ଓଡ଼ିଆ ଅଭିନେତା ‘ଶ୍ରୀତମ୍ ଦାସ’ ନିଜ ପରିବାର ସହ ଗୀତ ଗାଇ କେମିତି ସମୟ କାଟୁଛନ୍ତି ?

SRITAM-DAS

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ଯେମିତି କି ଆପଣ ମାନେ ଜାଣି ଥିବେ ବର୍ତମାନ ସମୟରେ କେମିତି ପରିସ୍ଥିତି ଚାଲିଛି ମାନେ ଆମେ ଆପଣ ମାନଙ୍କୁ ଲକଡାଉନ୍ ର କଥା କହିବା ପାଇଁ ଚାହୁଁଛୁ । ଏହି ଦିନରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଙ୍କ ନିର୍ଦେଷ କ୍ରମେ ଆମେ ମାନେ ସବୁ ଘରେ ରହିବା ପାଇଁ ବାଧ୍ୟ ଅଟୁ କାରଣ ଆମ ପଛରେ ବର୍ତମାନ ସମୟ ରେ କୋରନା ଭାଇରସ ଗୋଡାଉଛି । ସେହି ପରି ବେଳେ ସବୁ ଲୋକ ମାନେ ଏହି ଦିନ ରେ ଘରେ ରହୁ ଥିବା ବେଳେ ବହୁତ ଲୋକ ମାନେ ଏହାକୁ ଅମାନ୍ୟ ବି କରୁଛନ୍ତି ।

sritaa

ହେଲେ ଆମର ଓଲିଉଡ ର ଅଭିନେତା ଏବଂ ଅଭିନେତ୍ରୀ ମାନେ ଏହାକୁ ସମର୍ଥନ କରି ସେମାନେ ଘରେ ରହୁ ଥିବା ର ଦେଖିବା ପାଇଁ ମିଳିଛନ୍ତି । ସେମିତି ରେ ଆମ ଓଲି୍ଉଡ ର ଜଣେ ସୁପର ଷ୍ଟାର ଯିଏ ବି ବର୍ତମାନ ସମୟ ରେ ଘରେ ରହିବା ସହିତ ଟାଇମ୍ ପାସ୍ ର ଗୋଟିଏ ନୂଆ ତରିକା କୁ ବାହାର ସେ କରିଛନ୍ତି । ତେବେ ଆମେ ଯେଉଁ କଳାକାର ଙ୍କ ବିଷୟ ରେ କହୁଛୁ ସେ ହେଲେ ଆମର ଆପଣ ମାନଙ୍କର ପ୍ରିୟ ଶ୍ରୀତମ୍ ଦାସ୍ ।

ଏହି ଦିନ ରେ ଘରେ ରହି ସେ ପରିବାର ଲୋକ ମାନଙ୍କ ସହିତ ମିଶି କରି ସଂଗୀତ ପଦର୍ଶନ କରୁ ଥିବାର ଦେଖିବା ପାଇଁ ମିଳି ଥିବା ବେଳେ ସେ ପରିବାର ଲୋକ ମାନଙ୍କ ସହିତ ସଂମ୍ପର୍ଣ୍ଣ ମଜା କରୁଛନ୍ତି । ତା ସହିତ ନିଜର ସ୍ୱାସ୍ଥ୍ୟ କୁ ସେ ବହୁତ ଯତ୍ନ ନେଉଛନ୍ତି । ତା ଛଡା ଆପଣ ମାନେ ଜାଣି ଥିବେ ବର୍ତମାନ ସମୟ ରେ ସେଲିବ୍ରେଟି ମାନେ ରୋଷେଇ କରି ଘରେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛନ୍ତି ।

sritaam

ତେବେ ଶ୍ରୀତମ୍ ଦାସ୍ ଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆ ରୁ ଛାଡ ବା କେମିତି ହେବ ଏହି ଦିନ ରେ ନିଶ୍ଚିତ ଭାବେ ତାଙ୍କର ଭିଡ଼ିଓ ଭାଇରଲ ହୋଇଛି ଏବଂ ଲୋକ ମାନେ ବହୁତ ପରିମାଣ ରେ ପସନ୍ଦ ମଧ୍ୟ କରିଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *