ନବୀନ ପଟ୍ଟନାୟକ ଙ୍କ ଦରମା କେତେ ଜାଣି ଆଶ୍ଚର୍ଯ୍ୟ ହେବେ , ଏତେ ଟଙ୍କା ପାଆନ୍ତି ନବୀନ ପଟ୍ଟନାୟକ

nav

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆମେ ଆଜି ଆପଣ ମାନଙ୍କୁ ଆମ ଦେଶର ରାଷ୍ଟ୍ରପତି, ପ୍ରଧାନ ମନ୍ତ୍ରୀ ଏବଂ ମୂଖ୍ୟମନ୍ତ୍ରୀ ଏବଂ MP, MLA ଆଦି ସମସ୍ତ ଙ୍କ ସଠିିକ୍ ଦରମା ବିଷୟ ରେ ଆପଣ ମାନଙ୍କୁ ଏଠାରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ଜାହା ସଂମ୍ପର୍ଣ୍ଣ ଭାବେ ସରକାରୀ ୱେବସାଇଟ୍ ରୁ ହିଁ ଉଠା ଜାଇଛି । ତେବେ ଆସନ୍ତୁ ଆରମ୍ଭ କରିବା ।

naveen

ପ୍ରଥମେ ଆମ ଦେଶ ର ରାଷ୍ଟ୍ରପତି ରାମ ନାଥ୍ କୋବିନ୍ଦ୍ ଙ୍କ ସେଲେରୀ ହେଲା 5 ଲକ୍ଷ ଟଙ୍କା । ଆଉ ଏହି ସେଲେରୀ ସବୁଠୁ ଅଧିକ ଅଟେ । ଦ୍ୱତୀୟ ରେ ରହିଛନ୍ତି ଉପରାଷ୍ଟ୍ରପତି ଙ୍କ ସେଲେରୀ 4 ଲକ୍ଷ ଟଙ୍କା ଏବେ ଭେଙ୍କିଆ ନାୟୁଡୁ ରହିଛନ୍ତି ଏହି ପଦବୀ ରେ । ତିନି ରେ ଆମ ଦେଶ ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସେଲେରୀ 2ଲକ୍ଷ 75 ହଜାର ଟଙ୍କା , ଏହା ପରେ ରହିଛି ଦେଶ ର ରାଜ୍ୟପାଳ ମାନଙ୍କ ସେଲେରୀ ବିଷୟରେ କଥା ହେବା ତେବେ ଆପଣ ମାନଙ୍କୁ ସୂଚନା ଦେବୁ କି ଦେଶ ର ରାଜ୍ୟପାଳ ମାନଙ୍କ ସେଲରୀ ହେଲା 3 ଲକ୍ଷ 50 ହଜାର ଟଙ୍କା ।

5 ନମ୍ବର ରେ ରହିଛନ୍ତି ସୁପ୍ରୀମ କୋର୍ଟ ର ମୂଖ୍ୟ ବିଚାରକ 2 ଲକ୍ଷ 80 ହଜାର ଟଙ୍କା ରହିଛି । ସେହି ପରି ରାଜ୍ୟ ର ହାଇକୋର୍ଟ ର ଚିଫ୍ ଜଷ୍ଟିସ୍ ଙ୍କର ଦରମା 2 ଲକ୍ଷ 50 ହଜାର ଟଙ୍କା । ସେହି ପରି ବେଳେ ମୂଖ୍ୟ ମନ୍ତ୍ରୀ ଏବଂ MP, MLA ଙ୍କ ଦରମା ବିଷୟ ରେ ଜାଣିବା । ଆମ ମୂଖ୍ୟ ମନ୍ତ୍ରୀ ଙ୍କ 1 ଲକ୍ଷ 65 ହଜାର ଟଙ୍କା । ଏବଂ ଆପଣ ମାନଙ୍କୁ ଜଣେଇ ବୁ MP, MLA ଙ୍କ ଦରମା ଏଠାରେ 1 ଲକ୍ଷ 40 ହଜାର ନେଇ 1 ଲକ୍ଷ 90 ହଜାର ଯାଏ ଜାଇ ଥାଏ ।

navv

ସେହି ବିଭିନ୍ନ ରାଜ୍ୟ ରେ ଏହା ପରିବର୍ତନ ହୋଇ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *