ଲକଡାଉନ 4ର ନୁଆ ଗାଇଡ ଲାଇନ ଜାରି ହେଲା : ଏବେ ଏହି ସବୁ କାର୍ଯ୍ୟକୁ ମିଳିଲା ଅନୁମତି

lockdown4

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ସମସ୍ତେ ଜାଣି ଥିବେ ବର୍ତମାନ ସମୟ ରେ ସାରା ରାଜ୍ୟ ରେ ଲକଡାଉନ୍ କେଉଁ ଭାବେ ବୃଦ୍ଧି ପାଇ ଜାଇଛି ମେ ମାସ ର 31 ତାରିଖ ଯାଏ । ଜାହାକି ପୂର୍ବ ରୁ ରହିଥିିବା ଲକଡାଉନ୍ ଶେଷ ହେବା ପରେ ପୁଣି 14 ଦିନ ବଢେଇ ଦିଆ ଜାଇଛି । ତେବେ ସବୁ ବେଳ ପରି ଏହି ଥର ଲତଡାଉନ୍ ରେ ବି ନୂଆ ଗାଇଡ୍ ଲାଇନ୍ ଆସିଛି ଏହି କେଉଁ ସବୁ ଚାଲୁ ରହିବ ଏବଂ କଣ ସବୁ ବନ୍ଦ ରହିବ । ତାହା ଛଡା ବିବାହ ଘର ମଧ୍ୟ ହୋଇ ପାରିବ ଏହି ସବୁ କୁ ଅନୁମତି ମିଳି ସାରିଛି । ତେବେ କଣ ରହିଛି ନୂଆ ରିପୋର୍ଟ ଆମେ ଆପଣ ମାନଙ୍କୁ ଏଠାରେ ସଂମ୍ପର୍ଣ୍ଣ ଭାବେ କହିବୁ ।

lock-downnn

୧. ଘରୋଇ ଓ ଅନ୍ତର୍ଜାତିକ ବିମାନ ସେବା, ମେଟ୍ରୋ ରେଳ, ସ୍କୁଲ,କଲେଜ, ଶିକ୍ଷାନୁଷ୍ଠାନ, ହୋଟେଲ, ରେଷ୍ଟୁରାଂଟ, ସିନେମା ହଲ,ସଫି ମଲ, ପାର୍କ, ବାର, ଅଡ଼ିଟୋରିୟମ, ଧାର୍ମିକ ଉତ୍ସବ ଓ ଅନୁଷ୍ଠାନ ଆଦି ବନ୍ଦ ରହିବ ।

୨. ରାଜ୍ୟଗୁଡ଼ିକର ସହମତି ଭିତିରେ ଆନ୍ତଃ ରାଜ୍ୟ ବସ ଚଳାଚଳ ହୋଇପାରିବ ।

୩. ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ ଆନ୍ତଃ ରାଜ୍ୟ ଗାଡ଼ି ଚଳାଚଳ ଓ ବସ ଚଳାଚଳ ହୋଇପାରିବ ।

୪. ରାଜ୍ୟ ସରକାରମାନେ କଂଟେନମେଟ, ବିଫର, ରେଡ଼, ଗ୍ରୀନ ଓ ଅରେଞୀ ଜୋନ ସଂଙ୍କ୍ରାନ୍ତ ରେ ସ୍ଥିର କରିବେ ।

୫. କେନ୍ଦ୍ର ସରକାରଙ୍କ ଗାଇଡ଼ଲାଇନ ଆଧାରରେ ଜିଲ୍ଲା ପ୍ରଶାସନ କେଉଁ ଅଂଚଳ ରେଡ଼, ଅରଂଜ, କଂଟେନମେଟ ଓ ବଫର ଜୋନ ସେ ମଧ୍ୟ ସ୍ଥିର କରିବେ ।

social-dis

୬. ରେ ରାତ୍ର କାଳିନ କର୍ଫ୍ୟୁ ଜାରୀ ଏବଂ ଯେଉଁଟା କି ରାତି 7 ରୁ ସକାଳ 7 ଯାଏ ରହିବ ।

୭. ୬୫ ବର୍ଷରୁ ଉଦ୍ଧାର୍ ବୟସର ବ୍ୟକ୍ତି, ରୋଗାକ୍ରାନ୍ତ, ଗର୍ଭବତୀ ମହିଳା ଓ ୧୦ ବର୍ଷରୁ କମ ବୟସର ପିଲା ବାହାରକୁ ବାହାରିବେ ନାହିଁ ।

୮. ଟ୍ରକ ଓ ମେଡ଼ିକାଲ ପ୍ରଫେସନାଲ ଆନ୍ତଃ ରାଜ୍ୟ ଚଳାଚଳ କରିପାରିବେ ।

ସେହି ପରି ବେଳେ ଲକଡାଉନ୍ 3.0 ରେ ଆପଣ ମାନଙ୍କୁ ଯେଉଁ ସବୁ ଅନୁମତି ମିଳି ଥିଲା ସେହି ସବୁ ବି ସଂମ୍ପର୍ଣ୍ଣ ଭାବେ ବଳବତର ରହିବ । ସେହି ପରି ବେଳେ ବିବାହ କରିବା ପାଇଁ ଚାହୁଁ ଥିବା ଲୋକ ମାନଙ୍କ ପାଇଁ ଖୁସୀ ଖବର କାରଣ ଏଠାରେ ଆପଣ ମାନେ ବିବାହ କରିବା ସହିତ 50 ଲୋକ ମାନଙ୍କୁ ଅତିଥି ଭାବେ ଡକେଇ ପାରିବେ ।

ଲକଡାଉନ୍ ମଧ୍ୟ ରେ ଆପଣ ମାନେ ବିବାହ ଘର କରୁ ଥିଲେ ଏମିତି ମାନିବା ପାଇଁ ପଡିବ । ସେହି ପରି ବେଳେ ଅନ୍ତିମ ସଂସ୍କାର ପାଇଁ 20 ଜଣ ଙ୍କୁ ଅନୁମତି ମିଳିବ । ତେବେ ବର୍ତମାନ ସମୟ ରେ ମେ 31 ଯାଏ ଲକଡାଉନ୍ ବଢିବା ପରେ ନୂଆ ଗାଇଡ ଲାଇନ୍ ଦେଇଛନ୍ତି ସରକାର । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *