ଏଲିନା ଙ୍କ ସମ୍ପତ୍ତି ଜାଣି ଆଶ୍ଚର୍ଯ୍ୟ ହେବେ , ବାପରେ ଏତେ ଟଙ୍କାର ମାଲିକାଣି ଏଲିନା

elina-sam

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କ ସହିତ ଆପଣ ମାନଙ୍କ ପ୍ରିୟ ଓଲିଉଡ ର କୁଇନ୍ ଏଲିନା ସାମନ୍ତରାୟ ଙ୍କ ବିଷୟ ରେ ଏଠାରେ ସଂମ୍ପର୍ଣ୍ଣ ଭାବେ କଥା ହେବା ତଥା ତାଙ୍କର ପର୍ସିନାଲ ଲାଇଫ୍ ଏବଂ ତାଙ୍କର ସଂମ୍ପତୀ ବିଷୟରେ ଏଠାରେ ଆପଣ ମାନଙ୍କ ସହିତ ସଂମ୍ପର୍ଣ୍ଣ ଭାବେ କଥା ହେବା ।

elinaa

ତେବେ ପ୍ରଥମେ ରହିଛି ଏଲିନା ସାମନ୍ତରାୟ ଙ୍କ ଜନ୍ମ 1996 ମସିହା ରେ ଭଦ୍ରକ ଠାରେ ହୋଇ ଥିଲା । ତାଙ୍କର ବୟସ ବର୍ତମାନ ସମୟ ରେ ମାତ୍ର 23 ରହିଛି । ସେ ବେସ୍ କମ୍ ବୟସ ରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ସୁନାମ ଅର୍ଜନ କରି ଥିଲେ । ସେ ଫିଲ୍ମରେ ପାଦ ଦେଇ ଥିଲେ କିଏ ହେବ ମୋ ହିରୋଇନ୍ ସୋ ରେ ବିଜେତା ହେବା ପରେ । ଆଉ ସେ ପ୍ରଥମ ଫିଲ୍ମ ଇସ୍କ ତୁ ହି ତୁ କରି ଥିଲେ । ଏଲିନା ଏହି 5 ବର୍ଷ ମଧ୍ୟରେ ଓଲିଉଡ ର ସବୁ କଳାକାର ଙ୍କ ସହିତ କିଛି ନା କିଛି ଫିଲ୍ମ କରି ସାରିଛନ୍ତି ।

ଯେମିତି ଆପଣ ମାନଙ୍କୁ କହିଲୁ ତାଙ୍କର ବୟସ ହେଲା 23 ଏବଂ ତାଙ୍କର ଉଚ୍ଚତା ହେଲା 5 ଫୁଟ୍ 7 ଇଞ୍ଚ୍ ରହିଛି । ତାଙ୍କର ଓଜନ 57 କେଜି ରହିଛି । ତାଙ୍କର ବର୍ଡି ସାଇଜ୍ 34 ,28, 34 ରହିଛି । ଆଉ ଏଲିନା ସାମନ୍ତରାୟ ଗୋଟିଏ ଫିଲ୍ମ କରିବା ପାଇଁ ସେ 12 ରୁ 15 ଲକ୍ଷ ଟଙ୍କା ନେଇ ଥାନ୍ତି । ଏବଂ ଏହି ସମୟ ରେ କେବଳ 5 ବର୍ଷରେ 12 ଟି ଓଡ଼ିଆ ଫିଲ୍ମ ରେ କାମ କରି ସାରିଛନ୍ତି ।

elina-samantray

ସେହି ସହିତ ସେ ବ୍ରାଣ୍ଡ ର ସ୍ପନ୍ସର ସିପ୍ କରି ଥାନ୍ତି ସେ ଗୋଟିଏ ଆଡଭେର୍ଟାଇଜ୍ ପାଇଁ 2 ରୁ 5 ଲକ୍ଷ ଟଙ୍କା ନେଇ ଥାନ୍ତି । ତାଙ୍କର ମୋର୍ଟ ସଂମ୍ପତି ବର୍ତମାନ ସମୟ ରେ 4 କୋଟି ଟଙ୍କା ରହିଛି । ତା ସହିତ ତାଙ୍କ ପାଖରେ ଗୋଟିଏ ଆଲିସାନ୍ ଘର ରହି ଥିବା ବେଳେ ଗୋଟିଏ ହିୟୁଣ୍ଡାଇ ର କାର୍ ରହିଛି । ଏବଂ ବର୍ତମାନ ସମୟ ରେ କଟକ ସହର ରେ ସେମାନେ ରହୁଛନ୍ତି ହେଲେ ଅସଲ ଘର ତାଙ୍କର ଭଦ୍ରକ ରେ ଅଟେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *