ମହିଳାମାନେ କଲେ ଏହି ଭୁଲ୍ – ସ୍ୱାମୀ ହୋଇଥାଏ ଦାଣ୍ଡର ଭିକାରୀ …..।

womenn

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ସ୍ତ୍ରୀ ମାନେ କଣ କରିଲେ ତାଙ୍କର ସ୍ୱାମୀ ହୋଇ ଥାନ୍ତି ଦାଣ୍ଡ ର ଭିିକାରୀ । ସେମାନଙ୍କ ଜିବନ ରେ ସଂମ୍ପର୍ଣ୍ଣ ଭାବେ ଝଡ ଆସି ଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି କିଛି  ବିଷୟ ରେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ ।ହିନ୍ଧୁ ଧର୍ମରେ ସ୍ତ୍ରୀ କୁ ମାତା ଲକ୍ଷ୍ମୀ ଙ୍କ ରୂପ ଭାବେ ମନା ଜାଇ ଥାଏ । ତେବେ ସେହିଥି ପାଇଁ ଯଦି ନାରୀ ମାନେ ଘରେ କିଛି ଭୁଲ କରି ଥାନ୍ତି ତେବେ ସବୁ ବେଳେ ଘରେ ଧନ ର ଅଭାବ ହୋଇ ଥାଏ । ଏବଂ ସ୍ୱାମୀ ର ବହୁତ କ୍ଷେତି ହୋଇ ଥାଏ ।ତେବେ ଆସନ୍ତୁ ସେହି ସବୁ ଭୁଲ ବିଷୟ ରେ ଜାଣି ନେବା ।

archita-sahu

ନାରୀ ସିନ୍ଧୁର ନପିନ୍ଧଧିବା ।

ବହୁତ ନାରୀ ମାନେ ମଝି ସିନ୍ଥୀ ର ସିନ୍ଧୁର ଲଗେଇବା ବଦଳ ରେ ସାଇଡ୍ ର ସିନ୍ଦୁର ଲଗେଇ ଥାନ୍ତି । ସେମାନେ ଏମିତିକରିବା ଦ୍ୱାରା ବହୁତ କ୍ଷେତି ହୋଇ ଥାଏ । ଏବଂ ସ୍ୱାମୀ ମାନଙ୍କର ବର୍ବାଦି ସଂମ୍ପର୍ଣ୍ଣ ଭାବେ ହୋଇ ଥାଏ ।ତେବେ ଆପଣ ମାନେ ସବୁ ବେଳେ ଚେଷ୍ଟା କରିବେ କି ସବୁୂ ସମୟରେ ମଝି ସିନ୍ଥୀ ରେ ଏହି ସିନ୍ଧୁର କୁ ପିନ୍ଧିବା ପାଇଁ । ହଁ ଆଉ ଆପଣ ମାନେ କେବେ ଲୁହା କଣ୍ଟା ରେ ସିନ୍ଧୁର ପିନ୍ଧନ୍ତୁ ନାହିଁ । ବରଂ ଆପଣ ମାନେ ଝିଙ୍କ କଣ୍ଟୀ ରେ ଏହାକୁ ଧାରଣ କରନ୍ତୁ ।

ଆଉ ଗୋଟିଏ ଜିନିଷ ରହିଛି ବହୁତ ସ୍ତ୍ରୀ ମାନେ ଠାକୁର ଘରେ ପୂଜା କରିବା ସମୟ ରେ ସେମାନେ ଠାକୁର ଘରେ ତଳେ ବସି ପୂଜା କରି ଥାନ୍ତି । ଏହା ବହୁତ ଭୁଲ ହୋଇ ଥାଏ । ତେବେ ଆପଣ ମାନେ କେବେ ବି ଏମିତି କରନ୍ତୁ ନାହିଁ । ସବୁ ସମୟ ରେ ଆପଣ ମାନେ ଆସନ ବା କାଠ ପୀଢା ରେ ବସି ଆପଣ ମାନେ ପୂଜା ଅର୍ଚ୍ଚନା କରିବେ । ଏମିତି କଲେ ଆପଣଙ୍କ ଘରର ଉନ୍ନତି ହୋଇ ଥାଏ । ବହୁତ ସ୍ତ୍ରୀ ମାନେ ବାଥରୁମ୍ ରେ ଗାଧୋଇବା ସମୟ ରେ ଦେହ ରେ କପଡା ରଖି ନ ଥାନ୍ତି । ଏହା ବହୁତ ଭୁଲ କଥା ଏମିତି କରିଲେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ରୁଷ୍ଟ ହୁଅନ୍ତି । ଏବଂ ଆପଣ ମାନେବହୁତ ଅସୁବିଧା ର ସାମ୍ନା କରି ଥାନ୍ତି ।

women

ଏହା ଦ୍ୱାରା ଦୂର୍ଭାଗ୍ୟ ବହୁତ ଶୀଘ୍ର ଘରକୁ ମାଡି ଆସିଥାଏ । ସେହି ପରି ବେଳେ ଆପଣ ମାନେ ଯେତେ ବେଳେ ବି ଠାକୁର ଘରେ ଝିଟିପିଟି ଦେଖୁଛନ୍ତି ସେହି ସମୟ ରେ ଆପଣ ମାନେ ନିଶ୍ଚିତ ଭାବେ ଘରୁ ଅରୁଆ ଚାଉଳ ଆଣି ମାନସୀକ କରି ସେହି ଝିଟିପିଟି ଉପର କୁ ପକାନ୍ତୁ । ଏବଂ ଆପଣ ମାନେ ଯେହେତୁ ଘର ର ଲକ୍ଷ୍ମୀ ତେବେ ଆପଣ ମାନେ ଯେକୈଣସୀ କାମ କରୁଛନ୍ତି ତେବେ ଆପଣ ମାନେ ନିଶ୍ଚିତ ଭାବେ ଟିକିଏ ନିତି ନିୟମ ରେ କରନ୍ତୁ । ନଚେତ୍ ଆପଣ ମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ କୋପ ପଡିବା ସହିତ ଆପଣ ମାନଙ୍କ ସ୍ୱାମୀ ଙ୍କ ଉପରେ ବହୁତ ପ୍ରଭାବ ପଡିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *