ଓଡ଼ିଆ ହିରୋମାନଙ୍କ ସ୍ତ୍ରୀ ମାନେ କେଉଁ କାମ କରନ୍ତି ଜାଣିଲେ ଆପଣଙ୍କ ମୁଣ୍ଡ ଖରାପ ହେଇଯିବ

odia

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ନିଶ୍ଚିତ ଭାବେ ଓଲିଉଡର ସୁପର ଷ୍ଟାର ମାନଙ୍କୁ ବଡ ପରଦା ରେ ଦେଖି ଥିବେ । ହେଲେ ସେମାନଙ୍କ ସ୍ତ୍ରୀ ମାନେ କଣ କାମ କରନ୍ତି ଆପଣ ମାନେ ସେହି ବିଷୟ ରେ କେବେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି । ଆମେ ଆପଣ ମାନଙ୍କୁ ସେହି ମାନେ କଣ କଣ କାମ କରନ୍ତି ସେହି ବିଷୟ ରେ ଆପଣ ମାନଙ୍କୁ ଆଜଜି ସଂମ୍ପର୍ଣ୍ଣ ଭାବେ କହିବୁ ।

ପ୍ରଥମ ନମ୍ବର ରେ ଆସୁଛନ୍ତି ଦିପକ୍ । ଆପଣ ମାନେ ତାଙ୍କୁ ବହୁତ ସାରା ଫିଲ୍ମ ରେ ଦେଖି ଥିବେ ହେଲେ ତାଙ୍କ ସ୍ତ୍ରୀ କୁ କେବେ ବି ନୁହେଁଁ । ଆପଣ ମାନଙ୍କୁ ସୂଚନା ଦେବୁ କି । ଦିପକ୍ ଙ୍କ ସ୍ତ୍ରୀ ହେଲେ ଜଣେ ଫେସନ ଡିଜାଇନର ଏବଂ ସେ ଏବେ ସେହି ଥିରେ ହିଁ ଚାକିରୀ କରିଛନ୍ତି ।

deepak

ସେହି ପରି ଭାବେ ଆମେ ଯଦି ଦୁଇ ରେ କହିବା ସମ୍ବୀତ୍ । ତାଙ୍କର ପତ୍ନୀ ଙ୍କ ନାମ ହେଲା ଶୈଳନା ଗତ ଦିନ ରେ ସେ ବିବାହ କରି ଥିବା ବେଳେ ତାଙ୍କ ସ୍ତ୍ରୀ ହେଲେ ଜଣେ ହାଉସୱାଇଫ୍ ।

sambit

ଏବଂ ଓଲିଉଡ ର ସୁପର ଷ୍ଟାର ବାବୁସାନ ଙ୍କୁ ଜାଣି ଥିବେ ତାଙ୍କର ସ୍ତ୍ରୀ ହେଲେ ବି ଜଣେ ହାଉସୱାଇଫ୍ । ଏହା ପରେ ରହିଛନ୍ତି । ଅମ୍ଲାନ୍ । ତେବେ ବନ୍ଧୁଗଣ ଅମ୍ଲାନ୍ ବି ଏହି ଦିନ ରେ ବିବାହ କରି ଥିବା ବେଳେ ତାଙ୍କ ପତ୍ନୀ ଏବଂ ସେ ହେଲେ ଜଣେ ହାଉସୱାଇଫ୍ ।

babusan

ଏବଂ ଏହା ପରେ ରହିଛନ୍ତି ଅନୁଭବ ମହାନ୍ତି ଆପଣ ମାନେ ଏହି ଅଭିନେତା ଙ୍କୁ ଜାଣି ଥିବେ ତାଙ୍କର ପତ୍ନୀ ବର୍ଷା ପ୍ରିୟ ଦର୍ଶନୀ ଙ୍କୁ ମଧ୍ୟ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ସେ ହେଲେ ଜଣେ ଅଭିନେତ୍ରୀ । ଏହା ପରେ ରହିଛନ୍ତି ଆକାଶ ଦାସ୍ । ତାଙ୍କର ସ୍ତ୍ରୀ ହେଲେ ଜଣେ ସୋସିଆଲ ୱାର୍କର । ସେ ବହୁତ ଅର୍ଗାନାଇଜେସନ୍ ଚଲାନ୍ତି । ଜାହାକି ଲୋକ ମାନଙ୍କୁ ସହାୟତା କରନ୍ତି ।

anubhav

ଏବଂ ଏହା ପରେ ସିଦ୍ଧାନ୍ତ ମହାପାତ୍ର ରହିଛନ୍ତି ତାଙ୍କ ର ପତ୍ନୀ ହେଲେ ମାମା ମିଶ୍ର ସେ ଦିନେ ଅଭିନେତ୍ରରୀ ଥିବା ବେଳେ ଏବେ ସେ ଜଣେ ହାଉସୱାଇଫ୍ । ଏବଂ ସେଷ ରେ ରହିଛନ୍ତି ଅରବିନ୍ଦମ୍ ଗତ ଦିନ ମାନଙ୍କ ରେ ଅରବିନ୍ଦମ୍ ଗୋଟିଏ ରାଜନେତା ଙ୍କ ଝିଅ ଙ୍କୁ ବିବାହ କରିଛନ୍ତି । ଏବଂ ତାଙ୍କର ସ୍ତ୍ରୀ ମଧ୍ୟ ହେଲେ ଜଣେ ହାଉସୱାଇପ୍ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *