ଓଡ଼ିଆ କମେଡିଆନ ମାନଙ୍କ ସ୍ତ୍ରୀ ମାନେ ଦେଖିବାକୁ , କେମିତି ଆଗରୁ କେବେବି ହେଲେ ଦେଖିନଥିବେ

swami-stree

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ତ ଓଲିଉଡ ର କମେଡିଆନ ମନଙ୍କୁ ନିଶ୍ଚିତ ଭାାବେ ଜାଣି ଥିବେ ଏବଂ କେବେ କେବେ ଆପଣ ମାନେ ନିଶ୍ଚିତ ଭାବେ ନିଜ ଦେଖିବା ବା ମିଶି ଥିବେ ହେଲେ କଣ ଆପଣ ମାନେ ଏହି କମେଡିଆନ ଙ୍କ ସ୍ତ୍ରୀ ଙ୍କ ବିଷୟ ରେ ଜାଣିଛନ୍ତି । ଆପଣ ମାନେ ସେମାନଙ୍କ ସ୍ତ୍ରୀ ଦେଖି ନାହାଁନ୍ତି ତେବେ ଆମେ ଆଜି ଆପଣ ମାନଙ୍କୁ ଦେଖେଇବୁ ।

ପ୍ରଥମେ ଆସୁଛନ୍ତି ହରି ଭାଈ । ତେବେ ଆପଣ ମାନେ ଜାଣି ଥିବେ ହରି ଭାଈ ବହୁତ ଫିଲ୍ମ ସହିତ ବହୁତ ସାରା ରିଆଲିଟି ସୋ ଏବଂ ସିରିଏଲ ରେ ମଧ୍ୟ ସେ କାମ କରି ସାରିଛନ୍ତି । ଏବଂ ସେ ସେଠାରେ ନିଜର କେମେଡି ଦେଖେଇ ସାରିଛନ୍ତି । ତେବେ ଏ ହେଉଛନ୍ତି ହରି ଙ୍କ ସ୍ତ୍ରୀ ।

hari

ଦ୍ୱତୀୟ ରେ ରହିଛନ୍ତି । ଜୟୀ ଭାଈ । ତ ବନ୍ଧୁଗଣ ଜୟୀ ଭାଈ ଙ୍କୁ ବି ଆପଣ ମାନେ 90 ଦଶକ ରେ ବହୁତ ସାରା ଫିଲ୍ମ ରେ କାମ କରି ଥିବାର ଦେଖି ଥିବେ । ତେବେ ତାଙ୍କର ବହୁତ ମଧ୍ୟ ଫେନ୍ ରହିଛନ୍ତି । ତେବେ ଏ ହେଉଛନ୍ତି ତାଙ୍କର ସ୍ତ୍ରୀ ଏବଂ ସେ ହେଲେ ଜଣେ ହାଉସ ୱାଇଫ୍ ।

jai

ତୃତୀୟ ରେ ରହିଛନ୍ତି ପପୁ । ଆପଣ ମାନେ ନିଶ୍ଚିତ ଭାବେ ପପୁ ପମ୍ ପମ୍ ଙ୍କୁ ବହୁତ ଓଡ଼ିଆ ଫିଲ୍ମ ଏବଂ ବହୁତ ରିଆଲିଟି ସୋ ସହିତ ସଂଗୀତ ଗାଉ ଥିବାର ଆପଣ ମାନେ ନିଶ୍ଚିିତ ଭାବେ ଦେଖି ଥିବେ ତେବେ ଏହା ହେଲା ପପୁ ଙ୍କ ଫେମିଲୀ ର ଫୋଟ ଏବଂ ଏହି ହେଉଛନ୍ତି ପପୁ ଙ୍କ ସ୍ତ୍ରୀ ସେ ହେଲେ ଜଣେ ହାଉସୱାଇଫ୍ ।

papu

ଚାରି ରେ ଆସୁଛନ୍ତି ଅମର ମହାପାତ୍ର ।  ଆପଣ ମାନେ ଏହି ଅଭିନେତା ଙ୍କୁ ବହୁତ ସାରା ଫିଲ୍ମ ରେ କେମଡି କରୁ ଥିବାର ଦେଖି ଥିବେ ତେବେ ଏ ହେଲେ ତାଙ୍କ ସ୍ତ୍ରୀ ।
ପାଞ୍ଚ ନମ୍ବର ରେ ହେଲା ରବି କୁମାର ।

kalii

ପାଞ୍ଚ ନମ୍ବର ହେଲା ଜୋଗେସ୍ ଜଜ । ବନ୍ଧୁଗଣ ଜଗେସ୍ ଜଜ ସମ୍ବଲପୁରୀ କମେଡୀ ଏବଂ ତାଙ୍କୁ ଆପଣ ମାନେ ବହୁତ ଭଲ ଭାବେ ଜାଣି ଥିବେ ସେ ଏହି ଦିନ ରେ ବହୁତ ଫିଲ୍ମ ରେ ଏଣ୍ଟ୍ରୀ କରିଛନ୍ତି । ତେବେ ଏ ହେଲେ ତାଙ୍କର ପତ୍ନୀ ।

jojo

ଛଅ ରେ ଆସୁ ଛନ୍ତି । ପ୍ରଜ୍ଞ୍ୟା । ତେବେ ବନ୍ଧୁଗଣ ଆପଣ ମାନେ ପ୍ରଜ୍ଞ୍ୟା ଙ୍କୁ ବି ବହୁତ ଭଲ ଭାବେ ଜାଣି ଥିବେ ପ୍ରଜ୍ଞ୍ୟା ଏବେ ପର୍ଯ୍ୟନ୍ତ ବହୁତ ସାରା କମେଡି କରି ଥିବା ବେଳେ ସେ ଏବେ ଯାଏ ବିବାହ କରି ନାହାଁନ୍ତି । ତେବେ କେମିତି ଲାଗିଲା ଆପଣ ମାନଙ୍କୁ ଏହି କଳାକାର ମାନଙ୍କ ସ୍ତ୍ରୀ ମାନେ । ଆମକୁ କମେଣ୍ଟ କରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *