ଆଜିକାଲି ଲୋକମାନେ ଯୌନ ସମ୍ପର୍କ ବିଷୟରେ ଚିନ୍ତା କରୁଛନ୍ତି ଏବଂ ବର୍ତ୍ତମାନ ଲୋକମାନେ ନିରାପଦ ଯୌନ ସମ୍ପର୍କ ପାଇଁ କଣ୍ଡୋମ ବ୍ୟବହାର କରୁଛନ୍ତି | ନିରାପତ୍ତା ବିଷୟରେ ମହିଳାମାନଙ୍କ ମଧ୍ୟରେ ଏକ ସଚେତନତା ମଧ୍ୟ ରହିଛି | ରିପୋର୍ଟ ଅନୁଯାୟୀ, 10 ବର୍ଷ ପୂର୍ବେ ସୁରକ୍ଷିତ ଯୌନ ସମ୍ପର୍କ ଓ ଗର୍ଭଧାରଣ ବିଷୟରେ ଜାଣିଥିବା ମହିଳାଙ୍କ ତୁଳନାରେ ଏବେକା ତୁଳନାରେ ଏହି କ୍ଷେତ୍ରରେ 6 ଗୁଣ ଅଧିକ ମହିଳା ସକ୍ରିୟ ଅଛନ୍ତି।
ରିପୋର୍ଟ ଅନୁଯାୟୀ, ଗତ 10 ବର୍ଷ ମଧ୍ୟରେ ଅବିବାହିତ ଏବଂ 15 ରୁ 49 ବର୍ଷ ବୟସର ସକ୍ରିୟ ମହିଳାମାନେ 2% ରୁ 12% କୁ ବୃଦ୍ଧି ପାଇଛନ୍ତି। 20 ରୁ 24 ବର୍ଷ ବୟସର ମହିଳାମାନେ କଣ୍ଡୋମ ବ୍ୟବହାର କରନ୍ତି | କିନ୍ତୁ ରିପୋର୍ଟ ଅନୁଯାୟୀ, ସର୍ଭେ କରାଯାଇଥିବା ଅଧିକାଂଶ ପୁରୁଷ କହିଛନ୍ତି ଯେ ଗର୍ଭନିରୋଧନ ପାଇଁ ମହିଳାମାନେ କୌଣସି ଔଷଧ ବ୍ୟତୀତ କଣ୍ଡୋମର ବ୍ୟବହାର କରିବାକୁ ଅଧିକ ଉସ୍ଚାହିତ ହୋଇଥାନ୍ତି।
ସର୍ଭେରେ ଥିବା ଲୋକମାନେ କହିଛନ୍ତି ଯେ ସେମାନେ ଏହି ଗର୍ଭନିରୋଧକ ପ୍ରଣାଳୀରେ ଜଡିତ କଣ୍ଡୋମ ଉପରେ ଅଧିକ ନିର୍ଭର କରନ୍ତି, ଯେଉଁଥିରେ 76 ପ୍ରତିଶତ ଲୋକ କଣ୍ଡମକୁ ଗର୍ଭ ନିରୋଧକ ପଦ୍ଧତି ରୁପେ ବ୍ୟବହାର କରନ୍ତି। ଅନ୍ୟ ଗର୍ଭନିରୋଧକ ପଦ୍ଧତିରେ କଣ୍ଡୋମର ବ୍ୟବହରରେ ଶିଖରରେ ପଞ୍ଜାବ ରହିଛି।
ସେହିପରି ବଡ ଘରର ଝିଅମାନେ ନିଜର ଯୌନ ତୃପ୍ତିର ସଫଳତା ପାଇଁ ଅନ୍ୟ ସହ ସମ୍ପର୍କ ରଖିବା ସମୟରେ ସର୍ବ ପ୍ରଥମେ କଷ୍ଟଲି କଣ୍ଡମର ବ୍ୟବହାର କରିଥାନ୍ତି , ଯାହା ଫଳରେ ଭବିଷ୍ୟତରେ ସେମାନଙ୍କର ଗର୍ଭ ଧାରଣର କୌଣସି ଚିନ୍ତା ରହିବ ନାହିଁ , ଏହି ବିଷୟରେ ସବିଶେଷ ତଥ୍ୟ ଏକ ସର୍ଭେରୁ ଜଣା ପଡିଛି ,