ଘରେ ରଖିଛନ୍ତି କି ( ଝାଡୁ ) – ଭୟଙ୍କର କଥା ଜାଣନ୍ତୁ

jhaduuu

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଯେମିତି ଜାଣି ଥିବେ ମାତା ଲକ୍ଷ୍ମୀ ହେଲେ ଧନ ର ଦେବୀ । ବର୍ତମାନ ସମୟ ରେ ମାତା ଲକ୍ଷ୍ମୀ ଙ୍କ କୃପା ଏବଂ ଧନ ପ୍ରାପ୍ତି କରିବା ପାଇଁ ଚାହାଁନ୍ତ । କିନ୍ତୁ ମାତା ଲକ୍ଷ୍ମୀ ଙ୍କର କେତେ ଗୁଡିଏ ନିୟମ ରହିଛି ଜାହାକୁ ଆପଣ ମାନେ ପାଳନ କରିବା ଉଚିତ୍ । ଅନ୍ୟଥା ଆପଣ ମାନଙ୍କ ଜିବନ ରେ ଧନ ସମନ୍ଧିୟ ସମସ୍ୟା ଦେଖିବା ପାଇଁ ମିଳେ । ସେମିତି ରେ ଝାଡୁ ଆମ ସମସ୍ତ ଙ୍କ ଘରେ ରହି ଥାଏ । ଅଜାଣନ୍ତ ରେ ଆମେ ମାନେ ଏହି ଝାଡୁ କୁ ନେଇ କିଛି ଏମିତି ଭୁଲ କରି ଦେଉ ଜାହା ଦାରିଦ୍ରତା ର ସଂଙ୍କେତ ହୋଇ ଥାଏ । ତେବେ ଏମିତି ହିଁ କିଛୁ ଭୁଲ ବିଷୟ ରେ ଆମେ ଆଜି ଆପଣ ମାନଙ୍କୁ କହିବା ପାଇଁ ଯାଉଛୁ ।

jhaduu

ପ୍ରଥମେ ହେଲେ କେବେ ବି ଝାଡୁ କୁ ଘର ବାହାରେ ରଖିିବା ଉଚିତ୍ ନୁହେଁ । ଏହାର ମାତା ଲକ୍ଷ୍ମୀ ଙ୍କର ପ୍ରତିକ ହୋଇ ଥାଏ । ଏହା ଘର ବାହାରେ ରଖିଲେ ବହୁତ ଦଖଃ ର ଶୀକାର ଆପଣ ମାନେ ହୋଇ ପାରନ୍ତି । ତେବେ ସବୁ ବେଳେ ଝାଡୁ କୁ ଘର ମଧ୍ୟ ରେ ହିଁ ରଖନ୍ତୁ ଏହା ସହିତ ଝାଡୁ କୁ କେବେ ବି କୈଣସି ବ୍ୟକ୍ତି ଙ୍କ ସାମ୍ନା ରେ ରଖିବା ଉଚିତ୍ ନୁହେଁ । ସେହି ପରି ଏହି ଝାଡୁ କୁ କେବେ ବି ଠିଆ କରି ରଖିବା ଉଚିତ୍ ନୁହେଁ । କାରଣ ଯେତେ ବେଳେ ଝାଡୁ ଠିଆ ହୁଏ ଆମ ଘର ର ସଦସ୍ୟ ମାନେ ଅସୁସ୍ଥ ହୁଅନ୍ତି । ଏବଂ ଧନ ହାନୀ ହୋଇ ଥାଏ ।

ଝାଡୁ ଯଦି ଆପଣ ମାନଙ୍କର ଭଙ୍ଗି ଜାଇଛି ତେବେ ସେହି ଝାଡୁ କୁ କେବେ ବି ବ୍ୟବହାର କରିିବା କଥା ନୁହେଁ । ଏମିତି ହୋଇ ଥାଏ କି ଏହି ପ୍ରକାରର ଝାଡୁ ଧନ ହାନୀ ର ମୂଖ୍ୟ କାରଣ ହୋଇ ଥାଏ । ଯେବେ ବି ଆପଣ ମାନେ ଗୋଟିଏ ନୂତନ ଝାଡୁ କୁ କିଣୁଛନ୍ତି ତେବେ ଆପଣ ମାନେ ସେହି ଝାଡୁ ର ବ୍ୟବହାର ଆରମ୍ଭ ଶନିବାର ଠାରୁ ହିଁ ଆରମ୍ଭ କରନ୍ତୁ । ରାତ୍ରୀ ସମୟ ରେ ଭୁଲ ରେ ବି ଆପଣ ମାନେ ଝାଡୁ କରନ୍ତୁ ନାହିଁ ।

jhad

ଏମିତି କୁହା ଯାଏ କୁ ସୂର୍ଯ୍ୟସ୍ତ ପରେ ଝାଡୁ କରିବା ଦ୍ୱାରା ଝାଡୁ ର ଅପମାନ ହୋଇ ଥାଏ । ଏହା ସହିତ ଝାଡୁ କୁ କେବେ ବି ଗୋଡ ଲଗେଇବା କଥା ନୁହେଁ । ଏମିତି କଲେ ଆପଣ ମାନେ ନିଜର ଦାରିଦ୍ରତା କୁ ହିଁ ଆମନ୍ତ୍ରଣ କରୁଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *