ଝିଅ ମାନଙ୍କ ଓଠ ଦେଖି ଜାଣନ୍ତୁ ସେମାନଙ୍କ ଗୁପ୍ତ ଚରିତ୍ର ବିଷୟରେ |

girrl

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ଆଜି ଆମେ ଏହି ଠାରେ ଆପଣ ମାନଙ୍କ ସହିତ ଏହି ବିଷୟରେ କଥା ହେବା କି ଓଠ ରେ ତୀଳ ଚିହ୍ନ ବା କଳା ଜାଇ ରହିଲେ କେଉଁ ସଂଙ୍କେତ ମିଳି ଥାଏ । ଆପଣ ମାନେ ଦେଖି ଥିବେ ସବୁ ବ୍ୟକ୍ତିଙ୍କ ଶରୀରରେ କୈଣସି ନା କୈଣସି ଅଙ୍ଗରେ ତୀଳ ଚିହ୍ନ ଦେଖିବା ପାଇଁ ମିଳେ । ଏହି ଚୀଳ ଚିହ୍ନ କିଛି ବ୍ୟକ୍ତି ଙ୍କୁ ଭଲ ଲାଗି ଥାଏ ତ ଆଉ କିଛି ଲୋକ ମାନଙ୍କୁ ଖରାପ୍ ଲାଗେ । ହେଲେ ଆପଣ ମାନଙ୍କୁ କହିବୁ କି ଏହି ତୀଳ ଚିହ୍ନ ସେହି ବ୍ୟକ୍ତତିର ସବୁ ଲକ୍ଷ୍ୟଣ ବିଷୟ ରେ ହିଁ ସୂଚେଇ ଥାଏ । ଏବଂ ଏହି ଚିହ୍ନ ବ୍ୟକ୍ତି ର ଆସୁ ଥିବା ସଂମ୍ପର୍ଣ୍ଣ ସମୟ ବିଷୟ ରେ ବି ସୂଚେଇ ଥାଏ ।

girl

ତେବେ ଶରୀର ର ସବୁ ଅଙ୍ଗ ମଧ୍ୟରୁ ଓଠ ରେ କଳା ଜାଇ ଚିହ୍ନ ରହିଲେ କଣ ସଂଙ୍କେତ ମିଳେ ସେହି ବିଷୟ ରେ ଜାଣିବା । ତେବେ ବନ୍ଧୁଗଣ ଓଠ ରେ କଳା ଜାଇ ଚିହ୍ନ ରହିଲେ ଏହା ପ୍ରେମର ସଂଙ୍କେତ ଦେଇ ଥାଏ । ଯେଉଁ ମାନଙ୍କ ଓଠ ରେ ତୀଳ ଚିହ୍ନ ରହି ଥାଏ ସେହି ମାନଙ୍କର ପ୍ରଥମେ ହିଁ ପ୍ରେମ ହୋଇ ଥାଏ । ମାନେ ଏହି ପରି ଝିଅ ମାନେ ପ୍ରେମ ରେ ବହୁତ ମାହିରୀ ହୋଇ ଥାନ୍ତି ଏମାନେ ଯେକୈଣସି ପୁଅ କୁ ବି ନିଜ ଆଡକୁ ଆକର୍ଶିତ କରି ଦେଇ ଥାନ୍ତି । ଏମାନେ ସବୁ ବେଳେ ଜାହାକୁ ବି ଭଲ ପାଆନ୍ତି ସେମାନେ ହୃଦୟ ରୁ ହିଁ ଭଲ ପାଇ ଥାନ୍ତି ।

girrl

ସେମାନେ ନିଜେ ପଛେ ଧକ୍ଲା ଖାଇ ଜାଇ ଥାନ୍ତି ହେଲେ କାହାକୁ ଧକ୍କା ଦିଅନ୍ତି ନାହିଁ । ଯେଉଁ ମାନଙ୍କର ତଳ ଓଠ ରେ ତୀଳ ଚିହ୍ନ ରହି ଥାଏ ସେମାନଙ୍କର ଲବ ମ୍ୟରେଜ୍ ହେବାର ବହୁତ ସମ୍ଭାବନା ରହି ଥାଏ । ଠିକ୍ ସେହି ପରି ଯେଉଁ ବ୍ୟକ୍ତି ର ତଳ ଓଠ ର ବାମ ପାଖରେ ତୀଳ ଚିହ୍ନ ଦେଖିବା ପାଇଁ ମିଳେ । ସେମାନଙ୍କର ଲଭ୍ ସହିତ ଆରେଞ ମ୍ୟରେଜ୍ ହେବାର ସମ୍ଭାବନା ବହୁତ ରହି ଥାଏ । ତେବେ ବନ୍ଧୁଗଣ ଆପଣ ମାନେ ଜାଣି ପାରିଲେ ଓଠ ରେ ତୀଳ ଚିହ୍ନ ଥିଲେ କଣ ସଂଙ୍କେତ ଦେଇ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *