୁଡିଏ ବ୍ରାଣ୍ଡ ର ପ୍ରମସନ୍ କରି ଥାନ୍ତି ।ସେଥି ପାଇଁ ସେ 8 ରୁ 10 ଲକ୍ଷ ନିଅନ୍ତି । ଏବଂ ତାଙ୍କ ପାଖରେ ପ୍ରାୟ 15 କୋଟି ଟଙ୍କା ର ସମ୍ପତୀ ରହିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *