ଏମିତି କଣ ଅଛି ଗୋଟିଏ ସ୍ତ୍ରୀ ସମସ୍ତଙ୍କୁ ଦେଇ ପାରିବ , ହେଲେ ସ୍ବାମୀକୁ ଦେଇ ପାରିବନି

aaabb

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆଜି ଆମେ ଆପଣ ମାନଙ୍କୁ ଏଠାରେ କିଛି GK ପ୍ରଶ୍ନ ଏବଂ ତାହାର ଉର୍ତ୍ତର ବିଷୟ ରେ କହିବା ପାଇଁ ଚାହିଁବୁ । ଏମିତି ରେ ଆଜିର ସମୟ ରେ ଆପଣ ମାନେ ନିଶ୍ଚିତ ଭାବେ କୈଣସି ଟିଭି ସୋ ବା କୈଣସି ବଡ ବଡ ଜବ୍ ଇଣ୍ଟରଭିୟୁ ରେ ଏମିତି କିଛି ସାଧାରଣ ପ୍ରଶ୍ନ ଗୁଡିକ କୁ ପଚାରୁ ଥିବା ବେଳେ ଆମ ପାଖରେ ସେହି ସବୁ ର ସଠିକ ଉତ୍ତର ମାନ ରହି ନ ଥାଏ । ସେମିତି କ୍ଷେତ୍ର ରେ ଆମେ ଆଜି୍ ଆପଣ ମାନଙ୍କ ପାଇଁ କିଛି ସେମିତି୍ ହିଁ ପ୍ରଶନ୍ନ ସହିତ ଉତ୍ତର ନେଇ କରି ଆସିଛୁ । ଜାହାକୁ ଆପଣ ମାନେ ଜାଣିଲେ ନିଶ୍ଚିତ କୈଣସି ସ୍ଥିତି ରେ ପରିକ୍ଷା ରେ ଉତିର୍ଣ୍ଣ ହୋଇ ପାରିବେ । ଆମେ ଆଜି ଆପଣ ମାନଙ୍କୁ  କିଛି ପ୍ରଶ୍ନ ଏବଂ ଏହାର ଉତ୍ତର ଆପଣ ମାନଙ୍କ ପାଇଁ ନେଇ କରି ଆସିଛୁ ତେବେ ଆସନ୍ତୁ ମୋଟେ ବି ଡେରୀ ନ କରି ଜାଣି ନେବା ।

qustt

1: ମୁଁ କୁଆଡେ ଦୈଡି ଜାଇ ପାରେ ନାହିଁ କିନ୍ତୁ ଲୋକ ମାନେ ମତେ ବାନ୍ଧି ରଖନ୍ତି କହିଲ ଦେଖି ମୁଁଁ କି୍ଏ ?  ଏହାର ଉତ୍ତର ହେଲା ହାତର ଘଣ୍ଟାା ।

2: ଆଛା କହିଲ ଦେଖି ଗୋଟିଏ ଗୋଡ ରେ ଛିଡା ତିନୋଟି ଆଖି ରେ ତାହାର ଜାହାର କଥା ଆମେ ସମସ୍ତେ ମାନି ଥାନ୍ତି ?  ଏହାର ଉତ୍ତର ହେଲା ଟ୍ରାଫିକ୍ ସିଗ୍ନାଲ୍ ।

3 : ଏମିତି କେଉଁ ଶବ୍ଦ ଅଟେ ଜାହା କୁ ଆମେ ଦେଖି ପାରୁ ହେଲେ ପଢି ପାରୁ ନାହିଁ ?  ଏହାର ଉତ୍ତର ହେଲା ନାହିଁ ଏହି ଶବ୍ଦ ଦେଖି ପାରିବା ହେଲେ ପଢି ପାରିବା ନାହିଁ ।

4 ; ସେ କିଏ ଅଟେ ଯେବେ ଡିଆଁ ମାନେ ସେ ଚାଲି ଥାଏ ଯେତେ ବେଳେ ସେ ଛିଡା ହୁଏ ସେତେ ବେଳେ ସେ ବସି ଥାଏ ? ଏହାର ସଠିକ୍ ଉତ୍ତର ହେଲା କଙ୍ଗାରୁ । ଯେତେ ବେଳେ ସେ ଡିଆଁ ମାରେ ସେତେ ବେଳେ ସେ ଚାଲେ ଏବଂ ଛିଡା ହେଲେ ବସେ ।

qustiiom

5 : ଗୋଟିଏ ସ୍ତ୍ରୀ ଲୋକ ଏହି ଜିନିଷ କୁ ସମସ୍ତ ଙ୍କୁ ଦେଇ ପାରିବେ ହେଲେ ନିଜ ସ୍ୱମୀ ଙ୍କୁ ନୁହେଁ ?  ଏହାର ସଠିକ୍ ଉତ୍ତର ହେଲା ରାକ୍ଷୀ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *