ଶେଷରେ ଜଣା ପଡିଲା ସତ , କରୋନା ମନକୁ ସୃଷ୍ଟି ନା ଲ୍ୟାବରେ ତିଆରି

carona

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ଜାଣିଛନ୍ତି ବର୍ତମାନ ସମୟ ରେ ସାରା ବିଶ୍ୱ ରେ ଏହି ମହାମାରୀ କେଉଁ ପରି ଭାବେ ବଢି ବଢି ଚାଲିଛି ଏହା ନିଜର ତାଣ୍ଡବ ଲୀଳା ରଚେଇ ଥିବା ବେଳେ ଏମିତି ଗୋଟିଏ ପ୍ରଶ୍ନ ଏବେ ସାମ୍ନା କୁ ଆସିଛି ଜାହାର ଉତ୍ତର ଏବେ ସମସ୍ତେ ଜାଣିବା ପାଇଁ ଚାହାଁନ୍ତି । ତେବେ ଏହି ପ୍ରଶ୍ନ ଏହା କି ଏହି ଭୂତାଣୁ କୁ କିଏ ତିଆରୀ କରିଛି ନା ଏହା କେଉଁ ଠାରୁ ଆପେ ଆପେ ସୃଷ୍ଟି ହୋଇଛିି ।

covid

ଏହି ମଧ୍ୟ ରେ ଏମିତି କିଛି କଥା ସାମ୍ନା କୁ ଆସିଛି ଜାହାକୁ ଆପଣ ମାନେ ସୁଣି ଆଶ୍ଚର୍ଯ୍ୟ ହେବେ । ବହୁତ ବର୍ଷ ପୂର୍ବରୁ ଲେଖା ହୋଇ ଥିବା ଗୋଟିଏ ପୁସ୍ତକ ଏବଂ 15 ବର୍ଷ ତଳେ ହୋଇ ଥିବା ଭବିଷ୍ୟ ବାଣୀ ଏହାକୁ ଆପଣ ମାନେ ସୁଣିବା ପରେ ନିଶ୍ଚିତ ଭାବେ ଜାଣି ଯିବେ କି ଏହାକୁ ସୃଷ୍ଟି କରା ଜାଇ ଥିଲା ନା ଏହା ଆପେ ଆପେ ଆସିଛି । ତେବେ ପ୍ରଥମେ ହେଲା 1981 ମସିହା ରେ ଜଣେ ଆମେରେକିୟ ଲେଖକ ଙ୍କ ଦ୍ୱାରା ଲେଖା ହୋଇ ଥିବା ପୁସ୍ତକ ରେ ଏହି ଭାଇରସ ବିଶୟ ରେ ଲେଖା ହୋଇଛି । ଏବଂ ଏହି ବହୀ ର ଓଡ଼ିଆ ନାମ ହେଲା ଅନ୍ଧକାର ର ଆଖି ।

covv

ସେ ଏହି ବହୀ ରେ କହି ଥିଲେ କି ଚୀନ୍ ନିଜର ଗବେଷଣା ଗାର ରେ ଏମିତି ହିଁ ଗୋଟିଏ ଭୂତାଣୁ କୁ ସୃଷ୍ଟି କରିବ ଏବଂ ଗରିବ ଲୋକ ମାନଙ୍କୁ ମାରିବା ପାଇଁ ଏମିତି ପ୍ରୋୟଗ କରିବ । ଏବଂ ଦୁଇ ରେ ନବେଲ ପୁରସ୍କାର ପାଇ ଥିବା ମାଇକେଲ ଲେବିଡ୍ କିଛି ବର୍ଷ ପୂର୍ବେ ଏମିତି ହିଁ ଗୋଟିଏ ଭବିଷ୍ୟ ବାଣୀ କରି ଥିଲେ ସେ ଏହି ଭବିଷ୍ୟବାଣୀ ରେ କହି ଥିଲେ ଚୀନ୍ ରୁ ଏମିତି ଗୋଟିଏ ଭୂତାଣୁ ସୃଷ୍ଟି ହେବ ଏବଂ ଏହା ସାରା ବିଶ୍ୱ କୁ ବ୍ୟପି ଯିବ । ତେବେ ଆପଣ ମାନେ କୁହନ୍ତୁ ଏହା ସୃଷ୍ଟି ହୋଇଛି ନା ବନା ଜାଇଛି । ଆପଣ ମାନେ ଆମମକୁ କମେଣ୍ଟ ରେ କହି ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *