କରୋନା ପାଇଁ ସରକାର ମାଗଣାରେ ଦେବେ 3500 ଟଙ୍କା , ଏବେ 28 ଦିନ ହେବ କୋରେଣ୍ଟାଇନ

odisha-covid-19

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଯେମିତି କି ଆପଣ ମାନେ ଜାଣି ଥିଲେ କୋରନା ବିରୋଧରେ ରହିବା ପାଇଁ ହେଲେ ଆପଣ ମାନଙ୍କୁ 14 ଦିନ ସଂଙ୍ଘ ରୋଧ ରେ ରହିବା ପାଇଁ ହେବ ହେଲେ ଏହି ଦିନ ରେ ଏହାକୁ ସଂମ୍ପର୍ଣ୍ଣ ଭାବେ ପରିବର୍ତନ କରି 28 ଦିନ କରି ଦିଆ ଜାଇଛି । ତା ଛଡା ଆପଣ ମାନଙ୍କୁ ଏଠାରେ 3500 ଟଙ୍କା ମିଳି ପାରିବ । ତେବେ ତାହା କିପୋରି ସବୁକିଛି ଆମେ ଏହି ଠାରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ।

ଏହି ଦିନ ରେ ରାଜ୍ୟ ସରକାର ସଂଙ୍ଘ ବିରୋଧ ର ଅବଧି କୁ 14 ଦିନ ରୁ 28 ଦିନ ଘୁ଼ଞ୍ଚେଇ ଦେଇଛନ୍ତି । ଆପଣ ମାନଙ୍କୁ ସରକାରୀ ସଂଙ୍ଘ ବିରୋଧ କେନ୍ଦ୍ର ରେ 21 ଦିନ ଏବଂ ଏବଂ ଘରେ 7 ଦିନ ସଂଙ୍ଘ ବିରୋଧ କେନ୍ଦ୍ର ରେ ରହିବା ପାଇଁ ପଡିବ । ଏହି ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର ଙ୍କ ମୂଖ ପାତ୍ର ସୁବ୍ରତ ବାଗଚ୍ଚୀ । ସେହି ପରି ବେଳେ ସରକାରୀ ସଂଙ୍ଘ ବିରୋଧ କେନ୍ଦ୍ର ଆଖ ପାଖରେ 144 ଧାରା ଜାରୀ ହେବ । ଯେମିତି କି ବାହାର ଲୋକ ମାନଙ୍କ ଜିବା ଆସିବା ଉପରେ କଟକଣା ରହିବ । ସିସି ଟିଭି କ୍ୟମେରା ମାଧ୍ୟମ ରେ ସମସ୍ତ ଙ୍କ ଗତି ବିଧି ଉପରେ ନଜର ରଖା ଯିବ ।

ଏଥି ସହିତ ବ୍ୟକ୍ତିଗତ ପରିସ୍କାର ପରିଛନ୍ନ ଉପରେ ଗୁରୁତ୍ୱ ଦିଆ ଯିବ ବୋଲି ସରକାର କହିଛନ୍ତି । ସେହି ସବୁ କରିବ ଏହି ବିଷୟ ରେ ସୁବ୍ରତ ବାଗଚୀ କହିଛନ୍ତି କି ଲକଡାଉନ ଅବଧି ମଧ୍ୟ ରେ ମଜୁରୀ କରିବାର ଅନୁମତୀ ମିଳିବ । ଏହି ସରକାରୀ କେନ୍ଦ୍ର ରେ ଆପଣ ମାନେ ରହିବା ବେଳେ 10 ଦିନ ଆପଣ ମାନଙ୍କୁ କାମ ମଧ୍ୟ ମିଳିବ । ଦିନ କୁ 150 ଲେଖାଏ ହିସାବ ରେ ମୁଜୁରୀ ଦିଆ ଯିବ । ସରକାର ଘୋଷଣା କରି ଥିବା 2 ହଜାର ଟଙ୍କା ଏବଂ ପ୍ରତି ଦିନ ର ମଜୁରୀ ପଇସା ମିଶେଇ ଦିଆ ଯିବ ବୋଲି କୁହା ଜାଇଛି

subrattt

ଯେମିତି କି ଆପଣ ମାନେ ଜାଣି ଥିବେ କିଛି ଦିନ ତଳେ ସରକାର ଘୋଷଣା କରି ଥିଲେ କ୍ୱାରେନ ଟାଇମ୍ ରେ ରହୁ ଥିବା ଲୋକ ମାନଙ୍କୁ ସମସ୍ତ ଖର୍ଚ୍ଚ ସହିତ 2 ହଜାର ଟଙ୍କା ଦିଆ ଯିବ । ତା ସହିତ ଏହି ଦିନ ରେ ଆଉ ଗୋଟିଏ ଘୋଷଣା ରେ କୁହା ଜାଇଛି କି ଯେଉଁ ମାନେ 28 ଦିନ ର କ୍ୱରେନ ଟାଇମ୍ ରେ ରହିବେ ସେମାନଙ୍କୁ 28 ଦିନ ମଧ୍ୟ ରେ 10 ଦିନ ର କାମ ଯୋଗେଇ ଦିଆ ଯିିବ । ଜାହାକି ପ୍ରତି ଦିନ ରେ 150 ଟଙ୍କା ହେଲେ 10 ଦିନ ରେ ଆପଣ ମାନଙ୍କୁ 1500 ଟଙ୍କା ମିଳିବ । ତେବେ ସମୁଦାୟ ଆପଣ ମାନଙ୍କୁ 3500 ଟଙ୍କା ଏଠାରେ ମିଳିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *