ମହିଳା ମାନଙ୍କ କେଉଁ ଅଙ୍ଗରେ ବାଳ ରହିବା ଶୁଭ ଆଉ କେଉଁଠି ଅଶୁଭ |

womennn

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଆମେ ଆଜି ଆପଣ ମାନଙ୍କ ପାଖକୁ ଗୋଟିଏ ଇଣ୍ଟିରେଷ୍ଟିଙ୍ଗ ଏବଂ ରୋଚକ ତଥ୍ୟ କୁ ନେଇ ଆସିଛୁ । ତେବେ ସେମିତି ରେ ଆମେ ଜାଣିବା ଆଜି ଝିଅ ମାନଙ୍କର କେଉଁ ଅଙ୍ଗ ରେ ବାଳ ରହିବା ଅଶୁଭ ହୋଇ ଥାଏ । ଏହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ । ସେମିତି ରେ ଆପଣ ମାନେ ଜାଣିଛନ୍ତି କି ବାସ୍ତୁ ଶାସ୍ତ୍ର ହିସାବ ରେ କୈଣସି ଝିଅ ପୁଅ ର ଆକାର ପ୍ରକାର ଗଠନ କୁ ଦେଖି ହିଁ ତାର ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହି ହୁଏ ।

girl

ଏହା ଛଡା ଆମେ ପ୍ରଥମ ରୁ ହିଁ ଜାଣିଛେ କି ଝିଅ ମାନଙ୍କ ମୁଣ୍ଡ ରେ ବାଳ ଲମ୍ବା ଏବଂ ଘନ ହୋଇ ଥିଲେ ସେ ସ୍ୱଭାଗ୍ୟ ବତୀ ହୋଇ ଥାଏ । ସେମାନଙ୍କ ବୈବାହିକ ଜିବନ ବହୁତ ସୁନ୍ଦର ହୋଇ ଥାଏ । ସେହି ପରି ଭାବେ ଝିଅ ମାନଙ୍କ ଆଖିର ବାଳ ଯୋଡା ଯୋଡା ହୋଇ ରହିଲେ ତାହା କୈଣସି କ୍ଷେତ୍ର ରେ ଆର୍ଥିକ ଅବସ୍ଥା ସୁଧାର ହୋଇ ଥାଏ । ନିଜ ଦକ୍ଷ୍ୟତା ରେ ସେମାନେ ସଫଳତା ପାଇ ଥାନ୍ତି । ଏମାନେ ସାଶୁ ସଶୁର ଙ୍କ ସେବାରେ କେବେ ବି ହେଳା କରନ୍ତି ନାହିଁ । ଏବେ ଆସନ୍ତୁ ଜାଣିବା ଝିଅ ମାନଙ୍କ କେଉଁ ଅଙ୍ଗ ରେ ବାଳ ରହିବା ଦ୍ୱାରା ତାହା ଅଶୁଭ ହୋଇ ଥାଏ ।

ପ୍ରଥମେ ହେଲା ଝିଅ ମାନଙ୍କ ଉପର ଓଠ ର ଉପରେ ବାଳ ରହିଲେ ଏହାର କୁ ପ୍ରଭାବ ସେମାନଙ୍କ ସ୍ୱାମୀ ଉପରେ ପଡେ ଏହା ଗୋଟିଏ ପ୍ରକାରର ଅଶୁଭତା ସ୍ୱଭାବ ହୋଇ ଥାଏ । ଦୁଇ ରେ ରହିଛି ଯେଉଁ ଝିଅ ମାନଙ୍କର ଛାତି ରେ ବାଳ ରହି ଥାଏ ସେମାନେ ବହୁତ ସ୍ୱାର୍ଥପର ହୋଇ ଥାନ୍ତି । ଏବଂ ଯେଉଁ ଘର କୁ ଜାଆନ୍ତି ସେହି ଘରେ ଅସନ୍ତି ଏବଂ ଶୁଖ ହାନୀ ହୁଏ ।

girrl

ସେହି ପରି ବେଳେ ଯେଉଁ ଝିଅ ମାନଙ୍କର ପୁରୁଷ ଙ୍କ ପରି ହାତ ରେ ଏବଂ ଗୋଡ ରେ ବାଳ ରହି ଥାଏ ସେମାନେ ବି ଅଶୁଭତାର ପରିଚୟ ହୋଇ ଥାନ୍ତି ସେମାନଙ୍କ ପାଖରେ ସେମାନଙ୍କ ସ୍ୱାମୀ ସନ୍ତୁଷ୍ଟ ହୁଅନ୍ତି ନାହିଁ । ଏମାନେ ଉଗ୍ର ସ୍ୱଭାବୀ ଗର୍ବି ହୋଇ ଥାନ୍ତି । ସେହି ପରି ବେଳେ ଯେଉଁ ଝିଅ ମାନଙ୍କର ସ୍ୱାମୀ ଙ୍କ ପରି ପେଟ ରେ ବାଳ ଥାଏ ସେମାନେ ନିଜ ସ୍ୱାମୀ ଙ୍କ ଅପେକ୍ଷା ଅନ୍ୟ ପୁରୁଷ ଆଡେ ଚାହାଁନ୍ତି । ସେହିଥି ପାଇଁ ଘରେ ଅସାନ୍ତି ରହେ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *