ବଡ ଖବର ; ବାହାରି ଗଲା କରୋନା ଭ୍ୟାକ୍ସନି , ଏହି ଦେଶ କଲା ଦାବି

israil

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଯେଉଁ ଠାରେ ଭାରତ ସମେତ ଅନ୍ୟ ବଡ ବଡ ଦେଶ ମାନେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏହି କୋରନା ଭାଇରସ ର ଭେକ୍ସିନ୍ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ସେମିତି କ୍ଷେତ୍ର ରେ ଇସ୍ରାଇଲ ଗୋଟିଏ ଆଶ୍ଚର୍ଯ୍ୟ ଜନକ ଖବର ଆସି ଆମ ପାଖରେ ପହଁଚିଛି । ତେବେ ଆପଣ ମାନଙ୍କୁ ସୂଚନା ଦେବୁ କି ଇସ୍ରାଇଲ ର କହିବା ଅନୁସାରେ ସେ ଏହି ଦିନ ରେ କୋରନା ଭାଇରସ ଉପରେ ଗୋଟିଏ ଏଣ୍ଟିଡୋର୍ଟ ବାହାର କରି ଦେଇଛି । ଏହି କଥା ର ସୂଚନା ଇଜ୍ରାଇନ୍ ର ରକ୍ଷା ମନ୍ତ୍ରାଳୟ ଦେଇଛି ।

covid

ଇସ୍ରାଏଲ ର ରକ୍ଷା ମନ୍ତ୍ରୀ ନପତାଲୀ ବନେଟ୍ । ସେ କହିଛନ୍ତି କି ।ଇସ୍ରାଇଲ ଇସ୍ଚୁଟ୍ ଫର ବାୟୋଲୋଜୀ ରିସର୍ଚ୍ଚ ଏହି ଦିନ ରେ ଏହି କୋରନା ଭାଇରସ ର ଏଣ୍ଟିବୋର୍ଡ଼ି ବିକଶିତ କରିବାରେ ସଂମ୍ପର୍ଣ୍ଣ ଭାବେ ସଫଳ ହୋଇ ପାରିଛି । ଏବଂ ଏହା ସଂମ୍ପର୍ଣ୍ଣ ଭାବେ ଗୋଟିଏ ଅତୈହାସିକ କଥା ଅଟେ ବୋଲି ନିଜର ଟୁଇଟର ରେ ଜଣେଇଛନ୍ତି । ତେବେ ଏହି ଏଣ୍ଟିବୋର୍ଡି କେମିତି କାମ କରେ ନା ଯଦି କୈଣସି ବି କୋରନା ବ୍ୟକ୍ତି ଙ୍କ ଶରୀର ରେ ଏହା କୁ ପ୍ରବେଶ କରେଇ ଦିଆ ଯାଏ । ତେବେ ସେଠାରେ ଏହି ଏଣ୍ଟିବୋର୍ଡି ଭାଇରସ ସହିତ ଲଢିବ । ଏବଂ ତାହାକୁ ଦୂରେଇ ଦେବ ।

ଏବଂ ପୂର୍ବ ମାସ ରେ ଇସ୍ରାଇଲ ଇସ୍ଚୁଟ୍ ଫର ବାୟୋଲୋଜୀ ରିସର୍ଚ୍ଚ କହି ଥିଲା କି ଏହି ଅଣ୍ଟିଡୋର୍ଟ ଟି ବହୁତ ଦିନ ଟେଷ୍ଟିଂ ପରେ ହିଁ ହୋଇ ପାରିଛି । ଏବଂ ଏଠାରେ ପୂର୍ବ ମାସ ରେ ଆମେ ମାନେ ମୂଷା ଉପରେ ଟେଷ୍ଟ କରି ଥିବା ବେଳେ ଏବେ ମଣିଷ ଙ୍କ ଉପରେ ସଫଳ ପରିକ୍ଷଣ ର ହିଁ ଡେରୀ ରହିଛି ବୋଲି ସେମାନେ କହିଛନ୍ତି । ଏବଂ ଏହିଥି ପାଇଁ ଏମିତି କହିଛନ୍ତି କି ଦେଶ ଦୁନିଆଁ ସହିତ ଏହା ପାଇଁ ସଂମ୍ପର୍କ ବି କରା ଯାଉଛି । ଯେମିତି କି ଏହାର ବହୁତ ବଡ ପରିମାଣ ରେ ମେନୁଫେକ୍ଚରିଂ ହୋଇ ପାରିବ ।

covv

ଏମିତି ରେ ସେମାନଙ୍କ କହିବା କଥା ଅନୁସାରେ ଏହାର ସଂମ୍ପର୍ଣ୍ଣ ଭାବେ ଟୀକାର ପରିକ୍ଷା ମୂଷା ଉପରେ ହୋଇ ସାରି ଥିବା ବେଳେ ଏହାର କ୍ଲିନିକାଲ ଟେଷ୍ଟ କେବଳ ବାକୀ ରହିଛି । ଏମିତି ରେ ଏହା ସଫଳ ହେଲେ ନିଶ୍ଚିତ ଭାବେ ସଂମ୍ପର୍ଣ୍ଣ ରୂପେ ଆପଣ ମାନେ ନିଜ ନିଜ ଦେଶ ରେ ବି ଏହି ଭାଇରସ ର ଟୀକା କୁ ପାଇ ପାରିବେ । ଏବଂ ନିସ୍ଚିତ ଭାବେ ଭଲ ହୋଇ ପାରିବେ । ସେହି ପରି ବେଳେ ଏହି ସବୁ ପଛରେ ନାହିଁ ଇଟାଲୀ ସେମାନେ ବି ଏହି ଟୀକାର ପ୍ରସ୍ତୁତି ରେ ଆଗରେ ରହି ଥିବା ବେଳେ ଖୁବ୍ ଶିଘ୍ର ଏହି ଭାଇରସ ଲୁପ୍ତ ହୋଇ ଯିବ ବୋଲି ସେମାନେ ପ୍ରତିସୃତି ଦେଇଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *