ଲୁଚିକି ବାହା ହୋଇଗଲେ ତାରା ତାରେଣୀ ସିରେଏଲର ଏହି ଫେମୋସ ଅଭିନେତ୍ରୀ , ଦେଖନ୍ତୁ ଫଟୋ

odia

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଆପଣ ମାନେ ଜାଣି ଥିବେ ବର୍ତମାନ ସମୟ ରେ ସାରା ଭାରତ ରେ ମେ 17 ଯାଏ ଲକଡାଉନ୍ ବଢେଇ ଦିଆ ଜାଇଛି । ହେଲେ ଏହା ମଧ୍ୟରେ ବି ଗତ କାଲି ଓଡ଼ିଆ ଅଭିନେତ୍ରୀ ଜୁଲି ବିବାହ କରିଛନ୍ତି । ତେବେ ଆପଣ ମାନେ ଜାଣି ଥିବେ ଏବେ ଲକଡାଉନ୍ ଚାଲିଛି । ଏବଂ ଏହି ମଧ୍ୟ ରେ କେମିତି ଭାବେ ଜୁଲି ବିବାହ କଲେ ଆପଣ ମାନେ ନିଶ୍ଚିତ ଭାବେ ଭାବୁ ଥିବେ ।

juli

ତେବେ ଏଠାରେ ଆପଣ ମାନଙ୍କୁ ସୂଚନା ଦେବୁ କି କିଛି ବର୍ଷ ପୂର୍ବ ରୁ ଜୁଲି ଏବଂ ଓଡ଼ିଆ ଅଭିେନେତା ରାକେଶ ଙ୍କ ସହିତ ପ୍ରେମ ସଂମ୍ପର୍କ ଗଢି ଉଠି ଥିଲା । ଏବଂ ସେହି ଦୁଇ ଜଣ ଙ୍କ ବିବାହ ଲକଡାଉନ୍ ପୂର୍ବ ରୁ ହିଁ ଧାର୍ଜ୍ୟ ହୋଇ ଥିଲା । ହେଲେ ଏହି ଦିନରେ ଲକଡାଉନ୍ ଥିବାରୁ ରାକେଶ ଏବଂ ଜୁଲି ଙ୍କର ବିବାହ ହୋଇ ପାରୁ ନାହିଁ । ତେବେ ସେହି ପରି କ୍ଷେତ୍ର ରେ ଗତ କାଲି ଜୁଲି ଏବଂ ରାକେଶ ନିଜ ଏରିଆରର ସରପଞ୍ଚ ଏବଂ ବିଧାୟକ ଙ୍କ ଉପସ୍ଥିତି ରେ ଦୁଇ ଜଣ ମନ୍ଦିର ରେ ବିବାହ କରିଛନ୍ତି ।

juliii

ଏହି ବିବାହ ରେ ଜୁଲି ଏବଂ ରାକେଶ ଙ୍କ ପରିବାର ରେ ସମସ୍ତେ ଉପସ୍ଥିତ ଥିଲେ । ଏବଂ ସେମାନେ କହିଛନ୍ତି କକି । ମେ 17 ତାରିଖ ପରେ ଲକଡାଉନ୍ ଖୋଲିଲେ ଭୂବନେଶ୍ୱର ରେ ଗୋଟିଏ ହୋଟେଲ୍ ରେ ରିସେପ୍ସନ ହେବାରେ ରହିଛି । ତେବେ ଆପଣ ମାନଙ୍କୁ ଅଭିନେତ୍ରରୀ ଜୁଲି ଙ୍କ ଅଭିନୟ କେମିତି ଲାଗିଛି ସେହି ବିଷୟ ରେ ନିଶ୍ଚିତ ଭାବେ ଆମକୁ ଜଣେଇବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *