ହସ୍ତମୌଥୁନ ( ହଲେଇବା) କରୁଛ କି ? ଜାଣନ୍ତୁ କେତେ ଭଲ କେତେ ଖରାପ

masss

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ପ୍ରତି ଦିନ ଆପଣ ମାନେ ହସ୍ତମୌଥୁନ କରି କରି ଆପଣ ମାନେ ଗୋଟିଏ ମୁଠ୍ ବାଜ୍ ହୋଇ ସାରିଛନ୍ତି କି । କଣ ପାଇଁ ନା ତୁମର ଏହି ପଦର୍ଶନ ଆପଣ ମାନଙ୍କୁ ଭିତରୁ ଖୋକଳା କରି ଦେଉଛି । ବେଶିକିଲୀ ଆମ ଶରୀର ରେ ଡୋପାମିନ୍ ବୋଲି ଗୋଟିଏ ହୋରମନ୍ ରହି ଥାଏ । ଏହା ଗୋଟିଏ ମଜା ହୋଇ ଥାଏ । ଏହା ଆମେ ମାନେ ଜିବନ ରେ ସବୁ କର୍ମ ରେ ଆନନ୍ଦ ଉଠେଇ ଥାନ୍ତି । ଯେତେ ବେଳେ ତୁମେ ହସ୍ତମୌଥୁନ କର ସେହି ସମୟ ରେ ଡୋପାମିନ୍ ଗୋଟିଏ ମଜା ଦେଇ ଥାଏ । ହେଲେ ଏହି ମଜା ଅଧିକ ମିଳିବା ବହୁତ ଖରାପ୍ ହୋଇ ଥାଏ ।

ଯେମିତି ଆପଣ ମାନଙ୍କୁ ଯେତେ ବେଳେ ଶୋସ ଲାଗି ଥିଲେ ପାଣି ଆପଣ ମାନଙ୍କୁ ଅମୃତ ଭଳି ଲାଗେ ହେଲେ ଶୋସ ମେଣ୍ଟି ଗଲେ ନିଶ୍ଚିତ ଭାବେ ଏଠାରେ ଆପଣ ମାନଙ୍କୁ ଜୋସ୍ ନେବା ପାଇଁ ଇଚ୍ଛା ହୁଏ । ଏମିତିି ଆଗକୁ ଆଗକୁ ବଢି ଥାଏ । ଏବଂ ଏହା ନିଶ୍ଚିତ ଭାବେ ଆପଣ ମାନଙ୍କ ପାଇଁ ବହୁତ ଖରାପ୍ ହୋଇ ଥାଏ । ଏମିତି ହେଲେ ଆପଣ ମାନଙ୍କ ଛୋଟ ଛୋଟ ଖୁସୀ ମିଳିବା ବନ୍ଧ ହୋଇ ଯିବ । ଏବଂ ଆଗରୁ ଯେମମିତି ଆପଣ ମାନଙ୍କୁ କୈଣସି କାମ କରି ମଜା ଆସୁ ଥିଲା ଏବେ ଆଉ ଆସିବ ନାହିଁ ।

men

ଦୁଇ ନମ୍ବର ରେ ଜାହା ହେଲା ଆପଣ ମାନେ ଡିଫରେସନ କୁ ଚାଲି ଜାଇ ଥାନ୍ତି । ସବୁ ବେଳେ ଚିଡ୍ ଡିଡ୍ ଏବଂ ଜଲ୍ଦି ରାଗି ଜାଆନ୍ତି । ନିଜର ରିଲେସନ ଖରାପ୍ ହୋଇ ଥାଏ । ସବୁ ଲୋକ ମାନଙ୍କ ସହିତ । ଏବଂ ଏହା ପରେ ଜାହା ତୁମେ ହାରାସ୍ ହୋଇ ଥାଏ ବହୁତ କୋଠର ହୋଇ ଜାଆନ୍ତି । ଯେମିତି କି ତୁମକୁ ଦୟା କ୍ଷେମା କରିବା କମ୍ ହୋଇ ଯାଏ । ହେଲେ ଏହି ଥିରେ ତୁମେ ଖୁସୀ ହେବ କଣ ପାଇଁ ନା ତୁମକୁ ବହୁତ ଖୁସୀ ଯେଉଁ ମିଳୁଛି । ହେଲେ ଭାଈ ଏହା ଆପଣ ମାନଙ୍କ ପାଇଁ ବହୁତ ଖରାପ୍ ହୋଇ ଥାଏ ଏହି ବିଷୟ ରେ ନିଶ୍ଚିତ ଭାବିବେ । ତେବ ଆମେ କହି ରଖୁଛୁ ଏକ ନିର୍ଧିଷ୍ଟ ପରିମାଣର ହସ୍ତ ମୌଥୁନ ଆମ ସ୍ବାସ୍ତ୍ୟ ପାଇଁ ଭଲ ହୋଇଥିଲା ବେଳେ , ତା ଠୁ ଅଧିକ ଖରାପ ହୋଇଥାଏ , ଗୋଟିଏ ମାସରେ ଅତି ବେଶିରେ 2 ରୁ 3 ଥର ହସ୍ତ ମୌଥୁନ କଲେ ଆମର କୌଣସି ଅସୁବିଧା ହୋଇ ନଥାଏ

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *