2 ମିନିଟରେ କଳା ଦାନ୍ତ କୁ କରନ୍ତୁ କାଗଜ ଭଳିଆ ଧଳା , ଜାଣନ୍ତୁ କିପରି

teee

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଆଜିର ସମୟ ରେ ଲୋକ ମାନେ ବହୁତ ଚିପେଷ୍ଟ ଖାଦ୍ୟ ର ସେବନ କରିବା ସହିତ ସେମାନେ ପାନ , ବିଡି ଗୁଟଖା , ଏବଂ ମଦଦ୍ୟ ପାନ ବି କରି ଥାନ୍ତି । ଏମିତି ବେଳେ ସେମାନେ ନିଜର ଦାନ୍ତ ର କେବେ ବି ସଠିକ୍ ଯତ୍ନ ନେଇ ପାରନ୍ତି ନାହିଁ । ସେମିତି କ୍ଷେତ୍ର ରେ ସେମାନଙ୍କ ଦାନ୍ତ ସଫା ନ ରହିବା ସହିତ ସେମାନ ଙ୍କ ଦାନ୍ତ ବଥା ଏବଂ ହଳଦିଆ ଦେଖା ଯିବାରେ ଲାଗି ଥାଏ । ଏହା ନିଶ୍ଚିତ ଭାବେ ଆପଣ ମାନେ ଜାଣି ଥିବେ ।

teethhh

ସେମିତି ରେ ଏହି ପରି ସ୍ଥିତି ରେ ବହୁତ ଏମିତି ଲୋକ ମାନେ ରହିଛନ୍ତି ଯେଉଁ ମାନଙ୍କ ଦାନ୍ତ ପୋକ ଲାଗିବା ର ବହୁତ ଚାନ୍ସ ମଧ୍ୟ ରହି ଥାଏ । ତେବେ ସେହି ପରି କ୍ଷେତ୍ର ରେ ଆମେ ଆଜି ଆପଣ ମାନଙ୍କୁ ଗୋଟିଏ ଘୋରେଇ ଉପାୟ ବିଷୟ ରେ କହିବୁ ଏହା ଏହାକୁ ପ୍ରସ୍ତୁତ କରିବା ର ପକ୍ରିଆ ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବୁ ଯେଉଁ ଠାରେ ଆପଣ ମାନେ ଏହି ଉପାୟ କୁ ଆପଣେଇବା ପରେ ପରେ ଆପଣ ମାନଙ୍କ ସବୁ ଦାନ୍ତ ର ସମସ୍ୟା ଏବଂ ଆପଣ ମାନଙ୍କୁ ହେଉ ଥିବା ଦାନ୍ତ ରୋଗ ସଂମ୍ପର୍ଣ୍ଣ ଭାବେ ଦୂରେଇ ଯିବ ।

teeth

ଏହି ପାଇଁ ଆପଣ ମାନଙ୍କୁ ପ୍ରଥମେ ଅଦା 50 ଗ୍ରାମ୍ ନେବାକୁ ପଡିବ । ଏବଂ ତାହାକୁ ସଂମ୍ପର୍ଣ୍ଣ ଛେଛି କରି ପେଷ୍ଟ ବନେଇବା ପାଇଁ ପଡିବ । ଏବଂ ପରେ ଆପଣ ମାନେ ସେହି ପେଷ୍ଟ କୁ ଗୋଟିଏ ଛୋଟ ପାତ୍ର ରେ ରଖନ୍ତୁ । ଏବଂ ସେହି ଥିରେ ଅଳ୍ପ ମାତ୍ର ଲୁଣ ପକାନ୍ତୁ । ଏବଂ ତାହାକୁ ସଂମ୍ପର୍ଣ୍ଣ ଗୋଳେଇ ବା ପରେ ଆପଣ ମାନେ ଗୋଟିଏ ଲେମ୍ବୁ ଆଣନ୍ତୁ ଏବଂ ସେହି ଥିରୁ ଅଧା ଲେମ୍ବୁ କୁ ଆପଣ ମାନେ ସେହି ପେଷ୍ଟ ରେ ଚିପୁଡି ଦିଅନ୍ତୁ । ଏବଂ ପରେ ସେହି ପେଷ୍ଟ କୁ 10 ମିନିଟ୍ ପର୍ଯ୍ୟନ୍ତ ଏମିତି ହିଁ ଗୋଳାନ୍ତୁ । କିଛି ସମୟ ପରେ ଆପଣ ମାନେ ସେହି ଥିରେ ନିଜ ଘରେ ବ୍ୟବହାର କରୁ ଥିବା ଟୁଥପେଷ୍ଟ କୁ ଆଣନ୍ତୁ ଏବଂ ସେହି ଥିରେ କିଛି ମାତ୍ରା ଦେଇ ପୁଣି ଗୋଳାନ୍ତୁ । ଏବଂ ସେହି ସବୁ କୁ ନେଇ ବ୍ରସ୍ ରେ ଦାନ୍ତ ରେ ଘୋଷାନ୍ତୁ ।

ତେବେ ଦେଖିବେ ଆପଣ ମାନଙ୍କ ଦାନ୍ତ ର ସବୁ ସମସ୍ତ କଳା ଦାଗ ଦୂର ହେବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *