ଖୁସି ଖବର : ଏଥର ଶେଷ ହୋଇଯିବ କରୋନା ଖେଳ , ଆସିଲା ବଡ ଖବର

caronaaaaa

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ଜାଣି ଥିବେ ବର୍ତମାନ ସମୟରେ ମହାମାରୀ କୋରନା ଭୟ ରେ ସମସ୍ତେ ରହିଛନ୍ତି । ଏହି ରୋଗ ଏବେ ସମସ୍ତ ଦେଶ କୁ ବ୍ୟାପିବାରେ ଲାଗିଛି । ତଥା ଏହି ଭାଇରସ ରେ ଏବେ ବହୁତ ଲୋକ ମାନଙ୍କର ମୃତ୍ୟୁ ହେଉ ଥିବାର ବି ଆପଣ ମାନେ ଦେଖି ପାରୁ ଥିବେ । ସେହି ପରି ବେଳେ ସାରା ବିଶ୍ୱ ଏବେ ଏମିତି ସ୍ଥିତି ରେ ରହି ଥିବା ବେଳେ ଏବେ ଗୋଟିଏ ଆଶ୍ୱସ୍ତି କର କଥା ସାମ୍ନା କୁ ଆସିଛି ।

stay-home

ତେବେ ଆପଣ ମାନଙ୍କୁ ଜଣେଇ ଦେବୁ କି ଖୁବ୍ ଶିଘ୍ର ବିଦାୟ ନେବ କୋରନା ଭାଇରସ ଏହି କଥା କୁ ମାଇକେଲ୍ ଲେବିଟ୍ କହିଛନ୍ତି । ସେ କହିଛନ୍ତି କି ଏହି ମହାମାରୀ ଟି ଖୁବ୍ କମ୍ ଦିନ ମଧ୍ୟ ରେ ଏହି ପୃଥିିବୀ ପୃୃଷ୍ଟ ରୁ ବିଦାୟ ନେବ । ସେ ଏହି ବିଷୟ ରେ ବି କହିଛନ୍ତି କି ଏହି ମାହାମାରୀ ପୃଥିବୀ ପୃୃଷ୍ଟ ରେ ଯେତେ କ୍ଷେତି କରିବା କଥା କରି ସାରିଛି । ଏବଂ ଧିରେ ଧିରେ ଏହାର ସ୍ଥିତି କମିବା ପାଇଁ ଲାଗିବ । ମାଇକେଲ ଙ୍କ ଏହି ସବୁ କଥା କୁ ଲୋକ ମାନେ ବିଶ୍ୱାସ କରୁଛନ୍ତି ।

କାରଣ ସେ ପୂର୍ବ ରୁ ମଧ୍ୟ ଏହି ବିଷୟ ରେ ଭବିଷ୍ୟବାଣୀ କରି ଥିଲେ ଯେଉଁ ଠାରେ ସେ କହି ଥିଲେ କି ଚାଇନା ରୁ ଏମିତି ଗୋଟିଏ ଭାଇରସ ଆସିବ ବୋଲି । ଏବଂ ଧିରେ ଧିରେ ସାରା ପୃଥିବୀ କୁ ବ୍ୟାପି ଯିିବ ଜାହା ବର୍ତମାନ ସମୟ ରେ ସତ ହୋଇଛିି । ଏହି ଭଲି ଘଡି ସନ୍ଧି ରେ ମାଇକେଲ ଙ୍କ ଠାରୁ ଏମିତି କିଛି କଥା ସୁଣି ଲୋକ ମାନେ ଟିକିଏ ଆଶ୍ୱସ୍ତି ଅନୁଭବ କରିଛନ୍ତି ।

israil

ଏଥିରେ ସେ ମୃତ୍ୟୁ ବରଣ କରୁ ଥିବା ଲୋକ ମାନଙ୍କ ସଂଖ୍ୟା ଛଡା ଭଲ ହେଉ ଥିବା ବ୍ୟକ୍ତି ମାନଙ୍କ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏବେ ଏହି ମହାମାରୀ ରେ ମୃତ୍ୟୁ ସଂଖ୍ୟା କମିବ ଏବଂ ଚାରି ଆଡେ ଏହା କମି ଯିବ । ପୂର୍ବ ରୁ ମାଇକେଲ ଙ୍କ ଭବିଷ୍ୟ ବାଣୀ ଠିକ୍ ପ୍ରମାଣିତ ହୋଇ ଥିବା ବେଳେ ଏବେ ବି ଏହା ସତହେବ କହି ଲୋକ ମାନେ ତାଙ୍କୁ ବହୁତ ମାନି ବାରେ ଲାଗିଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *