କଫ ବାହାର କରିବା ଘରୋଇ ଉପଚାର | ନିଶ୍ଚୟ ଥରୁଟେ ପଢି ନିଅନ୍ତୁ

cou

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆମେ ଆଜି ଆପଣ ମାନଙ୍କୁ କହିବୁ ଛାତି ରେ କଫ ଜମା ହେଲେ ଆପଣ ମାନେ କଣ କରିବେ ଆପଣ ମାନେ ବହୁତ ସମୟରେ କଫ ପାଇଁ ନିଶ୍ଚିତ ଭାବେ ବହୁତ ଗୁଡିଏ ଔଷଧ ର ପ୍ରୟୋଗ କରି ଥାନ୍ତି । ହେଲେ ଏହି ସବୁ ପରେ ବି ଆପଣ ମାନେ ଯଦି କିଛି ବି ସଫଳ ପାଇ ନ ଥାନ୍ତି ତେବେ ଆମେ ଆଜି ଆପଣ ମାନଙ୍କୁ କହିବୁ ଏହା ବାହାର କରିବାର ବହୁତ ସହଜ ଉପାୟ ବିଷୟ ରେ ।

cough

ସାଧାରଣ ଭାବେ ଆମ ଶରୀର ରେ ଫସଫରସ୍ ମାତ୍ରା ଅଧିକ ରହି ଥାଏ । ତେବେ ସେହିଥି ପାଇଁ ଆମେ ଏହି ସବୁୂ କଫ ଆଦି ସମସ୍ୟା ରେ ପଡି ଥାନ୍ତି ତେବେ ଆପଣ ମାନେ ଏହା ପାଇଁ ଏକ ଘୋରଇ ଉପାୟ ରେ ନିଶ୍ଚିତ ଭାବେ ଏହାକୁ ରୋକି ପାରିବେ । ଏହା ପାଇଁ ଆପଣ ମାନଙ୍କୁ ଗୁଡ ମାନେ ଘରେ ରହି ଥିବା ଗୁଡ କୁ ବ୍ୟବହାର କରିବା ପାଇଁ ପଡିବ । ଏହା ପାଇଁ ଆପଣ ମାନଙ୍କୁ ଦେଶୀ ପାନ ପତ୍ର ନେବେ ସେହି ଥିରେ ଆପଣ ମାନେ ସୁଣ୍ଠୀ ମିଶେଇବେ । ସେହି ଥିରେ ଆପଣ ମାନନେ ଅଳେଇଚ ଏବଂ ଲବଙ୍ଗ ମିଶେଇବେ । ଏବଂ ଏହି ସବୁ କୁ ଆପଣ ମାନେ ଯେମିତି ପାନ ଖାଆନ୍ତି ସେହି ପରି ଭାବେ ଆପଣ ମାନେ ଏହି ଠାରେ ଅଳେଇଚ ସୁଣ୍ଠୀ ଏବଂ ଲବଙ୍ଗ କୁ ରଖି ସେହି ଠାରେ ଖିଲ ମୁ଼ଡାନ୍ତୁ ଏବଂ ଏହାକୁ ଆପଣ ମାନଙ୍କୁ ପାଟି ରେ ରଖି ଆପଣ ମାନଙ୍କୁ ଧିରେ ଧିରେ ଚୁସି ଚୁସି ଖାଇବା ପାଇଁ ପଡିବ

coughh

। ଏହାକୁ ଆପଣ ମାନଙ୍କୁ 10 ରୁ 15 ମିନିଟ୍ ଯାଏ ଖାଇବା ପାଇଁ ପଡିବ । ତେବେ ଆପଣ ମାନେ ଏହି ସବୁ ସମସ୍ୟା ରୁ ସଂମ୍ପର୍ଣ୍ଣ ଭାବେ ଦୂରେଇ ପାରିବେ । ଯଦି ଆପଣ ମାନଙ୍କୁ ଅଧିକ କାସ ବା ଏମିତି ରେ ବହୁତ କଫ ନିଜ ଛାତି ରେ ଜମାଟ୍ ହେଉ ଥିବାର ଆପଣ ମାନେ ଦେଖନ୍ତି ତେବେ ଆପଣ ମାନେ କଣ କରିବେ ନା ପ୍ରତିଦିନ ସକାଳୁ ଅଦାର ସେବନ କରି ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *