ପୁଣି କମିଲା ସୁନା ଦର , ବାପରେ ଏତେ ଟଙ୍କା କମି ଗଲା ସୁନା ରେଟ

gold-rate

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଯେମମିତି କି ଆପଣ ମାନେ ଜାଣି ଥିବେ ଲକଡାଉନ୍ 2.0 ଶେଷ ହୋଇ ସାରିଛି । ଆଉ ଏମିତି ରେ ଏବେ ଲକଡାଉନ୍ ର 3.0 ର ଆରମ୍ଭ ହୋଇଛି । ଆଉ ଏହି ପ୍ରଥମ ଦିନ ରେ ହିଁ ସୁନା ଦରର ହୋଇଛି ବଡ ପରିବର୍ତନ । ତେବେ ଆପଣ ମାନେ ଯଦି ସୁନା କିଣିବେ ତେବେ କେତେ ଟଙ୍କା ଦେଇ ଆପଣ ମାନେ ସୁନା କିଣିବେ ଏବଂ ନୂଆ ଦର ଏବେ କେତେ ଟଙ୍କା ରରହିଛି ସେହି ବିଷୟ ରେ ଆପଣ ମାନଙ୍କ ସହିତ ସଂମ୍ପର୍ଣ୍ଣ ଭାବେ କଥା ହେବା ।

goldd

ସେମିତି ରେ ପୂର୍ବ ବଜାର ରେ ସୁନା ର ଦର ଆକାଶ ଛୁଆଁ ହୋଇ ଥିବା ବେଳେ ଏବେ ବି ଏହି ସ୍ଥିତି ରହିଛି । ଗତ ସୋମବାର ଦିନ ଲକଡାଉନ୍ ପାଇଁ ସୁନା ର ଦର କମି ଥିବାର ଦେଖିବା ପାଇଁ ମିଳିଛି । ଏହି ଦିନ ରେ ସୁନା ର ଦର 213 ଟଙ୍କା କମିବା ସହିତ 45,740 ଟଙ୍କା 10 ଗ୍ରାମ ପିଛା ହୋଇଛି । ଅନ୍ୟ ପଟ ରେ ରୂପା ର ଦର 42 ପ୍ରତିଶତ ବୃଦ୍ଧି ସହିତ 41,410 ଟଙ୍କା ରେ ପପ୍ରତି 10 କିଲୋ ଗ୍ରାମ ରେ ପହଁଚିଛି । ଏକ୍ସପୋର୍ଟ ଙ୍କ କହିବା ଅନୁସାରେ ଏବେ ନିୟୁୱର୍କ ର ସୁନା 0..66 ପ୍ରତିଶତ ବୃଦ୍ଧି ହେବା ସହିତ । 17 ହଜାର .90 ଡଲାର୍ ଏବେ ରହି ଥିବାର ଦେଖିବା ପାଇଁ ମିଳିଛି ।

ତେବେ ସାରା ଦେଶ ରେ ଏବେ 22 କେରେଟ୍ ସୁନା ର ଦାମ୍ ପ୍ରତି କ୍ୟରେଟ୍ ପିଛା 45,540 ଟଙ୍କା ହୋଇ ଥିବା ବେଳେ 24 କ୍ୟରେଟ୍ ସୁନା ର ଦର 46 ହଜାର 540 ଟଙ୍କା ରହିଛି । ସେହି ପରି ରୂପପା ର ଦାମ୍ ଆମେ କହିବା ତେବେ ମୋଲ୍ଟଟି କୋମଣ୍ଡୀ ଏକ୍ସଚେଞ୍ ରେ ରୂପା କୁ ବନ୍ଧେଇବା ର ଦାମ୍ ମେ ମାସ ରେ 173 ଟଙ୍କା ବା 0.42 ପ୍ରତିଶତ ବଢି ଥିିବାର ଦେଖିବା ପାଇଁ ମିଳିଛି । ଏବଂ ଏଠାରେ ପ୍ରତି 10 ଗ୍ରାମ ପିଛା 41 ହଜାର 400 ଶହ ଟଙ୍କା ରହିଛି ।

goldddd

ଏବଂ ସେହି ପରି ଭାବେ ଜୁଲାଇ ମାସ ରେ ରୂପା ର ଡେଲିଭରୀ ଦାମ୍ 108 ଟଙ୍କା ହେବ ବା 0.26 ପ୍ରତିଶତ ବୃଦ୍ଧି ସହିତ । 41 ହଜାର 705 ଟଙ୍କା ରହିଛି । ତେବେ ଏହି ଥିଲା କିଛି ଆଜିର ଫ୍ରେସ୍ ଅପଡେଟ୍ । ଜାହାକୁ ଆପଣ ମାନଙ୍କୁ ଜଣେଇ ଦେଲୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *