ରାସନ କାର୍ଡ ଥିଲେ ବଡ ଖବର , ନିଶ୍ଚୟ ପଢନ୍ତୁ ନ ହେଲେ ପଡିବେ ଅସୁବିଧାରେ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ କରି ନାହାଁନ୍ତି କି ରାସନ କାର୍ଡ ତେବେ ଘରେ ବସି ଅତିି ସହଜ ରେ କରନ୍ତୁ ରାସନ କାର୍ଡ ର ଆବେଦନ । କେଉଁଠୀ କିଭଳୀ ଏବଂ କେଉଁ ପରି ରହିଛି ସର୍ତ ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ପ୍ରଥମେ ତ ଆପଣ ମାନେ ଜାଣନ୍ତୁ ଏଠାରେ ଯେଉଁ ମାନଙ୍କର କେବଳ ରାସନ କାର୍ଡ ନାହିଁ ସେହି ମାନେ ହିଁ ଏଠାରେ ଆପ୍ଲାୟ କରି ପାରିବେ ।

naveen

ତେବେ ଏହା ପାଇଁ ଆପଣ ମାନଙ୍କୁ କୈଁଁଣସି ବି ବ୍ରାଉଜର ରେ odisha ration card form ଲେଖିବା ପାଇଁ ପଡିବ । ଏହା ପରେ ଆପଣ ମାନଙ୍କୁ ଦୁଇ ନମ୍ବର ରେ e-Bitaran Odisha – FSCW ବୋଲି ଲିଙ୍କ୍ ପଳେଇ ଆସିବ ଏହା ଉପରେ ହିଁ ଆମେ କ୍ଲିକ୍ କରିବା । ଏହିଥିରେ ଆପଣ ମାନେ କ୍ଲିକ୍ କଲେ ଆପଣ ମାନେ ଏହାର ଅଫିସିଆଲ ୱେବସାଇଟ୍foododisha.in କୁ ପଳେଇ ଆସିବେ । ଏବଂ ସେଠାରେ ଆପଣ ମାନଙ୍କୁ ତିନୋଟି ଫେଜ୍ ଦେଖିବା ପାଇଁ ମିଳିବ ଏଠାରେ ଆପଣ ମାନଙ୍କୁ NFSA 2013 Ration card ଉପରେ କ୍ଲିକ୍ କରିବା ର ରହିଛି ।

ଏବଂ ପରେ ଆପଣ ମାନଙ୍କୁ ସେଠାରେ Ration Card Application Form under NFSA-2013 ବୋଲି ଗୋଟିଏ PDF ଦେଖିବା ପାଇଁ ମିଳିବ । ଏବଂ ପରେ ଆପଣ ମାନେ ସେହି ଫର୍ମ କୁ ଡାଉନଲୋର୍ଡ କରନ୍ତୁ ଏବଂ ପରେ ଅଫ୍ ଲାଇନ୍ ରେ ବାହାର କରି ଫିଲପ୍ କରନ୍ତୁ । ଏବଂ ନିଜର ପଞ୍ଚାୟତ କାର୍ଯ୍ୟଳୟ ରେ ଏହି ଫର୍ମ କୁ ସଂମ୍ପର୍ଣ୍ଣ ଭାବେ ପୂରଣ କରିବା ପରେ ଆପଣ ମାନଙ୍କୁ ଦେବାକୁ ପଡିବ ।

modi2

ଏବଂ ଏଠାରେ ଆପଣ ମାନଙ୍କୁ କହିଦେବୁ କି ଅନଲାଇନ୍ ରେ ଏମିତି ହେଉଛି କି ଆପଣ ମାନଙ୍କର ଯେଉଁ ଜନସେବା କେନ୍ଦ୍ର ରହିଛି ସେଠାରେ ଆପଣ ମାନେ କରି ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *