ଓଡ଼ିଆ ଭାଷା ଶିଖୁଛନ୍ତି ବଙ୍ଗୀୟ ଅଭିନେତ୍ରୀ ‘ଝିଲିକ୍’ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଏହି ଦିନ ରେ ଲକଡାଉନ୍ ରହିଛି ଆପଣ ମାନେ ଜାଣି ଥିବେ ଏହି ସମୟରେ ସବୁ ଲୋକ ମାନେ ଘରେ ରହି ଥିବା ବେଳେ ସବୁ ଓଲିଉଡ ସେଲିବ୍ରେଟି ବି ଏହି ସମୟ ରେ ଘରେ ରହିଛନ୍ତି । ତେବେ ଏମିତି କ୍ଷେତ୍ର ରେ ଓଡ଼ିଆ ଶିଖୁ ଛନନ୍ତି ଘରେ ରହି ବଙ୍ଗିୟ ଅଭିନେତ୍ରୀ ଝିଲ୍ଲୀକ୍ । ଏହି ସମୟ ରେ ସେ ଛବିଳ ମଧୂ ବୋର୍ଣ୍ଣବୋଧ ପଢିିବାରେ ଲାଗିଛନ୍ତି । ଏହି ଦିନରେ ସେ ଓଡ଼ିଆ ଘର ର ବହୁ ହେବା ପରେ ସେ ଏହି ସମୟ ରେ ଓଡ଼ିଆ ଶିଖିବା ପାଇଁ ପସନ୍ଦ କରୁଛନ୍ତି ।

jhillikk

ତେଣୁ ଆଜି କାଲି ସେ ସଚିତ୍ର ଓଡ଼ିଆ ମଧୂବୋର୍ଣ୍ଣ ବୋଧ ବଢିବାରେ ସମୟ ବିତାଉଛନ୍ତି । ସେ ଏହି ପଢା ପଢି କୁ ନେଇ ଏହି ସବୁ ବି କହିଛନ୍ତି କି ସେ ଖୁବ୍ କମ୍ ସମୟ ମଧ୍ୟ ରେ ଓଡ଼ିଆ ଅକ୍ଷର ସିଖି ଯିିବେ । ସୂଚନା ଯୋଗ୍ୟ ଯେ ଓଡ଼ିଆ ଅଭିନୟ ଆରମ୍ଭ କରିବା ସମୟ ରେ ସେ ଓଡ଼ିଆ କହି ପାରୁ ନ ଥିଲେ ।ତଥାପି ସେ ଅଭିନୟ କରୁ ଥିଲେ । ଏବଂ ପରେ ତାଙ୍କ ସଂଳାପ କୁ ଡୋଭିଂ କରା ଯାଉ ଥିଲା । ପରେ ପରେ ସେ କିଛି ଓଡ଼ିଆ କହି ପାରିଲେ ହେଲେ ତାଙ୍କ ପକ୍ଷରେ ଓଡ଼ିଆ କହିବା ବହୁତ କଷ୍ଟ ହୋଇ ପଡି ଥିଲା ।

jhilik

ତେଣୁ ତାଙ୍କ ସଂଳାପ କୁ ବଙ୍ଗାଳୀ ଅକ୍ଷରେ ତାଙ୍କକୁ ଲେଖି ଧରେଇ ଦିଆ ଯାଉ ଥିଲା । ତେବେ ଏହି ଥିରେ ସେ ଜଣେ ଆଗ ଧାଡି ର ନାୟିକା ହୋଇ ପାରି ଥିଲେ । କିନ୍ତୁ ସେ ଏବେ ଓଡ଼ିଆ ଘରର ବୋହୁ । ଏବେ ବିଧାୟକ ପ୍ରିତିରଂଞନ ଙ୍କୁ ବିବାହ କରିବା ପରେ ସେ ଜଣେ ଖାଣ୍ଟୀ ଓଡ଼ିଆଣୀ ହୋଇ ସାରିଛନ୍ତି । ଖନି ଓଡ଼ିଆ କହୁ ଥିବା ଝିଲ୍ଲୀକ୍ ଏବେ ସଂମ୍ପର୍ଣ୍ଣ ଓଡ଼ିଆ କହିବା ପାଇଁ ମନ ବଳେଇଛନ୍ତି ।

କେବଳ ସେତିକି ନୁହେଁ ଓଡିଆ ଅକ୍ଷର ଉପରେ ଦକ୍ଷ ହେବା ପାଇଁ ସେ ବର୍ତମାନ ସମୟ ରେ ସଂମ୍ପର୍ଣ୍ଣ ନିବୃତ ରହୁ ଛନ୍ତି ଏହି ସବୁ କୁ ସିଖିବା ପାଇଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *