ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ତେବେ ଆପଣ ମାନେ ତ ନିଶ୍ଚିତ ଭାବେ ଜାଣି ଥିବେ ବର୍ତମାନ ସମୟ ରେ କୋରନା ର ସ୍ଥିତି କେମିତି ରହିଛି ସେହି ପରି କ୍ଷେତ୍ର ରେ ସରକାର ଏହି ସବୁ କୁ ସଂମ୍ପର୍ଣ୍ଣ ଭାବେ ରୋକିବା ପାଇଁ ଏହି ସବୁ ଉପରେ ଲକଡାଉନ୍ ପରେ ଲକଡାଉନ୍ ର ଘୋଷଣା କରୁଛନ୍ତି । ଏମିତି ରେ ବର୍ତମାନ ସମୟ ରେ ଲକଡାଉନ୍ 4 ଚାଲି ଥିବା ବେଳେ ଏହା ମେ 30 ତାରିଖ ପର୍ଯ୍ୟନ୍ତ ରହିଛି ଏହି ବିଷୟ ରେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ କି ଏହି କିଛି ଦିନ ତଳେ ନରେନ୍ଦ୍ର ମୋଦି ଏହି ଉପରେ ନିଜର ସଂମ୍ପର୍ଣ୍ଣ ବିବରଣୀ ଦେଇ ଥିଲେ ଏବଂ ଲକଡାଉନ୍ କୁ ବଢେଇ ଥିଲେ ।
ହେଲେ ଏଠାରେ ଦେଶ ର ପ୍ରଥମ ରାଜ୍ୟ ଭାବେ କୋରନା ପାଇଁ ରାଜ୍ୟ ସରକାର ହିଁ ମେ ରୁ ଜୁନ୍ ମାସ ର 31 ଯାଏ ଲକଡାଉନ୍ କୁ ବଢେଇ ଦେଇ ଥିବାର ଜଣା ପଡିଛି । ତେବେ ଏମିତି କରି ଥିବା ରାଜ୍ୟ ଟି ହେଲା ହିମାଞ୍ଚଳ ପ୍ରଦେଶ ଏବଂ ଏହାର ମୂଖ୍ୟ ମନ୍ତ୍ରୀ ଜୟରାମ ଠାକୁର 12 ଜିଲ୍ଲା ରେ ଏହି ଲକଡାଉନ୍ କୁ 30 ଜୁନ୍ ଯାଏ ବଢେଇ ଦିଆ ଗଲା ବୋଲି ସେ କହିଛନ୍ତି । ଏହି ଦିନ ରେ ହଠାତ୍ କ୍ରେମ ରାଜ୍ୟ ରେ କୋରନା ସଂଙ୍କ୍ରମଣ ବଢୁ ଥିବା ବେଳେ ବର୍ତମାନ 215 ଜଣ ହୋଇ ସାରିଛନ୍ତି । ଏବଂ 63 ଜଣ ସୁସ୍ଥ ହୋଇ ଘର କୁ ଫରିଛନ୍ତି ।
ଏହି ପରି କ୍ଷେତ୍ର ରେ 5 ଜଣ ଙ୍କ ମୃତ୍ୟୁ ହୋଇ ଥିବା ବେଳେ ତାମରପୁର ରେ ଏକଚତୃର୍ଥାଅଂଶ ମାମଲା ରେକର୍ଡ ଦେଖିବା ପାଇଁ ମିଳିଛି । ଏହି ପରି କ୍ଷେତ୍ର ରେ ଦେଶ ରେ ମେ 31 ଯାଏ ଲକଡାଉନ୍ ପଡି ଥିବା ବେଳେ ଏହି ସମୟ ରେ ହିମାଞ୍ଚଳ ପ୍ରଦେଶ ଏହାକୁ ଆଉ ଗୋଟିଏ ମାସ ଆଗକୁ ବଢେଇ ଦେଇ ଥିବାର ଦେଖିବା ପାଇଁ ମିଳିଛି । ସେମିତି ରେ ଆପଣ ମାନେ ଏଠାରେ କୁହନ୍ତ ଯେମିତି ହିମାଞ୍ଚଳ ପ୍ରଦେଶ କୋରନା କୁ ରୋକିବା ପାଇଁ ଜୁନ୍ 30 ଯାଏ ଲକଡାଉନ୍ କୁ ବଢେଇ ଦେଇଛି ସେହି ପରି ବେଳେ ଓଡ଼ିଶା କିଛି କରିବାର କଥା କି ନାହିଁ ଆମକୁ ଜଣାନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।