ଅରିନ୍ଦମ ରୋୟ ଙ୍କ ସମ୍ପତ୍ତି କେତେ ଜାଣି ଆଶ୍ଚର୍ଯ୍ୟ ହେବେ | ବାପରେ ଏତେ ସମ୍ପତ୍ତି

ari

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ଆଜି ଆମେ ଏହି ଠାରେ ଓଲିଉଡର ଲଭର୍ ବୟ ଅରିନ୍ଦମ୍ ରୟ ଙ୍କ ଲାଇଫ୍ ଷ୍ଟାଇଲ୍ ଏବଂ ତାଙ୍କର ସଂମ୍ପର୍ଣ୍ଣ ସଂମ୍ପତୀ ବିଷୟରେ ଆପଣ ମାନଙ୍କୁ ଏଠାରେ ସୂଚନା ଦେବୁ । ଏହା ସହିତ ତାଙ୍କର ସଂଙ୍ଘର୍ଷ ମୟ ଜିବନର ବହୁତ କିଛି କଥା ବିଷୟ ରେ ଆପଣ ମାନଙ୍କୁ କହିବୁ । ଆପଣ ମାନେ ବୋଧେ ଜାଣିି ନ ଥିବେ ସେ ଓଡ଼ିଆ ଫିଲ୍ମ ସହିତ ଟୋଲିଉଡ୍ ଫିଲ୍ମ ବି କରି ଥାନ୍ତି । ମାନେ ବଙ୍ଗଳା ଓ ତେଲୁଗ ଫିଲ୍ମ କରି ଥାନ୍ତି । ଏମିତି ରେ ସେ 2006 ମସିହା ରେ ଓଡ଼ିଆ ଫିଲ୍ମ ରେ ପାଦ ଦେଇ ଥିଲେ । ଏବଂ ତାଙ୍କର ପ୍ରଥମ ଫିଲ୍ମ ଥିଲା ପ୍ରେମ ରୁତୁ ଆସିଲା ରେ ।

arind

ଏହା ସହିତ ତାଙ୍କର ଅନ୍ୟ କିଛି ଫିଲ୍ମ ଓଡ଼ିଶା ବାହାରେ ହିଟ୍ ହୋଇ ଥିଲା ତାହା ହେଲା କଳୀ ଶଙ୍କର , ମିତ ରେ ମିତ , ଗୁଡବୟ , ପର୍ଶୁରାମ୍ ଏବଂ କଳକ୍କୀ ଇତ୍ୟାଦୀ । ସେ ଓଡ଼ିଆ ସିନେମା ଜଗତ ରେ 40 ଟି ଫିଲ୍ମ କରି ସାରିଛନ୍ତି । ଏବଂ ଦୁଇ ବର୍ଷ ତଳେ ସେ ଜଣେ କର୍ମି ଭାବେ ବିଜୁ ଜନତା ଦଳ ରେ ଯୋଗ ଦେଇ ଥିଲେ । ସେ ଘର ଘର ବୁଲି ଲୋକ ମାନଙ୍କ ସେବା କରି ଥାନ୍ତି ଏବଂ ସେ ସେହି ଥିରେ ବହୁତ ସନ୍ତୁଷ୍ଟ ରହି ଥାନ୍ତି ।

arindomm

ଅରବିନ୍ଦମ୍ ରୟ ଙ୍କ ସ୍ତ୍ରୀ ଙ୍କ ନାମ ଅନୁପା ଦାସ୍ ରେ 2016 ରେ ବିବାହ କରି ଥିଲେ । ତାଙ୍କର ଗୋଟିଏ ଝିଅ ରହିଛି । ଏବେ ତାଙ୍କର ସଂମ୍ପତୀ ବିଷୟ ରେ କଥା ହେବା ସେ ଗୋଟିଏ ଫିଲ୍ମ କରିବା ପାଇଁ 8 ରୁ 15 ଲକ୍ଷ ଟଙ୍କା ନେଇ ଥାନ୍ତି । ତାଙ୍କର ଜନ୍ମ କଟକ ରେ ହୋଇ ଥିବା ବେଳେ ସେଠାରେ ତାଙ୍କର ଗୋଟିଏ ବଡ ଘର ରହିଛି । ଏହା ସହିତ ଗୋଟିଏ ଲଗଜରୀ କାର୍ ରହିଛି । ଏବଂ ସୁପର ବାଇକ୍ ମଧ୍ୟ ରହିଛି । ଏବଂ ତାଙ୍କର ମୋଟ ସଂମ୍ପତୀ ଅନୁମାନ କରା ଜାଇଛି କି 20 ରୁ 25 କୋଟି ଟଙ୍କା ହେବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ  ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *