ବଡ଼ ଖବର – ଗରମ ଦିନରେ ଏହି କାରଣରୁ ଫାଟିଯାଏ ମୋବାଇଲ୍ ଜଲଦି ଦେଖନ୍ତୁ |

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏଠାରେ ଜଣେଇବୁ କି ଆପଣ ମାନଙ୍କ ମୋବାଇଲ ବ୍ଲାଷ୍ଟ ହେବା ପୂର୍ବ ରୁ କଣ ସବୁ ସଂଙ୍କେତ ଦେଖେଇ ଥାଏ । ଏଠାରେ ଆମେ ଆପଣ ମାନଙ୍କୁ ମୂଖ୍ୟ ରିଜନ୍ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜଣେଇବୁ ଯଦି ଆପଣ ମାନଙ୍କ ଫୋନ୍ ରେ ସେମିତି କିଛି ଏକ୍ଟି୍ଭିଟି ହେଉଛି ତେବେ ଜାଣି ନିଅନ୍ତୁ ତାହା ଫାଟିବା ପାଇଁ ଯାଉଛି । ତେବେ ଏହି ମଧ୍ୟ ରୁ ଯେଉଁଁ ଅସୁବିଧା ଟି ପ୍ରଥମେ ରହିଛି ତାହା ହେଲା ଓଭର ହିଟିଂ ଯଦି ଆପଣ ମାନେ ମୋବାଇଲ କୁ ନର୍ମାଲ ବ୍ୟବହାର କରୁଛନ୍ତି ହେଲେ ଏହା ବହୁତ ଯୋରେ ଗରମ ହେଉଛି ତେବେ ଜାଣି ରଖିବା ଦରକାର ଆପଣ ମାନଙ୍କ ମୋବାଇଲ ରେ କୈଣସି ପାର୍ଟ ଖରାପ୍ ରହିଛି ।

mobile

ତେବେ ସର୍ଟ ସର୍କି୍ଟ୍ ହୋଇ ମୋବାଇଲ ବ୍ଲାଷ୍ଟ ହୋଇ ପାରେ । ଦୁଇ ରେ ରହିଛି । ଆପଣ ମାନଙ୍କ ଫୋନ ର ବ୍ୟଟେରୀ ଫୁଲିବା । ବହୁତ ସମୟ ରେ ଆପଣ ମାନେ ନିଜର ମୋବାଇଲ ର ବ୍ୟଟେରୀ ଫୁଲି ଜାଇ ଥିବାର ଆପଣ ମାନେ ଦେଖନ୍ତି । ତେବେ ଏହାକୁ ମନେ ରଖନ୍ତୁ କି । ଏମିତି ଯଦି ହୁଏ ତେବେ ଆପଣ ମାନଙ୍କ ମୋବାଇଲ କୈଣସି ମୁହୁର୍ତ୍ତ ରେ ବି ଫାଟି ଯିବ । ତିନି ରେ ରହିଛି । ଅଲଗା ଚାର୍ଜର ବ୍ୟବହାର କରିବା । ବହୁତ ସମୟ ରେ ଆମେ ମାନେ ନିଜର ମୋବାଇଲ କୁ ଅନ୍ୟ ସାଙ୍ଗ ମାନଙ୍କ ଚାର୍ଜର ରେ ବସେଇ ଦେଇ ଥାନ୍ତି । ହେଲେ ଏହା ଜାଣିବା ଦରକାର କି ସବୁ ମୋବାଇଲ ର ଚାର୍ଜର ସମାନ ହୋଇ ନ ଥାଏ । ତେବେ ଆପଣ ମାନେ କେବେ ଯଦି ଏମିତି କରୁଛନ୍ତି ତେବେ ଆପଣ ମାନଙ୍କ ମୋବାଇଲ ର ବ୍ୟେଟରୀ ଫୁଲିବା ସହିତ ଫାଚିିବାର ଚାନ୍ସ ଥାଏ ।

mobil

ବହୁତ ସମୟ ରେ ଚାର୍ଜ ରେ ଲେଗେଇ ଲେ ଆପଣଙ୍କ ମୋବାଇଲ ଗରମ ହୁଏ ତେବେ ଏହାକୁ କେବେ ଚାର୍ଜ ରେ ବସାନ୍ତୁ ନାହିଁ । ଏହାକୁ ତୁରନ୍ତ ସୋରୁମ୍ ରୁ ନେଇ ଦେଖାନ୍ତୁ । ସେହି ପରି ଭାବେ ଆପଣ ମାନେ କେବେ ବି ସୂର୍ଯ୍ୟ କିରଣ ରେ ମୋବାଇଲ କୁ ବ୍ୟବହାର କରନ୍ତୁ ନାହିଁ । ଏହା ବହୁତ ଖରାପ୍ ଅଟେ । ସବୁ ସମୟରେ ମୋବାଇଲ ରେ ବ୍ରାଇଟ ନେସ୍ କୁ ବଢେଇ କରି ରଖନ୍ତୁ ନାହିଁ । ଏହାକୁ ଅଟୋ ମୋର଼୍ଡ ରେ ହିଁ ରଖନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *