ଗାଇ କ୍ଷୀର ଦିଏ , କୁକୁଡା ଆଣ୍ଡା ଦିଏ : ଏମିତି କିଏ ଅଛି ଯିଏ 2 ଟା ଜାକ ଦିଏ

ans

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆଜି ଆମେ ଆପଣ ମାନଙ୍କୁ ଏଠାରେ କିଛି GK ପ୍ରଶ୍ନ ଏବଂ ତାହାର ଉତ୍ତର ବିଷୟ ରେ କହିବା ପାଇଁ ଚାହିଁବୁ । ଏମିତି ରେ ଆଜିର ସମୟ ରେ ଆପଣ ମାନେ ନିଶ୍ଚିତ ଭାବେ କୈଣସି ଟିଭି ସୋ ବା କୈଣସି ବଡ ବଡ ଜବ୍ ଇଣ୍ଟରଭିୟୁ ରେ ଏମିତି କିଛି ସାଧାରଣ ପ୍ରଶ୍ନ ଗୁଡିକ କୁ ପଚାରୁ ଥିବା ବେଳେ ଆମ ପାଖରେ ସେହି ସବୁ ର ସଠିକ ଉତ୍ତର ମାନ ରହି ନ ଥାଏ । ସେମିତି କ୍ଷେତ୍ର ରେ ଆମେ ଆଜି୍ ଆପଣ ମାନଙ୍କ ପାଇଁ କିଛି ସେମିତି୍ ହିଁ ପ୍ରଶନ୍ନ ସହିତ ଉତ୍ତର ନେଇ କରି ଆସିଛୁ । ଜାହାକୁ ଆପଣ ମାନେ ଜାଣିଲେ ନିଶ୍ଚିତ କୈଣସି ସ୍ଥିତି ରେ ପରିକ୍ଷା ରେ ଉତିର୍ଣ୍ଣ ହୋଇ ପାରିବେ । ଆମେ ଆଜି ଆପଣ ମାନଙ୍କୁ ସାଧାରଣ ଞ୍ଗାନ ସମନ୍ଧିୟ କିଛି ପ୍ରଶ୍ନ ଏବଂ ଏହାର ଉତ୍ତର ଆପଣ ମାନଙ୍କ ପାଇଁ ନେଇ କରି ଆସିଛୁ ,  ତେବେ ଆସନ୍ତୁ ସେମିତି କିଛି ପ୍ରଶ୍ନ ଜାଣିବା ।

qustiiom

1: ଏମିତି କେଉଁ ସ୍ଥାନ ରହିଛି ଯେଉଁ ଠାରେ ନଦୀ ଅଛି କିନ୍ତୁ ପାଣି ନାହିଁ ଜଙ୍ଗଲ ଅଛି କିନ୍ତୁ ଗଛ ନାହିଁ ସହର ଅଛି କିନ୍ତୁ ଘର ନାହିଁ ସଡକ ଅଛି ହେଲେ ଗାଡି ନାହିଁ ?  ଏହାର ଉତ୍ତର ହେଲା ମେପ୍ ବା ମାନଚିତ୍ର । ଆପଣ ମାନେ ସେଠାରେ ନିଶ୍ଚିତ ଭାବେ ସବୁ କିଛି ପାଇ ଥାନ୍ତି ଯେମିତି ସଡକ , ନଦୀ , ଜଙ୍ଗଲ ହେଲେ ତାହା ବାସ୍ତବ ରେ ନାହିଁ ।

2: ଏହାର କଣ ଜାହାର ଓଜନ କିଛି ନାହିଁ ତଥାପି କେହି ତାକୁ ଅଧିକ ସମୟ ଧରି ରଖି ପାରନ୍ତି ନାହିଁ ? ଏହାର ଉତ୍ତର ହେଲା ନିଶ୍ୱାସ ଆପଣ ମାନେ ଏହାକୁ ଧରି ରଖି ପାରିବେ ନାହିଁ । ଏବଂ ଏହାକୁ ନିଶ୍ଚିତ ଭାବେ ଛାଡିବା ପାଇଁ ପଡି ଥାଏ ।

qustt

3: ଗାଈ କ୍ଷୀର ଦିଏ କୁକୁଡା ଅଣ୍ଡା ଦିଏ ଏମିତି କିଏ ଅଛି ଯିଏ ଏହି ଦୁଇଟି ଯାକ ଦିଏ ?  ଏହାର ସଠିକ୍ ଉତ୍ତର ହେଲା ଦୋକାନୀ ହିଁ ଆଜ୍ଞ୍ୟା ଆପଣ ମାନଙ୍କୁ ଦୋକାନୀ ପାଖରେ ଏହି ଦୁଇଟା ଜିନିଷ ଏକା ସଂଙ୍ଗେ ମିଳି ଯିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *