ନିଜ ଜନ୍ମ ଦୀନରେ ସିଦ୍ଧାନ୍ତ ନିଜେ କହିଲେ ତାଙ୍କ ଫିଟନେସର ରାଜ କଣ !

siidhh

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଓଲିଉଡ ର ସୁପର ଷ୍ଟାର ସିଦ୍ଧାନ୍ତ ମହାପାତ୍ର ଙ୍କର ଗତ 5 ତାରିଖରେ ଜନ୍ମ ଦିନ ରହିଥିଲା । ତେବେ ସେହି ଦିନ ରେ ତାଙ୍କର ବୟସ 54 ହୋଇ ଥିବା ବେଳେ ଆସନ୍ତୁ ଜାଣିବା ସେ ଆଜିର ଦିନ ରେ କେମିତି ରହିଛନ୍ତି । ଆପଣ ମାନେ ଜାଣି ଥିବେ ଓଲିଉଡ ର ଏଭରଗ୍ରାନ୍ ମେଗା ଷ୍ଟାର ହେଲେ ସିଦ୍ଦାନ୍ତ ମହାପାତ୍ର । ତାଙ୍କୁ ଓଲିଉଡ ର ପ୍ରଥମ ମେଗା ଷ୍ଟାର ମଧ୍ୟ କୁହା ଯାଏ । ସେ ତାଙ୍କର ସୁନ୍ଦର ଅଭିନୟ ବଳ ରେ ଆଜି ବି ଦର୍ଶକ ଙ୍କ ମନ ରେ ରହିଛନ୍ତି ।

siiidha

ଅନେକ ସୁପର ହିଟ୍ ଫିଲ୍ମ ସେ ଦର୍ଶକ ଙ୍କୁ ଭେଟୀ ଦେଇଛନ୍ତି । 1993 ମସିହା ରୁ ଅଭିନୟ ଆରମ୍ଭ କରି ଥିବା ବେଳେ ଏବେ ସେ ଓଲିଉଡ ରେ ରାଜ କରୁଛନ୍ତି । 1966 ମସିହା ମେ 4 ରେ ଜନ୍ମ ଗ୍ରହଣ କରି ଥିବା ସିଦ୍ଧାନ୍ତ ଙ୍କୁ । ଏବେ ବୟସ ହେଲାଣୀ 54 ବର୍ଷ । ହେଲେ ଏବେ ବି ସେ ସଂମ୍ପର୍ଣ୍ଣ ଫିଟ୍ ଏବଂ ଫାଇନ୍ ରହିଛନ୍ତି । ଆପଣ ମାନେ କେବେ ଜାଣିଛନ୍ତି କି ଅଭିନେତା ସିଦ୍ଧାନନ୍ତ ମହାପାତ୍ର ଙ୍କ ର ଫିଟନେସ୍ ର ରାଜ କଣ । ଓଡ଼ିଶା ଲାଇଭ୍ ରେ ହୋଇ ଥିବା ସାକ୍ଷାତ କାର ରେ ସେ ନିଜର ଫିଟନେସ୍ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହି ଥିଲେ ।

sidhan

ତେବେ ସେ ସେଠାରେ କହି ଥିଲେ କି ପ୍ରତିଦିନ ସାଇକେଲିଂ ପାଇଁ ହିଁ ସେ ନିଜର ଫିଟନେସ୍ କୁ ବଜାଇ ରଖିଛନ୍ତି ବୋଲି ଜଣା ପଡିଛି । ସେ ସାଇକେଲ ଚଳେଇବା ପାଇଁ ବହୁତ ପସନ୍ଦ କରନ୍ତି । କେବେଳ ଏହି କଥା ନୁହେଁ ବରଂ ଏହି ସାକ୍ଷାତ କାର ରେ ସେ ନିଜ ମାଆ ଙ୍କୁ ନିଜର ଆଦର୍ଶ କରିଛନ୍ତି ବୋଲି ସେ କହି ଥିଲେ । ସେହି ପରି ବେଳେ ଅଭିନୟ ରେ ତାଙ୍କର ଅନନ୍ତର ଆତ୍ମା ହିଁ ତାଙ୍କର ଆଦର୍ଶ ବୋଲି ସେ କହି ଥିବାର ଦେଖିବା ପାଇଁ ମିଳିଛନ୍ତି । ତେବେ ଜାହା ବି ହେଉ ତାଙ୍କର ଜନ୍ମ ଦିନ ଉପଲକ୍ଷେ ଆପଣ ମାନେ ନିଶ୍ଚିତ ଭାବେ ତାଙ୍କୁ କମେଣ୍ଟ ରେ ଉଇସ୍ ଜଣାନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *