ଅଶାନ୍ତ ୪୮ ଘଣ୍ଟା ମାଧ୍ୟରେ ମାଡ଼ି ଆସୁଛି ବଡ଼ ବାତ୍ୟା ‘ଅମ୍ଫାନ’ , ଜାଣନ୍ତୁ କେଉଁଠି ହେବ ମାଡ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ମାଡି ଆସୁଛି ବାତ୍ୟା ସୃଷ୍ଟି ହୋଇଛି ପୁଣି ଥରେ ଝଡ । ସେମମିତି ରେ ବର୍ତମାନ ସମୟ ରେ ବାତ୍ୟା ଅମ୍ଫାନ ପାଇଁ ଏବେ ପାଗ ଧିରେ ଧିରେ ବଦଳି ବାରେ ଲାଗିଛି । ଆଜି ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ଉପରେ ଏକ ଲଘୁଚାପ ମଧ୍ୟ ସୃଷ୍ଟିି ହୋଇଛି । ଏହା କ୍ରମଶ ବୃଦ୍ଧି ହୋଇ ବାତ୍ୟାର ରୂପ ନେବାକୁ ଯାଉଛି । ଏହା ପର ପ୍ରଭାବ ରେ ଦେଶ ରେ ଅନେକ ପ୍ରାନ୍ତ ରେ ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ଆଶଂକା ରହିଛି ।

cyc

ପାଣି ପାଗ ବିବାଘର ସୂଚନା ଅନୁସାରେ ଆଜି ସକାଳେ ହିଁ ଲଘୁଚାପ ସୃଷ୍ଟି ହୋଇଛି । ତେବେ ଏହା ଜଳ ପଥ ରେ କିଛି ସମୟ ପାଇଁ ସ୍ଥିର ରହିବ । ଆସନ୍ତା 48 ଘଣ୍ଟା ମଧ୍ୟ ରେ ଏହା ଅଧିକ ଶକ୍ତି ସଂଞ୍ଚୟ କରି ଲଘୁ ଚାପ ରେ ପରିଣତ ହେବ । ସେହି ପରି ବେଳେ ଆଉ 48 ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେଇ ଘନି ଭୂତ ହୋଇ ଅବପାତ ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ବାତ୍ୟା ର ରୂପ ନେବା ପରେ ଏହା କୁ ଅମ୍ଫାନ ନାମ ରେ ନାମିତ କରା ଜାଇଛି ।

cycloneee12

ତେବେ ଏହି ବାତ୍ୟା ର ସିଧା ସଳଖ ପ୍ରଭାବ ଭାରତ କିମ୍ବା ଓଡ଼ିଶା ଉପରେ ପଡିବ ନାହିଁ । ହେଲେ ଏହା ଆସନ୍ତା 3 ତାରିଖ ରେ ବାଙ୍ଗଲାଦେଶ ଆଦି ରେ ଲେଣ୍ଡ ଫଲ ହେବାର ସମ୍ଭାବନା ରହି ଥିବା ବେଳେ ହେଲେ ଏବେ ମିଳି ଥିବା ସୂଚନା ଅନୁସାରେ ଏବେ ଏହା 5 ତାରିଖ କିମ୍ଭା 6 ତାରିଖ ରେ ଏହା ମିଆମାଁର ଲେଣ୍ଡଫଲ କରିବାର ସମ୍ଭାବନା ରହିଛି । ଏହି ଅମପାନ ପ୍ରଭାବ ରେ ପଞାବ୍ , ରାଜସ୍ଥାନ , ହରିଆଣା , ଚଣ୍ଡୀଗଡ ଦିଲ୍ଲୀ ଏବଂ ଉତ୍ତର ପ୍ରେଦେଶ ରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଏହାର କୈଣସି ବି ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ ବୋଲି ପାଣି ପାଗ ବିଭାଗ କହିଛନ୍ତି ।ହେଲେ ଏହାର ପ୍ରଭାବରେ ଅଳ୍ପ ପବନ ସହ , କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *