( ପର୍ସରେ ) – ରଖନ୍ତୁନାହିଁ ଏହି ଜିନିଷ ନହେଲେ ଭିକାରୀ ହୋଇଜିବେ ….।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆମେ ଆଜି ଆପଣ ମାନଙ୍କୁ କହିବୁ କି ପର୍ସରେ କେଉଁ ଜିନିଷ ରଖିବା ଦ୍ୱାରା ଟଙ୍କା ର ଅଭାବ ହୋଇ ନ ଥାଏ । ଏବଂ କେଉଁ କାମ କଲେ ଧନ ର ହାନୀ ହୋଇ ଥାଏ । ସେହି ବିଷୟ ରେ କହିବୁ । ସମସ୍ତେ ଚାହାନ୍ତି ତାଙ୍କ ପର୍ସରେ କେବେବି ଟଙ୍କା ର ଅଭାବ ନ ହଉ । ମାତ୍ର ବେଳେ ବେଳେ ଏମିତି ଟାଇମ୍ ଆସି ଯାଏ ଯେତେ ବେଳେ ଆପଣ ଙ୍କ ପର୍ସ ଖାଲି ହୋଇ ଯାଏ । ସେତେ ବେଳେ ଆପଣ ଙ୍କୁ ଟଙ୍କା ର ଅଭାବ ସାମ୍ନ କରିବାକୁ ପଡେ । ନିଜ ପର୍ସ ରେ ବସ୍ତୁ ଗୁଡାକ ଟଙ୍କା ଉପରେ ପ୍ରଭାବ ପକାଏ । ଯଦି ଆପଣ ମାନେ ଚାହୁଁ ଛନ୍ତି ଆପଣ ଙ୍କ ପର୍ସ ସବୁ ବେଳେ ଟଙ୍କା ରେ ଭରି ରହୁ ତାହାଲେ ଆପଣ ଙ୍କୁ କିଛି ନିୟମ ପାଳନ କରିବା କୁ ପଡିବ । ତ ଚାଲନ୍ତୁ ଜାଣିବା ପର୍ସ ରେ କଣ ରଖିଲେ ଟଙ୍କା ଅଭାବ ହେବ ନାହିଁ ।

money-pur

ପ୍ରଥମେ ଆପଣ ଙ୍କୁ ନିଜ ପର୍ସ ରେ ଓସ୍ତ ଗଛର ପତ୍ର କୁ ପୁଜା କରି ଲାଲି ସୂତା ବାନ୍ଧି ରଖିବାକୁ ପଡିବ । କାରଣ ଅସ୍ତ ଗଛରେ ଭଗବାନ ବୀଷ୍ଣ ଏବଂ ମାତା ଲକ୍ଷ୍ମୀ ବାସ କରନ୍ତି । ତେଣୁ ଆଣ ଯଦି ଓସ୍ତ ପତ୍ର କୁ ନିଜ ପାଖରେ ରଖୁ ଛନ୍ତି ତାହାଲେ ଭଗବାନ ବିଷ୍ଣ ଏବଂ ମାତା ଲକ୍ଷ୍ମୀ ଙ୍କ ଆଶ୍ରୀବାଦ ରହିବ । ଏବଂ ଆପଣ ଙ୍କ ପର୍ସ କେବେବି ଟଙ୍କା ର ଅଭାବ ରହିବ ନାହିଁ ।

money-purs

ଏହା ସହିତ ଆପଣ ପର୍ସ ରେ ଧଳା କଉଡୀ ରଖି ପାରିବେ । ଧଳା କୋଉଡୀ ମାଆ ଲକ୍ଷ୍ମୀ ଙ୍କ ପ୍ରୀୟ ଅଟେ । ଧଳା କଉଡି ରଖିଲା ମାତ୍ରେ ଆପଣ ଙ୍କ ଘରକୁ ପଇସା ଆସିବାର କେହି ରୋକି ପାରିବେ ନାହିଁ । ସେହି ପରି କ୍ଷେତ୍ର ରେ ଆପଣ ମାନଙ୍କର ଯଦି ଆୟ ହେଉଛି ଏବଂ ଆପଣ ମାନେ ସବୁ ବେଳେ ଅନଲାଇନ୍ ସୋପିଂ ରେ ବିଶ୍ୱାସ କରନ୍ତି । ତେବେ ନିଶ୍ଚିତ ଭାବେ ଆପଣ ମାନଙ୍କୁ ପ୍ରତ୍ୟେକ ମାସ କିଛି ଟଙ୍କା ଆପଣ ମାନଙ୍କ ଏକାଉଣ୍ଟ ରୁ ଉଠେଇବା କଥା ଏବଂ ନିଜର ପର୍ସ ରେ ରଖିବା କଥା ଏମିତି କଲେ ଆପଣ ମାନଙ୍କ ଉପରେ ମନଙ୍କ ଉପରେ ସଂମ୍ପର୍ଣ୍ଣ ଭାବେ ମାତା ଲକ୍ଷ୍ମୀ ଙ୍କ ଆଶିଷ ରହିବ । ହେଲେ ଏମିତି ନ କଲେ ଆପଣ ମାନେ ଭୀକାରୀ ହୋଇ ଯିବାର ସମ୍ଭାବନା ରହିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *