ଆପଣ ମାନେ ଜାଣି ଥିବେ ସାରା ବିଶ୍ୱ ଏବେ ମହାମାରୀ କୋରନାକୁ ନେଇ ସଂମ୍ପର୍ଣ୍ଣ ଭାବେ ଚିନ୍ତିତ ରହିଛି । ଆପଣ ମାନେ ଜାଣି ଥିବେ ଏହି ଦିନରେ ଲକଡାଉନ୍ ର ସିଜନ୍ ଚାଲିଛି । ସେହି ପରି କ୍ଷେତ୍ର ରେ ସବୁ ଲୋକ ମାନଙ୍କୁ ଘରେ ରହିବାର ବାଧ୍ୟତା କରା ଜାଉ ଥିବା ଆପଣ ମାନେ ବି ନିଶ୍ଚିତ ଭାବେ ଦେଖିବା ପାଇଁ ପାଇ ଥିବେ ସେମିତି କ୍ଷେତ୍ର ରେ ଏହି କୋରନା ଭାଇରସ ବର୍ତମାନ ସମୟ ରେ ରୋକିବାର ନାମ ହିଁଁ ନେଉଁ ନାହିଁ ଏବଂ ଏହା ଆଗାମୀ ସମୟ ରେ ବହୁତ ଭୟବହ ହେବାକୁ ଯାଉଥିବାର ସୂଚନା ମିଳୁଛି ।
ଏମିତି ମଧ୍ୟରେ ଗୋଟିଏ ଶୁଭ ସଂଙ୍କେତ ଏବଂ ଶୁଭ ଖବର ଆମ ପାଖରେ ଆସି ପହଁଚିଛି । ବର୍ତମାନ ସମୟ ରେ କୋରନା କୁ ନେଇ ଯେଉଁ ଘଡୀ ସନ୍ଧି ମୂହୂର୍ତ୍ତ ଚାଲିଛି ଏହି ଭଳି ସମୟ ରେ ବାରିପଦା ସହର ରେ ଯେଉଁ ସ୍ୱର୍ଗ ର ଫୁଲ ପାରିଜାତ ରହିଛି ତାହା ଏବେ ଫୁଟିଛି । ଏବଂ ଏହା ଫୁଟିବା ଏକ ନିଶ୍ଚିତ ଶୁଭ ସଂଙ୍କେତ ମିଳିଛି । ଜାହାକୁ ନେଇ ବର୍ତମାନ ସମୟ ରେ ସହର ବାସୀ ଙ୍କ ମଧ୍ୟ ରେ ବେସ୍ ଆନନ୍ଦ ଦେଖା ଦେଇଛି । ସହର ବାସୀ ଙ୍କ କହିବା ଅନୁସାରେ ଏହି ଫୁଲ ଫୁଟିବାରେ ଏହା ସଂମ୍ପର୍ଣ୍ଣ ବିଶ୍ୱ ଏବଂ ଆମର ବାରିପଦା ପାଇଁ ଶୁଭ ସଂଙ୍କେତ ଏବଂ ଏମିତି ରେ ଏହି ଫୁଲ କୁ ନେଇ ସେମାନେ କୋରନା ପାଇଁ ବି ଶୁଭ ସଂଙ୍କତେ ମିଳୁ ଥିବାର କହୁ ଥିବାର ଦେଖିବା ପାଇଁ ମିଳିଛନ୍ତି ।
ମାନେ କୋରନା ହଟିବ ବିଶ୍ୱ ହସିବ । ତେବେ ଏହି ଠାରେ ରହି ଥିବା ଜଣେ ପୂଜାରୀ କହିଛନ୍ତି । ଏହି ଫୁଲ କୁ ସେହି ସମୟରେ ଇନ୍ଦ୍ର ଙ୍କ ପାଖରୁ ଶ୍ରୀକୃଷ୍ଣ ଋକମଣୀ ଙ୍କ ପାଇଁ ଆଣି ଥିଲେ ଏବଂ ଦିର୍ଘ 40 ବର୍ଷ ହେବା ପରେ ଏହି ଗଛ ରେ ବର୍ତମାନ ସମୟ ରେ କେବଳ ଗୋଟିଏ ଫୁଲ ଫୁଟି ଥିବାର ର ଦେଖିବା ପାଇଁ ମିଳିଛି । କେବଳ ସେହିଥି ପାଇଁ ସେ କହିବା ଅନୁସାରେ ଏବେ ଯେଉଁ ବିଶ୍ୱ ରେ କୋରନା ର ପ୍ରୋକପ ରହିଛି ଏହା ଏବେ ଆଉ ଦେଖିବା ପାଇଁ ମିଳିବ ନାହିଁ । ତେବେ ପୁଣି ଥରେ ଲୋକ ମାନଙ୍କ ମୁହଁ ରେ ଟିକିଏ ହସ ଦେଖିିବା ପାଇଁ ମିଳିବ । ଏହି ଫୁଲ କୁ ଦେଖିବା ପାଇଁ ବର୍ତମାନ ସମୟରେ ବାରିପଦା ବାସୀ ମାନେ ବହୁତ ଅନନ୍ଦିତ ହେଉ ଥିବାର ଦେଖିିବା ପାଇଁ ମିଳିଛନ୍ତି ।
ତେବେ ଦେଖାଜାଉ ଏହି ଫୁଲ ଓଡିଶା ପାଇଁ କେଉଁ ଭଳି ଖୁସି ଖବର ନେଇକି ଆସୁଛି , ଏହି ଭଳି ଖବର ଅଧିକରୁ ଅଧିକ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ ,