ତାରିଣୀ /ଲିପି ମହାପାତ୍ରଙ୍କ ସମ୍ପତ୍ତି କେତେ ଜାଣି ଆଶ୍ଚର୍ଯ୍ୟ ହେବେ | ବାପରେ ଏତେ

lip

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଲିପି ମହାପାତ୍ର ଓଡ଼ିଆ ସିରିଏଲ କୁ ଆସିବା ପୂର୍ବ ରୁ ସେ ସବ୍ୟସଚ୍ଚୀ ମିଶ୍ର ଙ୍କ ପରି ଜଣେ ଆଲବମ୍ ହିରୋଇନ୍ ଥିଲେ । ସେବି ନିଜ କେରିଅର ରେ 3 ହଜାର ଆଲବମ୍ କରିଛନ୍ତି । ଆଉ ବର୍ତମାନ ସମୟ ରେ ଓଡ଼ିଶା ର ସବୁଠୁ ପ୍ରସିଦ୍ଧ ସିରିଏଲ ତାରା ତାରିଣୀ ରେ ସେ କାମ କରୁଛନ୍ତି । ଏବଂ ଏମିତି କରି ସେ ଓଡ଼ିଶା ର ସମସ୍ତ ଙ୍କ ମନ କୁ ଜିତିଛନ୍ତି ।

lipi

ଆଜି ତାଙ୍କ ବିଷୟ ରେ ତାଙ୍କର ସମ୍ପତୀ ପରିବାର ଏମିତି ବହୁତ କିଛି ଅଜଣା ରହସ୍ୟ ବିଷୟରେ ଆପଣ ମାନଙ୍କୁ ଏଠାରେ ଜଣେଇବା ପାଇଁ ଚାହିଁବୁ । ତାଙ୍କର ବାପା ଜଣେ SP ଏବଂ ତାଙ୍କ ଝିଅ କୁ ଗୋଟିଏ IPS ଅଫିସର କରିବା ପାଇଁ ଚାହିଁ ଥିଲେ । ହେଲେ ସେ ତାଙ୍କ ମାଆ ଙ୍କ କଥା ରେ ଓଲିଉଡ ର ଅଭିନେତ୍ରୀ ହେବାକୁ ଚାଲି ଆସି ଥିଲେ ଆଲବମ୍ ରେ କାମ କରିବା ପାଇଁ । ଲିପି ଙ୍କର ପ୍ରଥମ ଫିଲ୍ମ ଥିଲା ଓଁ ଶାନ୍ତି ଓଁ । ଏବଂ ଏମିତି ସେ ବହୁତ ଫିଲ୍ମ ରେ କାମ କରିଛନ୍ତି ।

ଏବଂ ପରେ ପରେ ସେ ସିରିଏଲ ର ବହୁତ ପରିଚିତ ହେଲେ ଏବଂ ଏହି ଦିନ ରେ ତାଙ୍କର ହିଟ୍ ସିରିଏଲ ତାରା ତାରିଣୀ ଥିଲା । ତେବେ ତାଙ୍କର ସଂମ୍ପତୀ ବିଷୟ ରେ ଜଣେଇବୁ କି ତାଙ୍କର ବହ୍ମପୁର ଏବଂ ଭୁବନେଶ୍ୱର ରେ ବହୁତ ବଡ ଘର ରହିଛି । ଏବଂ ଏହା ପରେ ତାଙ୍କ ପାଖରେ ଦୁଇଟି ଲଗ୍ଜୋରୀ କାର୍ ରହିଛି । ଲିପି ମହାପାତ୍ର ବହୁତ ଗୁଡ଼ିଏ ବ୍ରାଣ୍ଡ ର ପ୍ରୋମସନ୍ କରି ଥାନ୍ତି । ଏବଂ ସେ ଗୋଟିଏ ଓଡ଼ିଆ ଫିଲ୍ମ କରିବା ପାଇଁ 2 ରୁ 3 ଲକ୍ଷ ଟଙ୍କା ନେଇ ଥାନ୍ତି ।

lipiii

ଏବଂ ସେ ଗୋଟିଏ ସିରିଏଲ ର ପ୍ରତ୍ଯେକ ଏପିସୋର୍ଡ ପାଇଁ 40 ରୁ 50 ହଜାର ଟଙ୍କା ନେଇ ଥାନ୍ତି । ଏବଂ ଅନୁମାନିକ ଭାବେ ତାଙ୍କର ସଂମ୍ପତୀ 3 ରୁ 4 କୋଟି ଟଙ୍କାର ରହିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *