ଏ ୬ଟି କାରଣରୁ ଅଧିକ ବୟସ ପୁଅକୁ ପସନ୍ଦ କରନ୍ତି ଝିଅମାନେ I

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ପ୍ରେମ ରେ ଝିଅ ବୟସ ଠାରୁ ପୁଅ ର ବୟସ ଅଧିକ ହେଲେ କଣ ଫାଇଦା ହୁଏ । ତେବେ ଆସନ୍ତୁ ଏହି ବିଷୟ ରେ ଆମେ ଆପଣ ମାନଙ୍କକୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ । ପ୍ରଥଣେ ହେଲା ସଂମ୍ପର୍କ ରେ କମ ଝଗଡା ହେବା ପ୍ରେମ ରେ କେହି ବୟସ ଦେଖନ୍ତି ନାହିଁ ହେଲେ ବିବାହ ରେ ବୟସ ଦେଖନ୍ତି । କମ୍ ବୟସ ର ଝିଅ ମାନଙ୍କ ଠାରୁ ଅଧିକ ବୟସ ର ପୁଅ ମାନେ ବହୁତ ସମଝୋ ଦାର ହୋଇ ଥାନ୍ତି ସେମାନେ ନିଜର ପାର୍ଟନର ଙ୍କ ମନ ର କଥା କୁ ସବୁ ବେଳେ ବୁଝି ପାରି ଥାନ୍ତି ତେବେ ସେମାନେ ସେହିଥି ପାଇଁ ନିଜର ପାର୍ଟନର ଙ୍କ ସହିତ ଝଗଡା କମ୍ ହୋଇ ଥାଏ ।

girl

ଯଦି କେବେ ବି କୈଣସି କାରଣ ରୁ ଝଗଡା ହୁଏ ତେବେ ସମାଧାନ ର ବାଟ ଏମାନେ ଖୋଜନ୍ତୁ ଝଗଡା କୁ କେବେ ଏମାନେ ଆଗକୁ ବଢିବା ପାଇଁ ଦିଅନ୍ତୁ ନାହିଁ । ଦୁଇ ନମ୍ବର ହେଲା କମ୍ ବୟସ ର ପୁଅ ବା ସମାନ ବୟସ ର ପୁଅ ମାନେ ଝିଅ ମାନଙ୍କ ପାଇଁ ସିକ୍ୱିୟର ନୁହଁନ୍ତି । ଏହି ପରି ପୁଅ ମାନେ ନିଜ ଗାର୍ଲଫ୍ରେଣ୍ଡ କୁ ଟିକେ ଟିକେ କଥା ରେ ସନ୍ଧେହ କରି ଥାନ୍ତି । ସେମାନେ ଭାବନ୍ତି କି ତାଙ୍କ ଗାର୍ଲଫ୍ରେଣ୍ଡ ତାଙ୍କ ଛାଡି ଜାଇ ପାରେ ବା ଅନ୍ୟ କାହା ପ୍ରେମ ରେ ପଡି ପାରେ ତେଣୁ ସେମାନେ ଝିଅ କୁ ଅଧିକ କୋଣ୍ଟ୍ରୋଲ ରେ ରଖିିବା ପାଇଁ ଚେଷ୍ଟା କରନ୍ତି ।

girrl

ଏବଂ ସେଷରେ ତାଙ୍କୁ ହରାଇ ବସନ୍ତି ହେଲେ କେବେ ଏମିତି କାମ ଝିଅ ମାନଙ୍କ ଠାରୁ ଅଧିକ ବୟସ ର ପୁଅ ମାନେ କରି ନ ଥାନ୍ତି । ଏମାନେ ଏହି ପରି ସମସ୍ୟା ରେ ପୂର୍ବ ରୁ ହିଁ ପଡି ଥାନ୍ତି ତେବେ ଏମାନ ଙ୍କୁ କିଛି ବି ଅସୁବିଧା ହୋଇ ନ ଥାଏ । ଏବଂ ଏହି ଅଅଧଧିକ ବୟସ ର ପୁଅ ମାନେ ସବୁ ବେଳେ ନିଜର ପାର୍ଟନର ଙ୍କୁ ନେଇ ସ୍ପଷ୍ଟ ବାଦିତା ହୋଇ ଥାନ୍ତି । ସେମାନେ ସବୁ ବେଳେ ନିଜର ପାର୍ଟନର ଙ୍କ ମନ କଥା କୁ ଆଗରୁ ହିଁ ବୁଝି ଥାନ୍ତି ଏବଂ ସଂମ୍ପର୍ଣ୍ଣ ଭାବେ କ୍ଲାରି ଫାଇ ସେମାନେ ରହି ଥାନ୍ତି । ହେଲେ ଛୋଟ ବୟସ ର ପୁଅ ମାନେ ନିଜର ପରିବାର କୁ ଭୁଲି ସାଙ୍ଗ ସାଥି ମେଳ ରେ ମୈଉଜ୍ କରିବାରେ ଲାଗି ଜାଇ ଥାନ୍ତି । ତେବେ ପରେ ସେମାନଙ୍କୁ ହିଁ ଅସୁବିଧା ହୋଇ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *